• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Anubhav-Varsha Family Dispute
ସାଇବର ଥାନାରେ ବର୍ଷା, କହିଲେ- ‘ମୋ ଛବି ଖରାପ ପାଇଁ ଷଡ଼ଯନ୍ତ୍ର ଚାଲିଛି’

ଦିନକୁ ଦିନ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଜଟିଳ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରି କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଛନ୍ତି। 

mosque controversy
କେବେଠୁ ଆରମ୍ଭ ହୋଇଛି ଜ୍ଞାନବାପୀ ମସଜିଦ୍ ବିବାଦ

ଏ ବିବାଦ ଆଜିକାର ନୁହେଁ। ବିବାଦ ବହୁ ଦିନର। ଜାଣନ୍ତୁ କେବେ ଓ କାହିଁକି ଦେଖା ଦେଇଥିଲା ଜ୍ଞାନବାପୀ ମସଜିଦ୍ ବିବାଦ...

Mosque dispute
ଜ୍ଞାନବାପୀ ମସଜିଦ ବିବାଦ ତାତିରେ ରୋକ୍ ଲାଗିବ କି?

ବିବାଦରେ କେବେ ପଡିବ ପୂର୍ଣ୍ଣଛେଦ। କାଶୀ ବିଶ୍ୱନାଥ ମନ୍ଦିର ଓ ଜ୍ଞାନବାପୀ ମସଜିଦ୍ ବିବାଦକୁ ନେଇ ସାରା ଦେଶରେ ଚର୍ଚ୍ଚା...

The Great Odisha Political Circus
ପରୀକ୍ଷା ସରିଲା ପରେ ରିଲାକ୍ସ ଲାଗୁଛି, ଏବେ ଖୁବ୍ ନାଚିବି...

ଆମେ ସ୍ମାର୍ଟ ପିଲା। ସରକାର ଆମ ପାଇଁ ସବୁ କିଛି କରିଛନ୍ତି। ସ୍ମାର୍ଟ ପିଲା ମାନେ ସ୍ମାର୍ଟ ନାଚିବା ନିହାତି ଦରକାର...

Rajasthan
ପତି ପରମେଶ୍ୱରଙ୍କୁ ପତ୍ନୀଙ୍କ ନିସ୍ତୁକ ମାଡ଼ : ଭୟରେ ଘରସାରା ଦଉଡ଼ିଲେ ସ୍ୱାମୀ, ତଥାପି ତ୍ରାହି ନାହିଁ . .

ହାତରେ ବ୍ୟାଟ ଧରି ଗୋଡ଼ାଉଛନ୍ତି । ସ୍ତ୍ରୀର ଉଗ୍ରରୂପ ଦେଖି ଭୀତତ୍ରସ୍ତ ହୋଇ ନିଜକୁ ରକ୍ଷା କରିବାକୁ ଦଉଡ଼ୁଛନ୍ତି ସ୍ୱାମୀ ।

Kashi Bishwanath Temple and Gyanbapi Mosque
ଥମୁନି କାଶୀ ବିଶ୍ୱନାଥ ମନ୍ଦିର ଓ ଜ୍ଞାନବାପୀ ମସଜିଦ୍ ବିବାଦ

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ପ୍ରଥମ ଥର ପାଇଁ ଜ୍ଞାନବାପୀ ବିବାଦ ମାମଲାର ଶୁଣାଣି ହୋଇଛି। ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ, ମୋକଦ୍ଦମା ସହ ଜଡିତ ପ୍ରତିଟି ଦଲିଲ୍ ଏବେ ଜିଲ୍ଲା ଜଜଙ୍କ ଅଦାଲତରେ ପହଞ୍ଚି ସାରିଛି...

E NEWS
ସ୍ୱୟମଙ୍କ ରିଲ୍ ସବୁ ବେଳେ ଝିଅ ସହ...

ଗୋଟିଏ ଜାଗାରେ ସ୍ୱୟମ-ଜାଗୃତି-ସୋହିନୀ। ଖୁବ୍ କଲେ ମଜା ମସ୍ତି। କହିଲେ ଉଭୟ ଉଭୟଙ୍କ ଗୁମର କଥା...

  • Wednesday, 25 May 2022
  • ENews
Making News
ତୁ ଖୋଲିପାରୁଛୁ, ମୁଁ କାହିଁ ଖୋଲି ପାରିବିନି ଆଗ କହ

ଏ କଳି ଆଉ କେଉଁଥି ପାଇଁ ନୁହେଁ, କେବଳ ଖୋଲାଖୋଲି ପାଇଁ ଏ କଳି। ଯେଉଁଥି ପାଇଁ ମଂଚ ଉଠିଲା ପଡିଲା। ଆଉ ଶେଷରେ କିଏ

Litchi farmers suffer
ଟହ ଟହ ଲିଚୁ ଏବେ କଳା କାଠ, ଚାଷୀ ମୁଣ୍ଡରେ ହାତ

ଲିଚୁ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଖଣ୍ଡାଧାର ଅଂଚଳର ଚାଷୀଙ୍କ ଆଖିରେ ଲୁହ। ଖରାଦିନେ ଦୁଇ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଥିବା ଲିଚୁ ଚାଷୀ ଏବେ ଚିନ୍ତାରେ। କାରଣ, ଲାଲ ବଦଳରେ କଳା ଲିଚୁ ଦେଖି ମୁହଁ ମୋଡୁଛନ୍ତି ଗ୍ରାହକ..

