ଭୁବନେଶ୍ୱରରେ ଥିବା ବେଆଇନ ଅଟ୍ଟାଳିକାର ଭବିଷ୍ୟତ କଣ ହେବ? କଣ ଟ୍ୱିନ୍ ଟାଓ୍ୱାର ଭଳି ସେଗୁଡ଼ିକୁ ଭାଙ୍ଗି ଦିଆଯିବ? ସୂଚନା ଅନୁସାରେ ରାଜଧାନୀରେ ପାଖାପାଖି ୬ ହଜାର ଆପାର୍ଟମେଣ୍ଟ ବିରୋଧରେ କିଛି ନା କିଛି ବେଆଇନ ନିର୍ମାଣର ଅଭିଯୋଗ ଆସିଛି ।
୧୦ ଦିନ ତଳେ ସ୍ଥିତି ଯେମିତି ଥିଲା, ସେଥିରେ ସୁଧାର ଆସିବ କଣ, ବରଂ ଆଜି ଆଉ ଟିକେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି । ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍କିଲ ହୋଇପଡ଼ିଛି ।
ଆଶା ଥିଲା ଆଜି ସମସ୍ୟାର ସମାଧାନ ହୋଇଯିବ, ଆଉ ରାଜଧାନୀରୁ ଉଠିବ ଅଳିଆ । ହେଲେ ବିଏମ୍ସି ନିଷ୍ପତ୍ତିରେ ସହମତି ହୋଇପାରନୁନାହାନ୍ତି ଦାରୁଠେଙ୍ଗ ବାସିନ୍ଦା ।
କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା । ମୂର୍ତ୍ତି କାରିଗର ଏବଂ କ୍ଲବ୍ଗୁଡ଼ିକୁ କଟକ ଡିସିପିଙ୍କ ତାଗିଦ ।
ଏବର୍ଷ ଏ ଗାଁର ଶେଷ ନୂଆଖାଇ। ଦିନ କେଇଟା ପରେ ଏଇ ପଡା ପୂରା ପାଣିରେ ବୁଡିଯିବ। ପ୍ରତିବର୍ଷ ପରି ଏଥର ଉତ୍ସାହ ନାହିଁ, ହେଲେ ବି ପରମ୍ପରାକୁ ବଜାୟ ରଖିବା ପାଇଁ ଘର ଲିପା ଚାଲିଛି…ଧୁଆ ପଖଳା ବି ହେଉଛି। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ କେମିତି ଶେଷ ନୂଆଖାଇ ପାଇଁ ଚାଲିଛି ପ୍ରସ୍ତୁତି…
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବିନା ଫଳକରେ ଚାଲିଛି
ବିଭିନ୍ନ ସ୍ଥାନରେ ଓ କାନ୍ଥ ବାଡ଼ରେ କ୍ରୀଡାବିତ୍ ହିଁ ଦେଶର ବା ଜାତିର ଭବିଷ୍ୟତ ବୋଲି ବଡ଼ ବଡ଼ ହୋଡିଂ ଲଗାଇ ପ୍ରଚାର କରାଯାଉଛି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଓଲଟା।
ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ ଟାୱାର। ଏତେ ମାତ୍ରାରେ ଅଳିଆ ବାହାରିଛି ଯେ ସଫା କରିବାକୁ ଲାଗିବ ପୂରା ୩ ମାସର ସମୟ....
ବହୁରୂପୀ ଏଣ୍ଡୁଅକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା। ବାଣୀବିହାରରେ ଡିଲ୍ ଚାଲିଥିବା ବେଳେ ଖବର ପାଇ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଞ୍ଜ୍ର ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲେ।
୨୦ ଦିନ ହେଲାଣି ଭୁଆଶୁଣି ୟାର୍ଡକୁ ଯାଇପାରୁନି ଆବର୍ଜନା
ବରିଷ୍ଠ ଆଇପିଏସ୍ ଅଫିସର ଦମ୍ପତିଙ୍କ ଝିଅର ଏଭଳି ବିରଳ ଅପରେସନ୍ ହୋଇଛି ।
କଟକରେ ବିଡ଼ାନାସି ପେଟାନାଳ ବସ୍ତି ଉଚ୍ଛେଦ ବେଳେ ବିକ୍ଷୋଭ
ପାର୍ଟି ଆମ ସାର୍ଟ ତଳ ହାର୍ଟ ପୂରା ନିଆରା। ଥରେ ମନ ଦେଇକି ଦେଖ? ଏବେ ସହରରେ ସବୁ ଆଡେ ମାତିଛନ୍ତି ବିଛା ଗ୍ୟାଙ୍ଗ...ଦେଖନ୍ତୁ ଏମାନେ କଣ କରୁଛନ୍ତି ଅଧ ରାତିରେ?
ରେକର୍ଡ ପରେ ରେକର୍ଡ କରୁଛନ୍ତି ମୋଦି। ବିଶ୍ୱର ୨୨ ନେତାଙ୍କୁ ପଛରେ ପକାଇ ନମ୍ବର ୱାନ ନେତା ହେଲେ ନରେନ୍ଦ୍ର ମୋଦି। ଜାଣନ୍ତୁ ମୋଦିଙ୍କ ପଛରେ ଅଛନ୍ତି କେଉଁ କେଉଁ ନେତା?
ଦିନେ ଏମାନେ ସାଇକେଲ ଚଲାଇବାକୁ ଡରୁଥିଲେ, ହେଲେ ଆଜି ଅଟୋ ଚଲାଇ ଗାଁ ଗାଁକୁ ବୁଲି ସଂଗ୍ରହ କରୁଛନ୍ତି ଅଳିଆ। ପରିବାର ଚଳାଇବାକୁ ଅଂଟା ଭିଡ଼ିଛନ୍ତି ଏଇ ଦୁଇ ମହିଳା। ମାସକୁ ୬ ହଜାରରୁ ଅଧିକ ରୋଜଗାର ବି କରୁଛନ୍ତି। ପଚାରିଲେ କୁହନ୍ତି…ପରିସ୍ଥିତି ଆସିଲେ ସବୁକିଛି କରିବା ସମ୍ଭବ…ଦେଖନ୍ତୁ ଏଇ ପ୍ରେରଣାଦାୟୀ କାହାଣୀ
ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କ ଆଗରେ ଶାରୀରିକ ଅକ୍ଷମତା ଫିକା ପଡ଼ିଛି। ଫୁଟବଲ୍ କହିଲେ ତାଙ୍କ ଜୀବନ। ଫୁଟବଲ ଖେଳିବାକୁ ପ୍ରତିଦିନ ସକାଳୁ ସେ ଦୌଡ଼ି ଆସନ୍ତି।
ଜି. ଉଦୟଗିରି ଥାନା ଅଧିକାରୀ ରେବତୀ ଶବରଙ୍କୁ ବଦଳି କରାଯାଇଛି। ଏନେଇ କନ୍ଧମାଳ ଏସ୍ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।
ଏବର୍ଷ ଏ ଗାଁର ଶେଷ ନୂଆଖାଇ। ଦିନ କେଇଟା ପରେ ଏଇ ପଡା ପୂରା ପାଣିରେ ବୁଡିଯିବ। ପ୍ରତିବର୍ଷ ପରି ଏଥର ଉତ୍ସାହ ନାହିଁ, ହେଲେ ବି ପରମ୍ପରାକୁ ବଜାୟ ରଖିବା ପାଇଁ ଘର ଲିପା ଚାଲିଛି…ଧୁଆ ପଖଳା ବି ହେଉଛି। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ କେମିତି ଶେଷ ନୂଆଖାଇ ପାଇଁ ଚାଲିଛି ପ୍ରସ୍ତୁତି…
ମଲା...ତୁମେ ପାଣିକୁ ନଓହ୍ଲାଇ ବନ୍ୟା ଦୁର୍ଦ୍ଦଶା ବୁଝିବ କେମିତି? ଆଲୋ ଆଲୋ କଂଗ୍ରେସିଆ ଏଡେ ଏଡେ ଜରି ପ୍ୟାକେଟ୍ରେ କଣ ଆଣିଛନ୍ତି ରୁହ ରୁହ ଖୋଲିକି ଦେଖିବା। ରହରେ ନାରଣ...ଆମେ ଦେଖୁ ଆଗେ ତା ଭିତରେ କିଛି ଅଛି ନା ଖାଲି ଏମିତି ଧରେଇ ଦେଇ ଗଲେ...
ବ୍ୟବସାୟ ଅନେକ ପ୍ରକାରର କରାଯାଇପାରେ। ଏଥିପାଇଁ କେବଳ କୌଶଳ ଦରକାର। ଜଣେ ଯୁବକ ଏମିତି ଏକ ବ୍ୟବସାୟ କରି ନାଁ କରିଛନ୍ତି ଯାହାକୁ ଅନ୍ୟ କେହି ଭାବି ବି ପାରିବେ ନାହିଁ। ସେ ପବନକୁ ବୋତଲରେ ଭରି ବିକ୍ରି କରୁଛନ୍ତି। ତେବେ ଏହି ଯୁବକ କିଏ ଓ କେଉଁଠିକାର ଆସନ୍ତୁ ଜାଣିବା।
ଏହା କେତେଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିବ, ତାହା ହିଁ ସବୁଠୁ ବଡ଼ ଆହ୍ବାନ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଗଣେଶ ପୂଜାକୁ ଆଉ ମାତ୍ର ଦୁଇ ଦିନ। ନା ମୂର୍ତ୍ତି କାରିଗରଙ୍କୁ ତର ଅଛି ନା ପୂଜା କମିଟିକୁ ସମୟ ଅଛି। ଏହାରି ଭିତରେ କଟକରେ ସାମ୍ନାକୁ ଆସିଛି ନୂଆ ବିବାଦ। ଗଣେଶ ମୂର୍ତ୍ତିକୁ ବିକୃତ କରିବା ଅଭିଯୋଗରେ କିଛି ଶିଳ୍ପୀଙ୍କୁ ଥାନାକୁ ଡାକି ପୋଲିସ ତାଗିଦ କରିବା ସହ ମୂର୍ତ୍ତି ଭାଙ୍ଗିବାକୁ କହିଛି। କଥା ଏତିକିରେ ଅଟକିନି, ଏହି ମୂର୍ତ୍ତି ବିବାଦ ହାଇକୋର୍ଟରେ ବି ପହଞ୍ଚିଛି।
ଭୁବନେଶ୍ୱର ରବିନ୍ଦ୍ର ମନ୍ଦପରେ ଉଦ୍ଘାଟିତ ହୋଇଛି ୧୧ ତମ ଗୁରୁଶ୍ରୀ ସମ୍ମାନ ନୃତ୍ୟ ମହୋତ୍ସବ । ଶ୍ରୀମତୀ ସ୍ୱୟଂପ୍ରଜ୍ଞାଙ୍କ ଦ୍ୱାରା ପ୍ରାୟୋଜିତ ପ୍ରଜ୍ଞା ନୃତାୟନ ପକ୍ଷରୁ ଓଡ଼ିଶୀ ନୃତ୍ୟ ନାଟିକା ‘କପଟ କଥା’ କୁ ମଞ୍ଚସ୍ଥ କରାଯାଇଥିଲା ।
ନାରାୟଣ ମୁଦୁଲି ନାମକ ଶିଳ୍ପୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ପୁରୀଘାଟ ଥାନା ପୋଲିସ ନିର୍ମାଣ କରାଯାଉଥିବା ମୂର୍ତ୍ତିଗୁଡିକ ନଦେଖି ତଦାରଖ ନକରି ଭାଂଗିବାକୁ କହି ଏକ ଅଣ୍ଡରଟେକିଂ ଲେଖାଇ ନେଇଛନ୍ତି ।
ଗଞ୍ଜାମ NACର ମଧ୍ୟ ଖଣ୍ଡସାହିରେ ସକାଳୁ ସକାଳୁ ଅଘଟଣ ଘଟିଛି ।