କୁନି ଝିଅକୁ ସାହା ହେଲେ ସୋନୁ ସୁଦ୍। ଦିନେ ୪ ହାତ ଆଉ ୪ ଗୋଡ଼ ଧରି କଷ୍ଟ ପାଉଥିଲା...ଏବେ ସୋନୁ ସୁଦ୍ଙ୍କ ସାହାଯ୍ୟ ମିଳିଲା ପରେ ହେଲା ଅପରେସନ୍। ପରିବାରଠୁ ପ୍ରିୟଜନ ସମସ୍ତେ ସୋନୁଙ୍କ କଲେ ଭୂରି ଭୂରି ପ୍ରଶଂସା...