ବାପା ଅଟୋ ଚଳାଉଛନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟରେ ଗୋଲ୍ଡ ମେଡାଲ ପାଇଲେ ପୁଅ। ଟଙ୍କାର ଅଭାବ ସତ୍ୱେ ପୁଅର ପାଠ ପଢାରେ କୌଣସି ଅବହେଳା କରିନଥିଲେ ବାପା-ମାଆ। ସରକାରୀ ସାହାଯ୍ୟ ପାଇଲେ ପୁଅ ପ୍ରଫେସର ହେବ ବୋଲି କହୁଛି ପରିବାର
Published: Pallipuspa Samal
Last updated: 10 May 2022, 11:21 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।