Sankaracharjya on Heritage Corridor
ପୁରୀରେ ବିକାଶ ନାଁରେ ବିଲୁପ୍ତ ମାର୍ଗ ପ୍ରଶସ୍ତ ହେଉଛି: ଶଙ୍କରାଚାର୍ଯ୍ୟ

ପୁରୀ ହେଉଛି ଧାର୍ମିକ ରାଜଧାନୀ; ଏହାର ବିକୃତ ଓ ବିଲୁପ୍ତ କରା ନ ଯାଉ ବୋଲି ସେ କହିଛନ୍ତି।

Kalinga Ghat Bus Mishap - Brake failure led to accident
କଳିଙ୍ଗା ଘାଟିରେ କେମିତି ଓଲଟିଲା ଟୁରିଷ୍ଟ୍‌ ବସ୍‌ ? କାଳ ରାତ୍ରିର କାହାଣୀ କହିଲେ ଡ୍ରାଇଭର

ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ବଡ଼ଧରଣର ଦୁର୍ଘଟଣା ଘଟିଛି। ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କ ଜୀବନ ଚାଲି ଯାଇଛି।

Asha Ra Alok
ସେ ଦ୍ୱିତୀୟ ବିବାହ କରିଛନ୍ତି, ମୁଁ ତାଙ୍କ ପାଖକୁ ଆଉ ଯିବିନି...

ଆଗ ପ୍ରଥମ, ତା ପରେ ଯାଇ ଦ୍ୱିତୀୟ କଥା ଆସିବ। ସ୍ୱାମୀ ପାଖରେ ରହିବାର ଅଧିକାର ପ୍ରଥମ ସ୍ତ୍ରୀର ରହିଛି। ଏବେ ପଛଘୁଞ୍ଚା କାହିଁକି...

varsha-anubhab
ବିଶ୍ୱାସରେ ବାହାହୋଇ ମୁଁ ତଳିତଳାନ୍ତ ହୋଇଛି, ମନଗଢା କାହାଣୀ କହୁଛନ୍ତି ଅନୁଭବ’

ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ବିଷୋଦଗାର କରିବା ପରେ ବର୍ଷା ବି ଛାଡିନାହାନ୍ତି । ବର୍ଷା କହିଛନ୍ତି, ବିଶ୍ୱାସରେ ବାହା ହୋଇ ମୁଁ ତଳିତଳାନ୍ତ ହୋଇଛି । ଅନେକ ମନଗଢା କାହାଣୀ କହିଛନ୍ତି ସ୍ୱାମୀ ଅନୁଭବ ।

News Fuse
ହଇରେ ନାରଣ... ଏ ତହସିଲଦାର ମ୍ୟାଡମଙ୍କୁ ମାନିବାକୁ ହବରେ ନାରଣ...

ଏ ତହସିଲଦାର ମ୍ୟାଡମଙ୍କୁ ମାନିବାକୁ ହବ। ଯିଏ ଦେଖିଛି, ସେ ହିଁ କହିପାରିବ ସବୁ କିଛି। ଶୁଣୁନ, ମ୍ୟାଡମଙ୍କ ବିଷୟରେ କ’ଣ କହୁଛନ୍ତି ଏମାନେ...

Road Accident
କଳିଙ୍ଗା ଘାଟିରେ ଓଲଟିଲା ବସ୍‌, ୬ ମୃତ

ଟୁରିଷ୍ଟ ବସ୍‌ଟି ଫୁଲବାଣୀରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା।

  • Wednesday, 25 May 2022
Anubhav- Varsha
ବର୍ଷା ସେ ଘର ଛାଡ !

ଜଟିଳ ହେବାରେ ଲାଗିଛି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଅନୁଭବ ସୋସିଆଲ ମିଡିଆରେ ତୃତୀୟ ଭିଡିଓ ପୋଷ୍ଟ କରିବା ସହ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି । ସତ ପଦାକୁ ଆଣିବା ଲାଗି ଦରକାର ପଡ଼ିଲେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ।

