ଚେଇଁ ଶୋଇଛି ପ୍ରଶାସନ। ୩୭ କୋଟିରୁ ୫୨ କୋଟିରେ ପହଞ୍ଚିଲାଣି ପ୍ରକଳ୍ପର କାମ। ହେଲେ ଏପର୍ଯ୍ୟନ୍ତ ସରିଲାନି ଓଭରବ୍ରିଜର କାମ। ତେଜୁଛି ଅସନ୍ତୋଷ....
ଯେସାକୁ ତେସା ନୀତି। ବିଜୁଳି ମ୍ୟାନ୍ର ଚାଲାଣ କାଟିଦେଲା ପୋଲିସ...ଫାଇନ ଦେବା ପରେ ଥାନାର ଲାଇନ୍ କାଟିଦେଲେ ବିଜୁଳି ମ୍ୟାନ୍। ଆଉ ତା’ପରେ ହେଲା କ’ଣ?
ସାବଧାନ ! ଫେସବୁକ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର। ଏଇ ଲିଙ୍କରେ କ୍ଲିକ କରିବା ମାତ୍ରେ ଆକାଉଣ୍ଟ ହୋଇଯିବ ଖାଲି...ଜାଣିରଖନ୍ତୁ କେମିତି ବଞ୍ଚିବେ ଏଇ ଠକାମୀରୁ
ମହାନତା ଦେଖାଇଲେ ମନମୋହନ। ମାଟ୍ରିମୋନିରୁ ଫଟୋ ଦେଖି ପସନ୍ଦ ହେବା ପରେ ଦୃଷ୍ଟିବାଧିତ ସୁଜାତାଙ୍କୁ ପ୍ରେମ ନିବେଦନ କରିଥିଲେ ମନମୋହନ। ହେଲେ ପ୍ରଥମେ ଅରାଜି ହେଲେ ସୁଜାତା। କିନ୍ତୁ ପିଛା ଛାଡ଼ିନଥିଲେ ମନମୋହନ। ଦୀର୍ଘ ୩ ବର୍ଷ ପରେ ସୁଜାତାଙ୍କ ହାତ ଧରି ସମାଜ ପାଇଁ ଉଦାହରଣ ସାଜିଲେ ମନମୋହନ...ଦେଖନ୍ତୁ ବାହାଘର ସମୟର କିଛି ଦୃଶ୍ୟ....
୨୨ ବର୍ଷର ସ୍ଥିର ସରକାର। ଫୁଟିକିଆ ଘରେ ରହୁଛି ୫ ଫୁଟିଆ ମଣିଷ। ଖାଇବାକୁ ନାହିଁ ପିଇବାକୁ ନାହିଁ....ବର୍ଷା ହେଲେ ମୁଣ୍ଡ ଉପରେ ବର୍ଷୁଛି, ଖରା ହେଲେ ଟିଣ ଘରେ ଦେହ ଜଳିଯାଉଛି। ଘର ଖଣ୍ଡିଏ ପାଇଁ ଗୁହାରି କରି କରି ହାଲିଆ ହେଲେ ଲାଞ୍ଚ ବିନା ଘର ହେଉନି। ରାସନ କାର୍ଡ ନାହିଁ କି ଭତ୍ତା ନାହିଁ। ଅତି ଦୟନୀୟ ଅବସ୍ଥାରେ ଏମିତି ଘରେ ଜୀବନ ବିତାଉଛନ୍ତି ବାସନ୍ତୀ। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏଇ ସ୍ୱତନ୍ତ୍ର ରିପୋର୍ଟ.....
କୁଚିଣ୍ଡାରେ ଚାଷ ହେଉଥିବା ଲଙ୍କାର ଗୁଣବତ୍ତା ନେଇ ଲ୍ୟାବ୍ ରିପୋର୍ଟ ଆସିବା ପରେ ଆଶା ସଂଚାର ହୋଇଛି
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ବରଂ ୧୦ ବର୍ଷ ହେଲାଣି ଏମିତି ହିଟ୍ଲରୀ ଶାସନ ଚଲାଇଛି ଇଟାଭାଚଟି ମାଲିକ। ମନଇଚ୍ଛା ପଡ଼ିଆ ଓ ନଈ ପଠାକୁ ଖୋଳି ଦେଉଛି। ପିଲା ଖେଳି ପାରୁନାହାନ୍ତି କି ଗାଈଗୋରୁ ଚରି ପାରୁନାହାନ୍ତି। ଭାଟି ଧୂଆଁରେ ଆକ୍ତାମାକ୍ତ ହେଲେଣି ଗାଁ ଲୋକେ...
