ରାଜ୍ୟରେ ଦୁଇ ଦୁଇଟି ବନ୍ୟା ପାଇଁ ଦାୟୀ କିଏ ? ମହାନଦୀ ବନ୍ୟା ପାଇଁ ଛତିଶଗଡ଼, ସୁବର୍ଣ୍ଣରେଖା ବନ୍ୟା ପାଇଁ ଝାଡ଼ଖଣ୍ଡ ଦାୟୀ କି ? ନା ନିଜ ଦୋଷ ଲୁଚାଇବାକୁ ଅନ୍ୟ ରାଜ୍ୟ ମୁଣ୍ଡରେ ଅଠା ବୋଳୁଛି ଓଡ଼ିଶା ?
ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ କିଆଝର ପଂଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟୁଙ୍ଗେଇଶୁଣୀ ଗାଁ । ଏଠାରୁ ଅନେକ ଛାତ୍ରଛାତ୍ରୀ ଜଙ୍ଗଲ ଘାଟି ରାସ୍ତା ପାର ହୋଇ ୧୨ କିଲୋମିଟରରୁ ଅଧିକ ବାଟ ଚାଲି ଚାଲି ଦୈନିକ ସ୍କୁଲ ଯାଆନ୍ତି ।
ଆତ୍ମଘୋଷିତ ସାମ୍ବାଦିକ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା । ଚାକିରି କରାଇଦେବା ବାହାନାରେ ଶାରିରୀକ ସମ୍ପର୍କ ରଖୁଥିଲା ।
ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ବିଶେଷ କରି ବାଲେଶ୍ୱର ଓ ବାରିପଦାବାସୀଙ୍କ ଆଖିରୁ ଏବେ ନିଦ ଛଡ଼ାଇ ନେଇଛି ଏହି ବନ୍ୟା।
ଶ୍ୱେତାଙ୍କ ବୟଫ୍ରେଣ୍ଡ୍ ବିରୋଧରେ ପରିବାର ଲୋକଙ୍କ ସଙ୍ଗୀନ୍ ଅଭିଯୋଗ ।
ଆତ୍ମସମର୍ପଣ କରିବା ସହ ମାଓବାଦୀଙ୍କ ସହିଦ ସ୍ମୃତି ସ୍ତମ୍ଭ ଭାଙ୍ଗିଲେ ଦେଢ଼ ଶହରୁ ଅଧିକ ମିଲିସିଆ ।
ଯେଉଁ ଡଭାର ଗ୍ରାମରେ ବନ୍ୟାର ପ୍ରଚଣ୍ଡ ବିଭୀଷିକା ଦେଖି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ହୃଦୟ ବିଦାରିତ ହୋଇ ଯାଇଥିଲା । ସେହି ଗାଁରେ ବନ୍ୟା ପାଣି ଘେରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୃତ୍ତି ।
ବୟଫ୍ରେଣ୍ଡ ବ୍ଲାକମେଲ କରୁଥିବା କାରଣରୁ ମହିଳା ଇଞ୍ଜିନିୟର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଖେଳୁଖେଳୁ ପୋଖରୀରେ ବୁଡ଼ିଗଲେ ୨ ଶିଶୁ। ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନ ଥିବା ବେଳେ ଶେଷରେ ଭାସୁଥିବା ଅବସ୍ଥାରେ ୨ ମୃତଦେହ ଉଦ୍ଧାର ହୋଇଛି।
ଟିଭିର ମହାପ୍ରଭାବ। ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବାଣ୍ଟିବେ ରାଜ୍ୟ ସରକାର। ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ରିଲିଫ୍ କମିଶନର(SRC) ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟାବଶ୍ୟକ ରିଲିଫ କିଟ୍ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳର ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ ନେଇ ଚିଠିରେ ଉଲ୍ଲେଖ ରହିଛି।
ବନ୍ୟାରେ କାନ୍ଦୁଛନ୍ତି ଏଇ ବୁଢୀ ମାଉସୀ । ଭଲରେ ଖାଇନାହାନ୍ତି । ଭୁଜାଭୁଜି ଖାଇକି ଏକୁଟିଆ ପଡିରହିଛନ୍ତି ଘରେ । ଛୁଆ ଘର ଛାଡିକି ପଳେଇଛନ୍ତି ।
ପଡ଼ୋଶୀଙ୍କ ଦ୍ୱାରା ଦମ୍ପତିଙ୍କୁ ଉଦ୍ଧାର କରାଯିବା ସହ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।
ଭାଲୁ ଆକ୍ରମଣରେ ଚାଲିଗଲା ସ୍ତ୍ରୀର ଜୀବନ । ବାପା ଆଉ ଝିଅ ଗୁରତର ହୋଇଥିବା ସୂଚନା ମିଳିଛି ।
ମଶାରୀ ଭିତରକୁ ଯଦି ମଶା ପଶନ୍ତି, ତା’ହେଲେ ଆଉ ବାହାରି ପାରିବେନି। ସେହି ମଶାରୀ ଭିତରେ ହିଁ ମଶାଙ୍କର ମୃତ୍ୟୁ ହେବ।
କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଦାବିରେ ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି ।
ଅସ୍ତ୍ରୋପଚାର କରାଯାଇ ଜଣେ ଯୁବକଙ୍କ ପେଟ ଭିତରୁ ଏହି ଷ୍ଟିଲ୍ ଗ୍ଳାସ୍କୁ ବାହାର କରାଯାଇଛି। ୧୦ ଦିନ ପୂର୍ବେ ସେ ନିଜ ସାଙ୍ଗମାନଙ୍କ ସହ ମଦ୍ୟପାନ କରୁଥିବାବେଳେ ସେମାନେ ମଦ୍ୟପାନ କରି ତାଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରି ଦେଇଥିଲେ।
ୱାର୍ଡରେ ନାନା ସମସ୍ୟା ରହିଛି, ଏସମ୍ପର୍କରେ ବାରମ୍ବାର ଜଣାଇବା ପରେ ବି ସମାଧାନ ହେଉନଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ କାଉନସିଲର ମାନେ ।
ସୁନ୍ଦର ଚେହେରା ପାଇଁ ଅଧ ଘଣ୍ଟା ସୂର୍ଯ୍ୟକିରଣରେ ଶୋଇପଡିଲେ ଯୁବତୀ। ଉଠିଲା ପରେ ଯାହା ଦେଖିଲେ ତାଙ୍କ ହୋସ୍ ଉଡିଗଲା। ମୁହଁର ଚମଡା ପ୍ଲାଷ୍ଟିକ୍ ଭଳି ତରଳିଯାଇଥିଲା। ଧିରେ ଧିରେ ଝଡିବାକୁ ଲାଗିଲା।
ଜଣେ ମହିଳାଙ୍କୁ ଚାକିରି ନ ମିଳିବାରୁ ସେ କମ୍ପାନୀ ବିରୋଧରେ ଭେଦଭାବ ମାମଲା ଦାୟର କରିଥିଲେ। ସେ କ୍ଷମା ପ୍ରାର୍ଥନା ଏବଂ କ୍ଷତିପୂରଣ ଦାବି କରିଥିଲେ। ଏନେଇ ତାଙ୍କୁ ୩ ଲକ୍ଷ ୭୮ ହଜାର ଟଙ୍କା କ୍ଷତିପୂରଣ ମିଳିଛି।
ଗୋଟିଏ ପଟେ ବର୍ଷା ଅନ୍ୟପଟେ ନାଳର ପ୍ରଖର ସୁଅ, ତା’ରି ଭିତରେ ବହୁ କଷ୍ଟ ସହି ଶବ ସତ୍କାର କରିବାର ଯନ୍ତ୍ରଣା ଅଙ୍ଗେ ନିଭାଇଛନ୍ତି ପରିବାର ଓ ସମ୍ପର୍କୀୟ। ଆସନ୍ତୁ ଜାଣିବା କେଉଁଠି ଘଟିଛି ଏଭଳି ଦୁର୍ଦ୍ଦଶା।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କେବିନ୍ରେ ତାଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର ।
ଆଗକୁ କେମିତି ସ୍ୱାଭାବିକ ହେବ ପାଠପଢ଼ା, ଚିନ୍ତାରେ ଅଭିଭାବକ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ସ୍ଥିତି ଦେଖି ସ୍କୁଲ ଖୋଲା ନିଷ୍ପତ୍ତି ।
ଗ୍ରାମାଞ୍ଚଳରେ ଗରିବ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଏହି ଯୋଜନାରେ ପାତରଅନ୍ତର ଓ ଅନିୟମିତତା ନେଇ ଅନେକ ଥର କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଛନ୍ତି । ତଥାପି ଦୁର୍ନୀତି କମୁନି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୟଙ୍କର ଅନିୟମିତତା। ସରକାରୀ କର୍ମଚାରୀ ଜିଆରଏସ୍ଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ। ଆବାସ ଦେବେ ବୋଲି କହି ଖାଇଗଲେ ଟଙ୍କା
ବନ୍ୟା ପରେ ଏବେ ଚିନ୍ତା ବଢାଇଛି ଋତୁସ୍ରାବ। ସବୁଆଡେ ପାଣି ଥିବାରୁ ପ୍ୟାଡ୍ ଆଣିବାକୁ ଯାଉପାରୁନାହାନ୍ତି ଯୁବତୀ ଓ ମହିଳାମାନେ। ବନ୍ୟା ବେଳେ ରିଲିଫ୍ରେ ପ୍ୟାଡ୍ ଦେବାକୁ କଲେ ଦାବି