ସେମାନଙ୍କ ନିଆରା ପ୍ରୟାସକୁ ସବୁଠି ମୁଳୁଛି ପ୍ରଶଂସା। ସକାଳ ହେଲେ ଏହି ତିନି ଯୁବତୀ ଘଞ୍ଚ ଜଙ୍ଗଲରେ ବୁଲି ପଶୁପକ୍ଷୀଙ୍କୁ ପାଣି ପିଆନ୍ତି। ଦେଖନ୍ତୁ ଓ ଭେଟନ୍ତୁ ସେମାନଙ୍କୁ
Published: Pallipuspa Samal
Last updated: 05 May 2022, 01:46 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।