ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ପାଇଁ ଏକାଠି ହେବେ ୪୦ ହଜାରରୁ ଅଧିକ ଡ୍ରାଇଭର। ଏପରିକି ସେମାନେ ଛୋଟ ଛୋଟ ଭାଗ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ପରିବହନ ମନ୍ତ୍ରୀଙ୍କ ଘର, ବିଧାନସଭା, ଲୋକସେବା ଭବନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାରେ ପଶି ପାରନ୍ତି।
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତକାଲି ମଧ୍ୟାହ୍ନରେ ସେ କ୍ଲାସ୍ ସାରି ହଷ୍ଟେଲକୁ ଫେରିବା ବେଳେ ହଠାତ୍ ତଳେ ପଡ଼ି ଅଚେତ୍ ହୋଇପଡ଼ିଥିଲେ।
କିଡ଼ନୀରେ ଷ୍ଟୋନ ହେଲେ କରିବେ କ’ଣ? ଅଲଟ୍ରାସାଉଣ୍ଡରୁ ଜଣା ପଡ଼ିବ ପୂରା ତଥ୍ୟ କେମିତି ଜାଣିବେ ଆପଣଙ୍କ କିଡ଼ନୀରେ ହୋଇଛି ଷ୍ଟୋନ ? ଯଦି ପରିଶ୍ରାରେ ରକ୍ତ ପଡ଼େ ତେବେ....
କଟକ ମାଲଗୋଦାମ ପୋଲିସ୍ ଦ୍ୱାରା ନକଲି ଡିଟରଜେଣ୍ଟ ଫ୍ୟା୍ରିରେ ଚଢାଉ ହୋଇଛି । କଟକ ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ଥିବା ୨ଟି ନକଲି କାରଖାନାରେ ଚଢାଉ ହୋଇଥିବା ସୂଚନା ମିଳିଛି ।
ହନୁମାନ ତୁମେ ଆଉ ମୋ କଥା ଶୁଣୁନ। ତୁମକୁ ମୁଁ କହିଲି ବିଶଲ୍ୟକରଣୀ ଆଣିବାକୁ ହେଲେ ତୁମେ ପୂରା ଗନ୍ଧମାର୍ଦ୍ଧନ ଉଠାଇ ଆଣିଲ କାହିଁକି? ଦ୍ୱାପର ଯାଇ କଳିଯୁଗ ହେଲାଣି ମୁଁ ବିଶଲ୍ୟକୁ ଚିହ୍ନିବି କେମିତି?
ଇରେ ହାଉଲେ ଝୁଲା...ରଜ ଦୋଳି କଲା କଟମଟ...ମୋ ବୋଉଲେ, କି ହସ !! ରଜ ମୂଳରୁ ଆସିନି ମାଡାମ ଆମର ସଜବାଜ ହୋଇ ଝୁଲୁଛନ୍ତି ଦୋଳି, ଦେଖନ୍ତୁ କେମିତି ହସି ହସି ଝୁଲା ଝୁଲୁଛନ୍ତି ପ୍ରମିଳା ଅପା
ଆଜିକାଲି ସମସ୍ତେ ଟଙ୍କା ରଖି ସୁଧ ପାଇବାକୁ ଚାହୁଁଛନ୍ତି। ବେଳେ ବେଳେ ଭୁଲ ଜାଗାରେ ଟଙ୍କା ରଖିଦେଲେ ଆପଣ ହଇରାଣ ହୋଇପାରନ୍ତି। ହେଲେ କେଉଁଠି ଆଉ କେତେ ଟଙ୍କା ରଖିଲେ ଆପଣଙ୍କ ମିଳିବ ଅଧିକ ରିଟର୍ଣ୍ଣ...ଦେଖନ୍ତୁ ଇନ୍ଭେଷ୍ଟମେଂଟ୍ ଗୁରୁ
ମେଡିକାଲ୍ରେ ଅବ୍ୟବସ୍ଥାର ଚିତ୍ର । ଜନନୀ ଯନ୍ତ୍ରଣା ସମୟରେ ବତି ଗୁଲ୍ । ଶେଷରେ ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ହେଲା ପ୍ରସବ ।
ଗାଁ ପିଲାଙ୍କୁ ସ୍ମାର୍ଟ କରିବା ସହ ଆଗକୁ ବଢିବା ପାଇଁ ରାଜ୍ୟ ସରକାର ଖୋଲିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ହେଲେ ଭଦ୍ରକ ଜିଲ୍ଲା ଇରମ ଆଦର୍ଶ ବିଦ୍ୟାଳୟରେ କିନ୍ତୁ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି।
