ସ୍ୱପ୍ନ ସତ ହେଲା। ଅତିଥି ହୋଇ ଯାଇଥିଲେ, ଅଭୁଲା ଅନୁଭବ ନେଇ ଫେରିଲେ।
ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଭିନେତା ବାବୁସାନ ତ ପହଞ୍ଚିଲେ, କିନ୍ତୁ ଏକାଧିକ ଅସମାହିତ ପ୍ରଶ୍ନ ଏବେ ଘେରିରହିଛି ତାଙ୍କୁ ।
ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଦ୍ୟୁତ୍ ଆଘାତରୁ ମୁକୁଳାଇବାକୁ ଯାଇ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଗୁରୁତର ହୋଇଛନ୍ତି।
ବାବୁସାନଙ୍କ ଘର ଫେରିବା ନେଇ ସମ୍ପର୍କୀୟ ଭଉଣୀ ତୃପ୍ତି ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଅନାଥ ଶିଶୁକୁ ମିଳିଗଲା ନୂଆ ମା’ କୋଳ। ଜଣେ ସ୍ପେନୀୟ ମହିଳା ଗଜପତିର ଏକ ଅନାଥ ଶିଶୁକୁ କୋଳେଇ ନେଇଛନ୍ତି।
୬୫୦ କୋଟି ଟଙ୍କା ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ୍। ଆସନ୍ତା ୩ ବର୍ଷ ମଧ୍ୟରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଲକ୍ଷ୍ୟ।
ହୁଇଲ୍ ଚେୟାର୍ ଧରି ହସ୍ପିଟାଲ୍ ସାରା ବୁଲୁଥିବା ଇଏ ପିଲାଟି ହେଉଛି ସୋମେଶ ସାହୁ। ଏବେ ଓଲଟପୁର ସ୍ଥିତ SVNIRTARରେ ଚିକିତ୍ସାଧୀନ। ହାତ ଗୋଡ଼ ଦୁର୍ବଳ। ହୁଇଲ୍ ଚେୟାର ନ ହେଲେ ଚାଲିବା କଷ୍ଟ। ତା ଗୀତ ଶୁଣିଲେ ଆପଣ ବି ଖୁସି ହୋଇଯିବେ... ଜୀବନ ଯନ୍ତ୍ରଣା ଭୋଗିଲେ ବି ଏତେ ବିନ୍ଦାସ୍ ଆଉ ଖୁସି ମିଜାଜର ପିଲା ଯେ, ତାକୁ ଦେଖିଲେ ରୋଗୀ ଭଲ ହୋଇଯିବ। ନା ମନରେ ଅଛି ଅବସାଦ ନା ବିସାଦ...
କେଉଁ ହିରୋଇନ ବାବୁସାନଙ୍କ ପସନ୍ଦ। ଉତ୍ତରରେ ପ୍ରଥମେ ଆସିଲା ରିୟାଙ୍କ ନାଁ। ପରେ ଝିଲିକଙ୍କ ନାଁ ନେଲେ ବାବୁସାନ୍। ଆଉ ତା’ପରେ... ଦିନେ ଖୋଲାକଥାର ହଟସିଟରେ ବସି ଏମିତି କହିଥିଲେ ବାବୁସାନ ମହାନ୍ତି...
ଆଠଗଡ ବନଖଣ୍ଡରେ ମାଟିତଳୁ ହାତୀ କଙ୍କାଳ ଉଦ୍ଧାର ଘଟଣାର ରିପୋର୍ଟ ଦେବାକୁ ଆଉ ମାସେ ସମୟ ମାଗିଲା ଏସ୍ଆଇଟି
୩ ଦିନ ପରେ ଚେନ୍ନାଇରୁ ଫେରିଛନ୍ତି ଅଭିନେତ୍ରୀ ପ୍ରକୃତି ଏବଂ ଆଜି ତାଙ୍କ ଘରକୁ ଯାଇ ପଚରାଉଚରା କରିଛି ଖାରବେଳନଗର ଥାନା ପୋଲିସ । ତେବେ ବାବୁସାନ ଗଲେ କୁଆଡ଼େ ? ଚେନ୍ନାଇରେ ନା ଆଉ କେଉଁଠି ଅଛନ୍ତି ସେ ? ନୋଟିସ୍ ସତ୍ତ୍ୱେ ନଆସିଲେ ଆଉ କି ପଦକ୍ଷେପ ନେଇପାରେ ପୋଲିସ ?
