ଓଁକାର ମଉସାଙ୍କୁ ହେଲାଣି ୭୭ ବର୍ଷ। ଭାରି ସଉକିଆ। ପାଠ ପଢ଼ିଲା ବେଳେ ତାଙ୍କର ଇଞ୍ଜିନିୟର ହେବାରେ ଇଛା ଥିଲା। କୌଣସି କାରଣର ଇଞ୍ଜିନିୟର ସିନା ହୋଇ ପାରିଲେନି ହେଲେ ସେ ନିଶା ଟି ଆଜି ବି ବଞ୍ଚିଛି
Published: Pallipuspa Samal
Last updated: 05 May 2022, 02:08 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।