କଙ୍କଡ଼ା ମୁସମୁସ୍ ଫ୍ରାଏ। ନାଁ ଶୁଣିବା ମାତ୍ରେ ପାଟିରେ ଆସିଲାଣି ଲାଲ। ପିଆଡ ବଟା ସାଙ୍ଗକୁ ଅଦା ଆଉ ରସୁଣ ପେଷ୍ଟ ଦେଇ ଏବେ ହିଁ ତିଆରି କରନ୍ତୁ କଙ୍କଡ଼ା ମୁସମୁସ୍ ଫ୍ରାଏ। ନିଜେ ଖାଆନ୍ତୁ ଆଉ ଅନ୍ୟକୁ ବି ଖୁଆନ୍ତୁ...
Published: Pallipuspa Samal
Last updated: 10 May 2022, 12:41 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।