ମତେ ନେଇକି ରଣକୌଶଳ ତିଆରି ହୁଏନି। ମୁଁ ଏକାଠି ଫାଇଟ୍ କରୁଛି, ମତେ କିଏ ଉପେକ୍ଷା କରିବ ବା ନକରିବ ସେଇଟା ତା’ ଉପରେ ନିର୍ଭର କରେ। ସେମାନେ ରାଜ୍ୟସଭା ନାମାଙ୍କନ ଭରୁଥିଲେ, ମୁଁ ଉପଭୋଗ କରୁଥିଲି। ରାଜ୍ୟସଭା ଯିବା ପାଇଁ ମୁଁ କେବେ କହୁନଥିଲି: ପ୍ରସନ୍ନ ପାଟ୍ଟଶାଣୀ
Published: Pallipuspa Samal
Last updated: 12 June 2022, 02:26 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।