ଚେନ୍ନାଇ ବିମାନ ବନ୍ଦରରେ ଓଲିଉଡ ଅଭିନେତା ବାବୁସାନ । ସାମ୍ନାକୁ ଆସିଲା ଚେନ୍ନାଇ ବିମାନବନ୍ଦରରେ ବାବୁସାନ୍ଙ୍କ ଭିଡିଓ । ବାବୁସାନ୍ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିବା ନେଇ ସୂଚନା ମିଳିଛି ।
ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର
ତହସିଲଦାରଙ୍କୁ ଭେଟିବାକୁ ନ ଦେବାରୁ ତହସିଲ ଅଫିସ ଆଗରେ ହତ୍ୟା ଉଦ୍ୟମ କଲେ ଯୁବକ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ ବେଳେ ପିନ୍ଧିଥିଲେ କେଉଁ ଶାଢି ?
ଏହା କେଉଁ ମନାଲି କି ଲଦାଖରୁ କମ୍ ନୁହେଁ। ଏ ଯାଗା ଓଡିଶାର କୋରାପୁଟ୍। ଏଠି ଆପଣଙ୍କୁ କେମିତି ଛୁଇଁ ଯାଏ ମେଘ ଦେଖନ୍ତୁ
ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର କରିବାକୁ ବାଟ ଦେଖାଉଥିବା କଲ୍ୟାଣୀ ସତରେ ଉଦାହରଣ।
କଟକ ନରସିଂହପୁର ଅଞ୍ଚଳରେ ପୁଣି ଏକ ହାତୀକୁ ଗୁଳିମାଡ ହୋଇଥିବା ସୂଚନା ।
କେବେ ଶୁଣିଛନ୍ତି ଏ ଆଇଟମର ନାଁ। ଆଜି ଜାଣନ୍ତୁ ଏହି ସ୍ପେଶାଲ୍ ଆଇଟମ୍। ଆଉ ମନଭରି ଖାଆନ୍ତୁ ଚିଙ୍ଗୁଡି ସୁପ୍ତ...
ଏହାପୂର୍ବରୁ ୭ ଜଣଙ୍କୁ ନୋଟିସ୍ କରିବା ସହ କିଛି ଜଣଙ୍କୁ ପଚରାଉଚୁରା କରିସାରିଛି।
ସେରିମନିଆଲ ସାଲ୍ୟୁଟ ବେଳେ କମାଣ୍ଡିଂ ଅଫିସର ଥିଲେ ଜଣେ ଓଡ଼ିଆ ଅଫିସର....
ଗଜପତି ଜିଲ୍ଲା ଚନ୍ଦ୍ରଗିରି ITI କଲେଜର ପୂର୍ବତନ ଛାତ୍ର ସମୀର ପ୍ରଧାନୀ। ମାତ୍ର ୭ ହଜାର ଟଙ୍କା ଖର୍ଚ୍ଚରେ ତିଆରି କରିଛନ୍ତି ଏମିତି କିଛି ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି, ଯାହାକୁ ସୀମାରେ ଲଗାଇଲେ ବାହ୍ୟଶତ୍ରୁ ଅନୁପ୍ରେବଶ ବେଳେ ତୁରନ୍ତ ସୂଚନା ମିଳିଯିବ। ଆବଶ୍ୟକ ସ୍ଥଳେ ଶତ୍ରୁଙ୍କୁ ଅଚେତ ମଧ୍ୟ କରିହେବ। ଆସନ୍ତୁ ଭେଟିବା ଏହି ବିଚକ୍ଷଣ ଦେଶୀ ଇଂଜିନିୟରଙ୍କୁ…
ହଇରେ ନାରଣ ରହିଯା... ଆଗକୁ ଯାଆନି, ହୋସ୍ ଉଡ଼ିଯିବ... ରାଜଧାନୀର ଛାତି ଉପରେ ରାଜ କଲେ ସୁନୀତି ମ୍ୟାଡମ୍। ବେକରେ ପକାଇ....
ବୀରପୁତ୍ରକୁ ହରାଇ ଏବେ ବି କାନ୍ଦୁଛି ସହିଦ ଗୋପୀନାଥ ଜନ୍ମମାଟି...
ବାବୁସାନ-ତୃପ୍ତି ଓ ପ୍ରକୃତି କଳି ଭିତରେ ପ୍ରକୃତିଙ୍କ ପରିବାରର କିଛି ଫଟୋ...
ନିର୍ଦ୍ଦେଶକଙ୍କ କହିବା କଥା, ଫିଲ୍ମର ପ୍ରମୋସନ ସାରି ଦମନ୍ ଟିମ୍ ବାବୁସାନଙ୍କ ପାଖକୁ ଗଲାବେଳକୁ ସେ ଆଉ ହୋଟେଲ୍ରେ ନଥିଲେ।