୩୦୦ ନିଅ...ଏଇ ଚିହ୍ନରେ ଦେବ। ହେଲେ ସ୍ୱାମୀଙ୍କୁ ଜମା କହିବନି...ନାରଣ ତୁ ମାରିଦେବୁ। ସମ୍ପର୍କ ଯୋଡ଼ିବାକୁ ଆସିଛୁ ନା ଭାଙ୍ଗିବାକୁ? ତୁମେ ପା ଯାହାକୁ କହିଗଲ ସ୍ୱାମୀଙ୍କୁ କ’ଣ ସେ ପା’ ୧୨ ଖଣ୍ଡ ଗାଁକୁ ଜଣାଇ ଦେବେ। ଆଉ...
Published: Pallipuspa Samal
Last updated: 28 March 2022, 10:52 AM IST
କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗାଁର ରବୀନ୍ଦ୍ର ବେହେରା ଏବଂ ତାଙ୍କ ସ୍ତ୍ରୀ ଅନୁସୂୟା । ମାତ୍ର ୮ମାସ ର ବୈବାହିକ ଜୀବନରେ ପୂର୍ଣ୍ଣଛେଦ ପକାଇ ଉଭୟ ଆର ପାରିକୁ ଚାଲିଯାଇଛନ୍ତି । ମାର୍ଚ୍ଚ ମାସ ୨୪ ତାରିଖ ମଧ୍ୟରାତ୍ରିରେ ଘର ଠାରୁ କିଛି ଦୂରରେ ଏକ ଚାଷ ଜମିରେ ଉଭୟ ସ୍ୱାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