ନବୀନ ବାବୁଙ୍କୁ କେବଳ ବସ୍ତି ଲୋକ ଭୋଟ୍ ଦେଇଛନ୍ତି। କୌଣସି ପାଠୁଆ ଲୋକ ଏ ସରକାରଙ୍କୁ ଭୋଟ୍ ଦେଇନି? ଓଡ଼ିଶାରେ ଆଗକୁ ଗରିବ ବଢିବ ହିଁ ବଢିବ...
ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ୩ ଯୁବତୀଙ୍କ ମୃତଦେହ। ଏକାବେଳକେ ଏମାନେ କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ସେ ସମ୍ପର୍କରେ କିଛି ଜଣାପଡ଼ିନି। ଗାଁ ନିକଟ ଜଙ୍ଗଲ ଆଡ଼କୁ ଯାଉଛନ୍ତି ବୋଲି ଘରେ କହିଥିଲେ।
ଅସହ୍ୟ ଗ୍ରୀଷ୍ଣ ପ୍ରଭାବରୁ ମୁକ୍ତି ପାଇବା ପାଇଁ ଗଛ ଉପରେ ବିଶ୍ରାମ ନେଉଛନ୍ତି ସିଂହର ପୁରା ଖାନ୍ଦାନ୍ । ଦେଖନ୍ତୁ ଭାଇରାଲ୍ ହେଉଥିବା ଏହି ଭିଡିଓ...
ଆଜିର ଦିନରେ ଗୋଟିଏ ପରିବାରରେ ୪ ପିଢିର ଲୋକଙ୍କୁ ଦେଖିବା ବି କଷ୍ଟକର। କେଉଁଠି କାଁ ଭାଁ ପରିବାର ଥିବେ ଯେଉଁଠାରେ ୩-୪ ପିଢିର ଲୋକେ ରହିଥିବେ। କିନ୍ତୁ ଏ ଦୁନିଆରେ ଏମିତି ବି ଅନେକ ପରିବାର ଅଛି କେଉଁଠି ୫ ପିଢିର ବି ଲୋକେ ବାସ କରୁଛନ୍ତି।
ଆଜି ପବିତ୍ର ରାମ ନବମୀ । ଏହି ଅବସରରେ ପୁରୀ ବେଳାଭୂମୀରେ ପ୍ରଭୁ ଶ୍ରୀରାମଙ୍କ ବାଲୁକା କଳାକୃତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଉମରକୋଟ୍ରେ ଗୋଟିଏ ଗଛରୁ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ। ତୋହରା ଗାଁ ନିକଟ ଏକ ଗଛରେ ୩ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି ।
ପୁଣି ପାୱାର କରିଡରକୁ ଫେରିଲା ରିପୋର୍ଟ କାର୍ଡ । ମନ୍ତ୍ରୀଙ୍କ ପ୍ରଦର୍ଶନର ମାପଦଣ୍ଡକୁ ନେଇ ନେଇ ଚାଲିଛି ଚର୍ଚ୍ଚା । ମନ୍ତ୍ରୀମାନଙ୍କୁ ନିଜ ବିଭାଗର ମାସିକିଆ ପରଫରମାନ୍ସ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।
ପୁଣି ଚର୍ଚ୍ଚାରେ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ । ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁଣିଥରେ ମାସିକିଆ ରିପୋର୍ଟ କାର୍ଡ ମାଗିବା ପରେ ପାୱାର କରିଡରରେ ଆଲୋଚନା । ପୂର୍ବରୁ ମନ୍ତ୍ରୀମାନେ ସବୁ ମାସର ପ୍ରଥମ ସପ୍ତାହରେ ପ୍ରଦର୍ଶନ ରିପୋର୍ଟ ଦେଉଥିଲେ, କିନ୍ତୁ କୋଭିଡ୍ ସମୟରେ କିଛି ମନ୍ତ୍ରୀ ଦେଉନଥିଲେ ।
ବିଜେଡିରେ ଥିଲେ ମନ୍ତ୍ରୀ ହେଇଥାନ୍ତି । ଗାଈ, ଛେଳି କି ମେଣ୍ଢା ସିନା ବିକ୍ରି ହୁଅନ୍ତି...ମୁଁ ଶଣ୍ଢ, ବିକ୍ରି ହେବି କେମିତି? ବିଜେଡ଼ି ମତେ ଅଫର ଦେଇଥିଲା ଦଳକୁ ଯିବା ପାଇଁ କିନ୍ତୁ ମୁଁ ମନା କରିଦେଲି। ଦେଖନ୍ତୁ ଖୋଲା କଥାରେ ଆଉ କଣ ଖୋଲିକି କହୁଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି।
ଗାଈ, ଛେଳି କି ମେଣ୍ଢା ସିନା ବିକ୍ରି ହୁଅନ୍ତି...ମୁଁ ଶଣ୍ଢ, ବିକ୍ରି ହେବି କେମିତି? ବିଜେଡ଼ି ମତେ ଅଫର ଦେଇଥିଲା ଦଳକୁ ଯିବା ପାଇଁ କିନ୍ତୁ ମୁଁ ମନା କରିଦେଲି। ଦେଖନ୍ତୁ ଖୋଲା କଥାରେ ଆଉ କଣ ଖୋଲିକି କହୁଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି
ଆଜିସିନା ଚୁଲି ଭାଙ୍ଗିଦେଲା, ଯଦି ଜଣେ ଆତଙ୍କବାଦୀ ପଶି ମନ୍ଦିରରେ କିଛି କ୍ଷତି ଘଟାଇ ଥାଆନ୍ତା? ତେବେ ଏଥି ପାଇଁ ପ୍ରଶାସନ ନା ଆଉ କିଏ ଦାୟୀ ହୋଇଥାଆନ୍ତା? ଓଡ଼ିଆର ପ୍ରାଣକର୍ତ୍ତାକୁ ଏତେ ହତାଦାର କାହିଁକି?
ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ କାହିଁକି ରାତିରେ ବାସନ ମାଜନ୍ତି ଜେଫ୍ ବେଜୋସ୍, ବିଲ ଗେଟ୍ସ? ଗଣମାଧ୍ୟମକୁ ସାକ୍ଷାତକାର ଦେଇ କଲେ ମହାଖୁଲାସା...ଜାଣନ୍ତୁ କଣ ଥିଲା ପୂରା ଘଟଣା
ମାଆଟିଏ ସବୁବେଳେ ତା ଛୁଆଙ୍କ ପାଇଁ ବିକଳ। ଯେମିତି ଏଇ ଗୁଣ୍ଡୁଚି ମାଆଟି। ଗୁଆ ଗଛରେ ଥିବା ତା ବସାଟି କେମିତି କେଜାଣି ଭାଙ୍ଗି ତଳେ ପଡ଼ିଗଲା। ଯେଉଁଥିରେ ଥିଲେ ଦୁଇଟି କୁନି କୁନି ଗୁଣ୍ଡୁଚି ଛୁଆ। ତା ପରେ କଣ ସବୁ ଘଟିଲା, ଦେଖନ୍ତୁ ଏଇ ଭିଡିଓ।
ମୂଳରୁ ଲୋନ୍ ଆଣିନାହାନ୍ତି, ହେଲେ ଫୋନ୍ କଲ ଆସୁଛି। ଧମକ ବି ମିଳୁଛି...ସିଧା କହୁଛନ୍ତି ତୁମେ ଟଙ୍କା ଦେବ ନା ତୁମ ସାଙ୍ଗ ଆଉ ବନ୍ଧୁବାନ୍ଧବଙ୍କୁ ଫୋନ୍ କରି ତୁମେ ଟଙ୍କା ନେଇ ଫାଙ୍କୁଚ ବୋଲି ସମସ୍ତଙ୍କୁ କହିଦେବୁ...ଦେଖନ୍ତୁ ଏହା ପରେ ହେଲା କଣ?
ପରିବାର ଉପରେ ବୋଝ ପାଲଟିଲା ଭେଣ୍ଡିଆ ପୁଅ। ୧୬ ବର୍ଷ ହେଲାଣି ପାଦରେ ପଡ଼ିଛି ଶିଙ୍କୁଳି। ବାହାରକୁ ଛାଡିପାରୁଛନ୍ତି ନା ଘରେ ରଖିପାରୁଛନ୍ତି...ଚିନ୍ତାରେ ପୂରା ପରିବାର।
ମଫସଲରୁ ସାମ୍ନାକୁ ଆସିଲା ମହାନ ବାର୍ତ୍ତା। ହକି ଗ୍ରାଉଣ୍ଡରେ ଏକାଠି ଖେଳିଲେ ପୁରୁଷ-ମହିଳା ଖେଳାଳୀ..ପରସ୍ପରକୁ ସାମ୍ନା କଲେ, ଗୋଲ୍ ବି ଦେଲେ। ପଡ଼ିଆରେ ଉଡ଼ାଇ ଦେଲେ ଧୂଳି..ଖେଳ ଦେଖିବାକୁ ଦର୍ଶକଙ୍କ ଜମିଥିଲା ପ୍ରବଳ ଗହଳି
ପନ୍ଦର ଜଣ ମହିଳା ଏକାଠି ହୋଇ ପାଇଗଲେ ପଇସା କମେଇବାର ବାଟ । ଫ୍ରି ସମୟରେ କରୁଛନ୍ତି କାମ । ନିଜକୁ କରିଛନ୍ତି ସ୍ୱାବଲମ୍ୱୀ । ବଢାଇଛନ୍ତି କେନ୍ଦ୍ରାପଡାର ମାନ
ଉଭୟଙ୍କୁ ବୁଝାଇବେ ମିଡିଏସନ୍ ଅଧିକାରୀ
ଆଜିସିନା ଚୁଲି ଭାଙ୍ଗିଦେଲା, ଯଦି ଜଣେ ଆତଙ୍କବାଦୀ ପଶି ମନ୍ଦିରରେ କିଛି କ୍ଷତି ଘଟାଇ ଥାଆନ୍ତା? ତେବେ ଏଥି ପାଇଁ ପ୍ରଶାସନ ନା ଆଉ କିଏ ଦାୟୀ ହୋଇଥାଆନ୍ତା? ଓଡ଼ିଆର ପ୍ରାଣକର୍ତ୍ତାକୁ ଏତେ ହତାଦାର କାହିଁକି?
ଗ୍ରାହକଙ୍କ ମୁହଁ ଖଟା କରି ଦେଉଛି ଲେମ୍ବୁଦର । ବଜାରରେ ଏବେ ଲେମ୍ବୁ ଗୋଟାକୁ ୧୦ ଟଙ୍କାରେ ବିକ୍ରି ହେଉଛି ।
ଆଜିକାଲି ଅନେକ ମହିଳା ବ୍ୟବସାୟ ଜଗତରେ ଚମତ୍କାର କାମ କରୁଛନ୍ତି। ଏହି ମହିଳାମାନେ କେବଳ କମ୍ପାନୀକୁ ନିୟନ୍ତ୍ରଣ କରୁନାହାଁନ୍ତି, ବରଂ ସେମାନେ ହଜାର ହଜାର କର୍ମଚାରୀଙ୍କୁ ମଧ୍ୟ ଆଗକୁ ନେଉଛନ୍ତି। ଏହି ମହିଳା ଉଦ୍ୟୋଗୀମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅଙ୍କିତା ଗାବା।
ସମୟଚକ୍ରରେ ପେସି ହୋଇଚାଲିଛି ଏ ମଣିଷ। କେତେବେଳେ ସେ ଭାଙ୍ଗି ଚୁର୍ମାର୍ ହୋଇଯାଉଛି ତ କେବେ ସମୟ ଦେଖାଉଛି ନୂଆ ଆଶା ଓ ସମ୍ଭାବନା। ଏମିତି ଏକ ସମୟଚକ୍ରରେ ଘାଣ୍ଟିହୋଇ ଆଗକୁ ବଢିଛନ୍ତି କନକଲତା ଭଞ୍ଜ। ତେବେ କ’ଣ ଥିଲା ତାଙ୍କର ସ୍ୱପ୍ନ? ଏବେ କେଉଁ ମୋଡରେ ପହଞ୍ଚିଛି ତାଙ୍କ ଜୀବନ? ସେହି ଅକୁହା କଥା କହିଛନ୍ତି କନକଲତା।
ଆଜି ଭୋରରୁ ଭୁବନେଶ୍ୱର ସାଲିଆ ସାହିରେ ଭିଜିଲାନ୍ସ ଟିମ୍ ଚଢଉ କରି ନଗଦ ୧କୋଟି ୪୧ ଲକ୍ଷ ୬୨ ହଜାର ୪ ଶହ ଟଙ୍କା ଜବତ କରିଛି ।
ଆମେ ଭୁଲି ଯାଉଛୁ ଯେ ମାଟି ହେଉଛି ପୃଥିବୀର ସବୁଠାରୁ ଜୀବନ୍ତ ଜିନିଷ। ଏହା ଆମ ଜୀବନର ସମସ୍ତ ଜିନିଷର ଆଧାର। ମାଟି ସମୃଦ୍ଧ ହେଲେ ଉଦ୍ଭିଦ ବଢିବ ଓ ବାୟୁ ଶୁଦ୍ଧି ହୋଇଯିବ।
ହଲିଉଡ ଆକ୍ଟର ଓ୍ୱିଲ୍ ସ୍ମିଥଙ୍କୁ ଓସ୍କାର ପୁରସ୍କାର ଉତ୍ସବରେ ସାମିଲ ହେବାକୁ ଲାଗିଲା ବ୍ୟାନ୍ । ଏହି ପୁରସ୍କାର ଉତ୍ସବରେ ୧୦ ବର୍ଷ ପର୍ଯ୍ୟନ୍ତ ସାମିଲ ହୋଇପାରିବେନି ହଲିଉଡ ଷ୍ଟାର ଓ୍ୱିଲ୍ ସ୍ମିଥ୍ ।