ଆଲୋ ଆଲୋ ପୋଲିସ ମାଡ଼ାମ ହାଲିଆ ହୋଇଗଲେ। ନାରଣରେ...ଇଏ ଯୋଉ ଧକ୍କା ମାରୁଛନ୍ତି କିଏ ଏମାନଙ୍କୁ ଅଟକାଇବ ଯେ? ଦେଖୁନୁ...ଏ ମାଡାମ୍ ଠେଲାପେଲା କଲେ କିନ୍ତୁ ନିଜେ ଖଣ୍ଡିଆ ହେଲେ। ଆଜି ୟାଙ୍କ ଜୋସ୍ ସାମ୍ନାରେ ସବୁ ଫିକା। ଦେଖନ୍ତୁ ପବ୍ଲିକ୍-ପୋଲିସ ଖଣ୍ଡଯୁଦ୍ଧ.....
ଗ୍ୟାରେଜ ମେକାନିକ୍ ସାଇକ୍ରିଷ୍ଣା ବିକଶିତ କଲେ ସ୍ୱତନ୍ତ୍ର ସ୍କୁଟର, ଯାହା ଉଭୟ ପେଟ୍ରୋଲରେ ଆଉ ବ୍ୟାଟେରୀରେ ଚାଲିବ ।
ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଯାତ୍ରୀବାହୀ ବସ୍ ଓଲଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।
ଗଞ୍ଜାମ ଜିଲ୍ଲା ଆସିକା ବିଇଓ ଅଫିସ୍ର କିରାଣୀ ମନୋଜ ପ୍ରଧାନ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ ଜଣେ ଶିକ୍ଷକଙ୍କ increment ପେପରକୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇବା ନିମନ୍ତେ ମନୋଜ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।
ଶତାଧିକ ପ୍ରତିଦ୍ୱନ୍ଦିଙ୍କୁ ପଛରେ ପକାଇ ଓଡ଼ିଆା ଝିଅ ହେଲେ ମିସେସ ୟୁନିଭର୍ସ କାନାଡା ।
ପାଞ୍ଚ ଟଙ୍କା ପାଇଁ ସାନ ଝିଅର ମୁହଁରେ ଚେଙ୍କ ଲଗାଇଦେଲା ସାବତ ମାଆ ।
ସମାକୁଦ ଗାଁର ଭାନୁମତୀ ସାହୁଙ୍କର ୧୦ ବର୍ଷ ତଳେ ମୃତ୍ୟୁ ହୋଇଥିଲା କିନ୍ତୁ ଆରଟିଆଇ କାଗଜ କହୁଛି, ଭାନୁମତୀଙ୍କ ନାଁରେ ଘର ତିଆରି କରାଯାଇଛି
ମତେ ନେଇକି ରଣକୌଶଳ ତିଆରି ହୁଏନି। ମୁଁ ଏକାଠି ଫାଇଟ୍ କରୁଛି, ମତେ କିଏ ଉପେକ୍ଷା କରିବ ବା ନକରିବ ସେଇଟା ତା’ ଉପରେ ନିର୍ଭର କରେ। ସେମାନେ ରାଜ୍ୟସଭା ନାମାଙ୍କନ ଭରୁଥିଲେ, ମୁଁ ଉପଭୋଗ କରୁଥିଲି। ରାଜ୍ୟସଭା ଯିବା ପାଇଁ ମୁଁ କେବେ କହୁନଥିଲି: ପ୍ରସନ୍ନ ପାଟ୍ଟଶାଣୀ
ଫଳରେ ପାଖରେ ଥିବା ଅନ୍ୟ ଜମିରେ ଅତଡ଼ା ଖସୁଛି ଏବଂ ଧାନ ଚାଷ ହୋଇ ପାରୁ ନାହିଁ. ତେଣୁ ଏଭଳି ଅନେକ ସମସ୍ୟା ସୃଷ୍ଟି ହେଉଛି । ଏପରି ମାଟି ଖୋଳା ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ସବୁ ଜାଣି ଚୁପ
କୁନି ଝିଅକୁ ସାହା ହେଲେ ସୋନୁ ସୁଦ୍। ଦିନେ ୪ ହାତ ଆଉ ୪ ଗୋଡ଼ ଧରି କଷ୍ଟ ପାଉଥିଲା...ଏବେ ସୋନୁ ସୁଦ୍ଙ୍କ ସାହାଯ୍ୟ ମିଳିଲା ପରେ ହେଲା ଅପରେସନ୍। ପରିବାରଠୁ ପ୍ରିୟଜନ ସମସ୍ତେ ସୋନୁଙ୍କ କଲେ ଭୂରି ଭୂରି ପ୍ରଶଂସା...
