ବାହାଘରର ବର୍ଷେ ପରେ ବାପା ଚାଲିଗଲେ , ଦୁଇ ଭାଇ ଅଲଗା ହୋଇଗଲୁ । ନିଜ ନିଜ ଭାଗ ବଣ୍ଟାକୁ ନେଇ ରହିଲୁ। ଏବେ କିନ୍ତୁ ବଡ ଭାଇ ଘରକୁ ଜବର ଦଖଲ କରି ନେଇଛନ୍ତି । ମୁରବି ପଣିଆ ଦେଖାଉଛନ୍ତି। ରହିବାକୁ ବି ଯାଗା ନାହିଁ। ହେଲେ ବଡ ଭାଇ ଭାଉଜ କହୁଛନ୍ତି କିଛି ଅଲଗା କଥା। କେମିତି ହେବ ଏପରି ସମସ୍ୟାର ସମାଧାନ। ଦେଖନ୍ତୁ ଆଶାର ଆଲୋକ…
Published: Pallipuspa Samal
Last updated: 27 March 2022, 11:26 AM IST
ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଥିଲା । କହିଲେ ଘର ସରିବା ପରେ ବିଲ୍ ଦେଲେ ମିଳିବ ବୋନୋସ୍ ଟଙ୍କା ଏବେ । ସାତ ମାସ ବିତିବାକୁ ବସିଲାଣି। ଏମାନଙ୍କୁ ନା ମିଳିଛି ବିଲ୍ ନା ମିଳିଛି ବୋନୋସ୍ ଟଙ୍କା।