Advertisment

MKCG ରେ ନାହାନ୍ତି ଡାକ୍ତର: ଅଧା ବିଭାଗରେ ତାଲା...ହନ୍ତସନ୍ତ ରୋଗୀ

ନାହିଁ ନାହିଁରେ ଚାଲିଛି MKCG। ଅଧା ବିଭାଗରେ ଡାକ୍ତର ନାହାନ୍ତି...ଦୁଆରେ ଝୁଲୁଛି ବଡ଼ ବଡ଼ ତାଲା। ଡିନ୍‌ କହୁଛନ୍ତି ଖୁବଶୀଘ୍ର ଆସିବେ ଡାକ୍ତର। ରୋଗ ଦେଖାଇବା ପାଇଁ ଖରା ତରାରେ ସିଝୁଛନ୍ତି ରୋଗୀ ଓ ସମ୍ପର୍କୀୟ। ଅଭିଯୋଗ କଲେ ବି ମିଳୁନି କିଛି ସୁଫଳ। ବିଧାୟକ କହୁଛନ୍ତି, ମନ୍ତ୍ରୀଙ୍କ ସହ ଆଲୋଚନା କରିଛି...ଖୁବଶୀଘ୍ର ଆସିବେ ନୂଆ ଡାକ୍ତର

author-image
Pallipuspa Samal

Berhampur MKCG Hospital
Advertisment
Advertisment