ଠାକୁର ଘରର ଆଣ୍ଠୁଆ ଗୋପାଳ ମୂର୍ତ୍ତି କେମିକି ଗଲା ଆମ୍ବ ଗଛ ଉପରକୁ? ପ୍ରଭୁ ଶ୍ରୀକୃଷ୍ଣଙ୍କର ଆମ୍ବ ଖାଇବାକୁ କାହିଁକି ଇଚ୍ଛା ହେଲା? ଘର ସାରା କେମିତି ବିଛାଡ଼ି ହୋଇପଡ଼ିଲା ତୁଳସୀ ପତ୍ର? ପ୍ରଭୁ କଣ ନିଜେ ଗଲେ ଆମ୍ବ ଗଛକୁ ନା ତାଙ୍କୁ କିଏ ନେଇ ସେଠାରେ ଥୋଇଛି? ଦେଖନ୍ତୁ ଏହି ଭିଡ଼ିଓ...ଜାଣନ୍ତୁ ଭାଇରାଲ ପଛର ସତ କଣ?
ଭୁବନେଶ୍ୱର କେଶରୀ ମଲ୍ରେ ପୁଣି ଅଗ୍ନିକାଣ୍ଡ ଘଟିଛି। ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି।
ଠାକୁର ଘରର ଆଣ୍ଠୁଆ ଗୋପାଳ ମୂର୍ତ୍ତି କେମିକି ଗଲା ଆମ୍ବ ଗଛ ଉପରକୁ? ପ୍ରଭୁ ଶ୍ରୀକୃଷ୍ଣଙ୍କର ଆମ୍ବ ଖାଇବାକୁ କାହିଁକି ଇଚ୍ଛା ହେଲା? ଘର ସାରା କେମିତି ବିଛାଡ଼ି ହୋଇପଡ଼ିଲା ତୁଳସୀ ପତ୍ର? ପ୍ରଭୁ କଣ ନିଜେ ଗଲେ ଆମ୍ବ ଗଛକୁ ନା ତାଙ୍କୁ କିଏ ନେଇ ସେଠାରେ ଥୋଇଛି? ଦେଖନ୍ତୁ ଏହି ଭିଡ଼ିଓ...ଜାଣନ୍ତୁ ଭାଇରାଲ ପଛର ସତ କଣ?
ମାଟି ତଳୁ ୨ ହଜାର ବର୍ଷ ପୁରାତନ ସଭ୍ୟତା ମିଳିଛି। ଖନନ ବେଳେ ମାଟି ତଳୁ ବିରଳ ମୁଦ୍ରା, ମାଟିପାତ୍ର ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି।
ନିଆଁ ଲାଗି ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ ।
ଆଲୋ ଆଲୋ...ଇଏ ମିଟିଂ ଚାଲିଥିବା ବେଳେ ବିଧାୟକ କଣ ସ୍ଲିପିଂ କଲେ? ଆଖିକୁ ଟିକିଏ କ୍ଲୋଜ୍ କରି ଦେଖୁନୁରେ ନାରଣ....୪ ଦିନ ନିଦ ଏଇଠି ବୋଧହୁଏ ପୂରଣ କରୁଛନ୍ତି କୋରେଇ ବିଧାୟକ
ପଣ୍ଡ ହେଲା ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଖଞ୍ଜାଯାଇଥିଲା ଲ୍ୟାଣ୍ଡମାଇନ୍ ।
ମଦନମୋହନ ଓ ରୁକ୍ମଣୀ ବିବାହ ନୀତିକାନ୍ତି ବିଳମ୍ବ ଯୋଗୁ ଆଜି ସକାଳୁ ଶ୍ରୀମନ୍ଦିର ଦ୍ୱାରଫିଟା ବିଳମ୍ବ ହୋଇଥିଲା ।