Odisha's Mitali Panda Crowned Mrs Universe Canada 2021
କାନାଡାରେଚମକିଲେଓଡ଼ିଆାଝିଅ । କାନାଡାରେଶତାଧିକପ୍ରତିଦ୍ୱନ୍ଦିଙ୍କୁପଛରେପକାଇ ପଛୁଆଜିଲ୍ଲାତଥାଆଦିବାସୀଅଧ୍ୟୁଷିତକୋରାପୁଟଜିଲ୍ଲାରଜୟପୁରଝିଅମିତାଲିପଣ୍ଡାବର୍ମା ମିସେସୟୁନିଭର୍ସକାନାଡାଟାଇଟଲହାସଲକରିଛନ୍ତି । ଏହିଟାଇଟଲହସାଲପରେଏବେମିସେସୟୁନିଭର୍ସପ୍ରତିଯୋଗିତାପାଇଁଆସନ୍ତା୨୨ ତାରିଖରୁଦକ୍ଷିଣକୋରିଆ ଗସ୍ତକରିବେ ।ଏହିଖବରପାଇବାପରେମିତାଲିଙ୍କପରିବାରବନ୍ଧୁବର୍ଗଙ୍କସମେତଜୟପୁରସହରରେଖୁସିରଲହରିଖେଳିଯାଇଛି ।
ସୂଚନା ଅନୁସାରେ, ମିତାଲିଏବେକାନାଡାରେସଫ୍ଟେୱେୟାରଇଂଜିନିଅରଭାବେକାର୍ଯ୍ୟକରୁଥିବାବେଳେତାଙ୍କସ୍ୱାମୀସନ୍ଦୀପବର୍ମାମଧ୍ୟକାନାଡାରେକାର୍ଯ୍ୟରତ । ସ୍କୁଲଶିକ୍ଷାପରେଜୟପୁରବିକ୍ରମଦେବମହାବିଦ୍ୟାଳୟରେସ୍ନାତକସାରିବାପରେଭୁବନେଶ୍ୱରସ୍ଥିତଏକଇଂଜିନିଅରିଂଇନଷ୍ଟିଟ୍ୟୁଟରେଇଂଜିନିଅରିଂଶିକ୍ଷାଲାଭକରିଥିଲେ । ବିଭିନ୍ନଘରୋଇକଂପାନୀରେନିଜରଚାକିରିଜୀବନଜାରିରଖିଥିଲେ ।୨୦୧୭ସମିହାରେଜୟପୁରଆଇଟିପ୍ରଫେସନାଲସନ୍ଦୀପବର୍ମୀଙ୍କୁବିବାହକରି୨୦୧୮ମସିହାରେକାନାଡାଚାଲିଯାଇଥିଲେ ।ସେଠାରେନିଜରବୃତ୍ତିସହନିଜରକଳାକୁମଧ୍ୟଲୋକଲୋଚନକୁଆଣିଥିଲେମିତାଲିପଣ୍ଡା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)