Srimandir
ଧିରେ ଧିରେ ନେଇଲାଣି ଶ୍ରୀମନ୍ଦିର କରିଡର ପ୍ରକଳ୍ପ ବିବାଦ

ଦିନ ତଳେ ରାତି ଅଧରେ, ଆଜି ଦିବାଲୋକରେ । ପୁରୀ ଏମାର ମଠ ଖନନ ସ୍ଥଳରେ ପୁଣି GPR ସର୍ଭେ । ସର୍ବେକ୍ଷଣରେ ୩ ମେସିନ୍, ୫ ଇଂଜିନିୟର ଓ ୮ କର୍ମଚାରୀ । ଯେଉଁଠୁ ଐତିହ୍ୟ ସିଂହମୂର୍ତ୍ତି ମିଳିଥିଲା ସେଇଠି ବି ସର୍ଭେ । ଦିନ ଗଡୁଛି ତ ବିବାଦ ବି ବଢୁଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ନିଇତି ଆସୁଛି ନୂଆ ତଥ୍ୟ ନୂଆ ଅଭିଯୋଗ ।

Anubhav- Varsha
ବର୍ଷାଙ୍କ ରହିବା ପାଇଁ ଭଲ ବିକଳ୍ପ ବ୍ୟବସ୍ଥା କରିବେ କହିଲେ ଅନୁଭବଙ୍କ ଓକିଲ

ବର୍ଷା ଘର ଛାଡ଼ନ୍ତୁ, ତାଙ୍କ ରହିବା ଲାଗି ଭଲ ବ୍ୟବସ୍ଥା କରିବୁ । ଭରଣ ପୋଷଣ ପାଇଁ ଇନକମ୍ ସାର୍ଟିଫିକେଟ୍ ଦିଅନ୍ତୁ । ପତ୍ନୀ ବର୍ଷାଙ୍କ ତରଫରୁ ଦାୟର ଘରୋଇ ହିଂସା ମାମଲାରେ ଅନୁଭବଙ୍କ ପକ୍ଷରୁ କରାଯାଇଥିବା ଏହି ଦୁଇଟି ପିଟିସନ ଉପରେ ଆଜି ଶୁଣାଣି ହୋଇଛି ।

Fierce Hailstorm
ଅସହ୍ୟ ତାତିରୁ ଆଶ୍ୱସ୍ତି, କୁଆପଥର ମାଡ଼ରେ ବେହାଲ ଚାଷୀ

କାଳ ବୈଶାଖୀ ପ୍ରଭାବରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ଗାଁରେ କୁଆପଥର ସହ ବର୍ଷା ହୋଇଛି । ଲୋକମାନେ ଖରାରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି । କ୍ଷୟକ୍ଷତିର କୌଣସି ସୂଚନା ମିଳିନି ।

Boat Capsized
ଚାପ ଖେଳୁ ଖେଳୁ ଓଳଟି ପଡ଼ିଲା ଲଡ଼ୁବାବାଙ୍କ ଡଙ୍ଗା, ଦେଖନ୍ତୁ ଭିଡିଓ..

ନୟାଗଡ଼ ଶରଣକୁଳର ପ୍ରସିଦ୍ଧ ପ୍ରଭୁ ଲଡ଼ୁବାବାଙ୍କ ଚାପ ବେଳେ ଓଲଟି ପଡ଼ିଲା ଡଙ୍ଗା। ଏପରି ଅଘଟଣ ଗତକାଲି ସନ୍ଧ୍ୟାରେ ଘଟିଥିବା ବେଳେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି।

Shankaracharya
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ, ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସର୍ବଦଳୀୟ ପ୍ରତିନିଧି

ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ, ଅନୀଲ ଧୀର ମଧ୍ୟ ଭେଟିଲେ । ପ୍ରତିନିଧି ଦଳଙ୍କ ସହ ଅଛନ୍ତି ASIର ଅତିରିକ୍ତ ଅଧୀକ୍ଷକ ଚିତ୍ତରଂଜନ ଦାସ ।

suicide
ସହି ହେଲାନି ଅସଦାଚରଣ : ଲୋକଲଜ୍ଜା ଭୟରେ ଆତ୍ମହତ୍ୟା କଲେ ନାବାଳିକା

ଅସଦାଚରଣ ପରେ ଲୋକଲଜ୍ଜା ଭୟରେ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି ।

aditi
ପ୍ରଖର ସ୍ମୃତି ଶକ୍ତିର ଅଧିକାରୀ ଅଦିତି : କୁନି ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପାଇଲେ ସ୍ଥାନ

ମାତ୍ର ୨ବର୍ଷ ଆଠ ମାସରେ ଅଦିତି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ।

puri sri mandira
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସାଂଘାତିକ ତଥ୍ୟ : ଶହେ ମିଟର ପରିଧିରେ ନିର୍ମାଣ ପାଇଁ ଅନୁମତି ଦେଇନି NMA

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ NMAର ଏନ୍ଓସି ନାହିଁ ବୋଲି କହିଲେ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ।

Anubhav Barsha Marital Discord
'ବର୍ଷାଙ୍କ ଆୟ କେତେ, ପ୍ରମାଣ ଦିଅନ୍ତୁ'

ବର୍ଷା ଯେଉଁଠି ଏବେ ରହୁଛନ୍ତି, ସେଠି ପୋଲିସ ସୁରକ୍ଷା ଦେଉଛି।