ହାରିନି ବୟସ, ମରିନି ଜୋସ୍। ୬୨ ବର୍ଷରେ ଘିଡ଼ିଘିଡ଼ି ପାହାଡ଼ ଉପରକୁ ଚଢିଯାଉଛନ୍ତି ମହିଳା...ଟିକିଏ ବି ଥକା ଲାଗୁନି କି କଷ୍ଟ ବି ଲାଗୁନି। ଦେଖନ୍ତୁ ବିନା କୌଣସି ବିଶ୍ରାମରେ ଦଉଡ଼ି ଧରି କେମିତି ପାହାଡ଼ ଚଢୁଛନ୍ତି ଏଇ ମହିଳା
ପୋଖରୀରେ ବୁଡ଼ି ଇସ୍ରୋର ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ। ଗତକାଲି ପୋଖରୀରେ ଗାଧୋଇବା ପାଇଁ ଯାଇ ଥିବାବେଳେ ଯୁବ ବୈଜ୍ଞାନିକ ପାଣିରେ ବୁଡ଼ି ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଭୁକ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ନିଜର ଉଦ୍ୟମ ଏବଂ ଧୈର୍ଯ୍ୟ ବଳରେ ନାରୀ ସବୁଥିରେ ସଫଳତା ପାଇଥାଏ। ସେ ପରିବାରର ଗର୍ବ ବନିଥାଏ, ସମାଜର ମାର୍ଗଦର୍ଶକ ବି ହୋଇଥାଏ। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁନୀତା ଦାସଗୁପ୍ତା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା।
ଜଣେ ବ୍ୟକ୍ତି କୁମ୍ଭାର ଚକରେ ଏକ ମାଟି ପାତ୍ର ତିଆରି କରୁଥିବା ବେଳେ ଏକ ବିଲେଇ ଧ୍ୟାନର ସହ ଏହାକୁ ଦେଖୁଛି। ଲାଗୁଛି ଯେପରି ସେ ଏହି କାମରେ ବହୁତ ଆଗ୍ରହ ଦେଖାଉଛି, ସେ ଏହାକୁ ଶିଖୁଛି।
ବଢିବ ଓମଫେଡ୍ କ୍ଷୀର ଦର । ଏପ୍ରିଲ ୨୧ ରୁ ଓମଫେଡ କ୍ଷୀର ଲିଟର ଫିଛା ୨ ଟଙ୍କା ବୃଦ୍ଧି ପାଇବ ।
ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।
ସ୍ୱରରେ ବି ଅମର...ସିଏ ପ୍ରଫୁଲ୍ଲ କର... କମଳ ଦେଶର ରାଜକୁମାର ଗତକାଲି ୮୩ବର୍ଷ ବୟସରେ ପରପାରିକୁ ବାହୁଡ଼ିବା ପରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଦୀର୍ଘ ୬ ଦଶନ୍ଧୀ ଧରି ଓଡ଼ିଆ ସଂଗୀତ ଜଗତକୁ ଆଚ୍ଛାଦିତ କରି ରଖିଥିବା ସେହି ଅମଳିନ ପ୍ରତିଭା।
ବଦଳିଛି କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ ? ବିବାଦ ମୁଣ୍ଡ ଟେକିବା ପରେ ପ୍ରକଳ୍ପ ଢାଞ୍ଚାରେ କରାଯାଇଛି କି ପରିବର୍ତ୍ତନ? ପୁରୁଣା ଫଳକ ହଟାଇ ତା ସ୍ଥାନରେ ମେଲ୍ ଟଏଲେଟ୍, ଫିମେଲ୍ ଟୟଲେଟ୍ ଲେଖାଥିବା ବୋର୍ଡ ଲଗାଯିବା ପରେ ଉଠିଛି ଏମିତି ପ୍ରଶ୍ନ।
ଏପ୍ରିଲ ୧୮, ୧୯୯୭। ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂଆ ଅଧ୍ୟାୟ ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ୍-ଓଟିଭି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଢୁଛି ବିବାଦ ସବୁଦିନ ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ତଥ୍ୟ । ଏବେ ପୁଣି ଏକ ନୂଆ ଚିତ୍ର ଦେଖିବାକୁ ମିଳିଛି ନିର୍ମାଣଧୀନ ପ୍ରକଳ୍ପ ସ୍ଥଳରେ । ପଶ୍ଚିମ ଦ୍ୱାରରୁ ହଟିଛି ପ୍ରକଳ୍ପର ପୁରୁଣା ଫଳକ, ଲାଗିଛି ନୂଆ ଫଳକ ।
ଦ୍ୱିତୀୟ ଥର ପାଇଁ ରାଜଧାନୀରେ ଓଡ଼ିଶା ଡ୍ରାଇଭର ମହାସଂଘର ହଲ୍ଲାବୋଲ । ୧୧ ଦଫା ଦାବି ପୂରଣ ନେଇ ସରକାର ୩ ମାସ ସମୟ ମାଗିବା ପରେ ଧାରଣାରୁ ତ ହଟିଲେ ହେଲେ ଆସନ୍ତାକାଲି ଠାରୁ ଷ୍ଟିୟରିଂ ଛାଡ଼ ଡାକରା ଦେଇଛି ମହାସଂଘ ।
ବାଣୀବିହାରରୁ ରାଜମହଲ, ଆଚାର୍ଯ୍ୟ ବିହାରରୁ ଏଜି ଛକ ଯୁଆଡ଼େ ଚାହିଁବ, ଖାଲି ଡ୍ରାଇଭର ଆଉ ଡ୍ରାଇଭର। ଆଜି ଦ୍ବିତୀୟ ଥର ପାଇଁ ୧୦ ଦଫା ଦାବି ପୂରଣ ଉଦ୍ଦେଶ୍ୟରେ ଧାରଣା ଡାକରା ଦେଇଥିଲା ମହାସଂଘ।
ଏପ୍ରିଲ ୧୮, ୧୯୯୭ ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂଆ ଅଧ୍ୟାୟ । ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ୍-ଓଟିଭି । ସ୍ୱଳ୍ପ ଭିତ୍ତିଭୂମି, ସୀମିତ ସମ୍ବଳ ଆଉ ସମସ୍ୟାର ସୁଅ ଭିତରେ ବାଟ କାଟି ଧିରେ ଧିରେ ଆଗକୁ ଯାଇଥିଲା । ସ୍ୱଛ, ନିରପେକ୍ଷ, ନିର୍ଭିକତାର ଖବର ପ୍ରସାରଣର ଧାରାକୁ ବ୍ରତ କରି ବର୍ଷ ପରେ ବର୍ଷ ଅତିକ୍ରମ କରିଥିଲା ଓଟିଭି ।
ସେ ଗୀତରେ ଅମର । ସଂଗୀତରେ ମଧ୍ୟ ଅମର । ସ୍ୱରରେ ବି ଅମର । ସିଏ ହେଉଛନ୍ତି ପ୍ରଫୁଲ୍ଲ କର । କମଳ ଦେଶର ରାଜକୁମାର ଗତକାଲି ୮୩ବର୍ଷ ବୟସରେ ପରପାରିକୁ ବାହୁଡ଼ିବା ପରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି ।
ଭୁବନେଶ୍ୱରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରସଙ୍ଗରେ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୩ ମାସ ମଧ୍ୟରେ ଦାବି ପୂରଣ ନ ହୁଏ, ତା’ହେଲେ ପୁଣି ଆନ୍ଦୋଳନ ଡାକରା ଦିଆଯିବ।
ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା। ଅଟୋମେଟିକ ମେକାନିଜିମ ଆଧାରରେ ବସ୍ ଭଡ଼ାକୁ ବୃଦ୍ଧି କରାଯାଇଛି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା ୨ ପଇସା ବୃଦ୍ଧି ଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି।