• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Biju Setu Bridge
ରାଜସ୍ୱମନ୍ତ୍ରୀଙ୍କ ଗାଁରେ ଜମି କେଁ, ୨ ବର୍ଷ ହେଲା ସରୁନି ପୋଲ କାମ

ଖୋଦ୍‌ ରାଜସ୍ୱମନ୍ତ୍ରୀଙ୍କ ଇଲାକାରେ ଜମି କେଁ। ଅବଧିର ୨ ବର୍ଷ ପରେ ବି ସରୁନି ପୋଲ କାମ..ମେଡିକାଲକୁ ଆସି ହେଉନି କି ସ୍କୁଲ, କଲେଜ୍‌କୁ ଯାଇ ହେଉନି

  • Sunday, 04 December 2022
  • Bridge
Distress Farmers
ଚାଷୀଙ୍କୁ ଏଲ୍‌ଇଡି ଲାଇଟ୍‌ ଭୟ; ଧାନ ନ ପାଚୁଣୁ ବିଲ ପଦା କରିଦେଲେ

କାଳ ହେଲା ଏଲଇଡି ଲାଇଟ୍‌। କ୍ଷେତରେ ଧାନ ପାଚିନି, ଆଉ ଫଳ ଆସିବାର ଚାନ୍ସ ନାହିଁ। ବର୍ଷକ ପରିଶ୍ରମ ବେକାର..ଏବେ କଞ୍ଚାଧାନକୁ କାଟି ନେଉଛନ୍ତି ଚାଷୀ। ଆଉ କହୁଛନ୍ତି, ଫଳ ତ ହେଲାନି..ଏଇ କୁଟା ଗାଈ ହେଲେ ଖାଇବ

Viral Video | Hostler enters an uninvited marriage function to have food, admits to groom
ବିନା ନିମନ୍ତ୍ରଣରେ, ବାହାଘର ଭୋଜିରେ ହଷ୍ଟେଲ ପିଲା...

ନିମନ୍ତ୍ରଣ ହୋଇନଥିଲା କି କାହାକୁ ଡକାଯାଇନଥିଲା। ହେଲେ ବାହାଘରରେ ହଠାତ୍‌ ପହଞ୍ଚିଲେ ହଷ୍ଟେଲ୍‌ ପିଲା...ବର କହିଲେ ନିଜ ଖାଇକି ଯାଅ, ପିଲାଙ୍କ ପାଇଁ ବି ନେଇକି ଯାଅ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...

Special Story | Family celebrates pet dog’s birthday in Jharkhand’s Dhanbad
କୁକୁର ଜନ୍ମ ଦିନରେ ୩୫୦ ଗେଷ୍ଟ

ପୋଷା କୁକୁରର ଥିଲା ଜନ୍ମଦିନ। କେକ୍‌ କାଟିବା ପାଇଁ ୩୫୦ ଲୋକଙ୍କୁ ନିମନ୍ତ୍ରଣ କଲେ ପରିବାର ଲୋକ। ଗିଫ୍ଚରେ ମିଳିଲା ଏତିକି ସୁନା...

Viral drone video of Puri Srimandir: YouTuber seeks apology
‘ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀ ମୋତେ କ୍ଷମା କରନ୍ତୁ’, ଭୁଲ୍‌ ହୋଇଗଲା ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା...

ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଉତ୍ତୋଳନ ଓ ଏହାକୁ ଭାଇରାଲ କରି କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ। ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତ ବୋଲି ଜାଣିନଥିବା କହିବା ସହ ତାଙ୍କ ଡ୍ରୋନ୍‌ରେ ସେଭଲି କିଛି ଓ୍ୱାର୍ଣ୍ଣିଂ ଦେଖାଇନଥିଲା ବୋଲି ସେ କହିଛନ୍ତି।

Gas tanker overturns in Kalahandi
ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର: ୬ ଘଣ୍ଟା ହେଲାଣି ବନ୍ଦ ହେଉନି ଗ୍ୟାସ୍‌ ଲିକ୍‌, ଭୟଭୀତ ଲୋକେ

ପାଖାପାଖି ୬ ଘଣ୍ଟା ହେଲାଣି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଟ୍ୟାଙ୍କର ଓଲଟି ପଡ଼ିବା ପରେ ଏଥିରୁ ଗ୍ୟାସ୍ ଲିକ୍ ହେବାରେ ଲାଗିଛି।

Baba vanga scary predictions for 2023
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ୨୦୨୩ରେ ପୃଥିବୀ ଉପରେ ହେବ ଏଲିଏନମାନଙ୍କ ଆକ୍ରମଣ

୨୦୨୩କୁ ନେଇ ବାବା ଭେଙ୍ଗା ଦେଇଛନ୍ତି ଭୟଙ୍କର ଭବିଷ୍ୟବାଣୀ। ପୃଥିବୀ ଉପରେ ଏଲିଏନମାନଙ୍କ ଆକ୍ରମଣ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ। ନିଜ ପସନ୍ଦ ଅନୁସାରେ ବାପାମାଆ ପିଲା ଜନ୍ମ କରିପାରିବେ ଭଳି ରହିଛି ଅନେକ ଆଶ୍ଚର୍ଯ୍ୟଜନକ ଓ ବିପଦଜନକ ଭବିଷ୍ୟବାଣୀ।

Visuals of Puri Srimandir’s aerial view surfaces on internet
ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌: ଜଳ ଜଳ ଦିଶିଲା ଦଧିନଉତି, ନୀଳଚକ୍ର

ସୋସିଆଲ୍ ମିଡିଆରେ ଖୁଲ୍ଲମ୍‌ଖୁଲ୍ଲା ପ୍ରଦର୍ଶିତ ହେଉଛି ଶ୍ରୀମନ୍ଦିର ପରିସରର ଡ୍ରୋନ୍ ଭିଡିଓ। ୫ ମିନିଟ୍ ୪୨ ସେକେଣ୍ଟର ଏହି ଭିଡିଓରେ ନୀଳଚକ୍ର ଠାରୁ ଆରମ୍ଭ କରି ସିଂହଦ୍ୱାର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଛି। 

Biju Setu
ମନ୍ଥର କାମ, ସର୍ଭେରେ ତ୍ରୁଟି ଓ ଟେଣ୍ଡରରେ ବିଳମ୍ବ

ମନ୍ଥର କାମ, ସର୍ଭେରେ ତ୍ରୁଟି ଓ ଟେଣ୍ଡରରେ ବିଳମ୍ବରୁ ସଂପୂର୍ଣ୍ଣ ହୋଇ ପାରିନି ୪୧ ପ୍ରତିଶତ ବିଜୁ ସେତୁ... ସିଏଜି ରିପୋର୍ଟରେ ସରକାରଙ୍କ ଅପାରଗତା ଧରାପଡ଼ିଲା ପରେ ଜୋର୍ ଧରିଲା ରାଜନୀତି...

Special Story | Tourists throng Daringbadi as winter falls
ଆସ ଆସ...ହାତ ଠାରି ଡାକୁଛି ଓଡିଶାର କାଶ୍ମୀର...

ଶୀତୁଆ ସକାଳରେ ଦାରିଙ୍ଗବାଡିରେ ବୁଲା...ତା’ ସାଙ୍ଗକୁ ଗରମ ଗରମ ଚା’ ମାଡ...ପ୍ରକୃତିରାଣୀର କୋଳରେ କେତେବେଳେ ମନ ହଜିଯିବ ଯେ କେହି ଡାକିଲେ ବି କିଛି ଶୁଭିବନି। ଆସନ୍ତୁ ନା ଥରେ ବୁଲିଯିବା ଦାରିଙ୍ଗବାଡି

News Fuse | Police checks vehicle of BJP leader Pratap Sarangi
ନନାଙ୍କ ଡିକି ଖୋଲିଲା କିଏ ?

ଆଲୋ ଆଲୋ ନନା ପରା ସିଟିଂ ଏମପି। ତାଙ୍କୁ ପୋଲିସ ମୁଣ୍ଡିଆ ମାରିବନି ତ କଣ କରିବ? କିରେ ନାରଣ, ନନାଙ୍କ କାର୍‌ ଡିକି କଣ ଖୋଲିଲା? ନନା କଣ ନେଉଥିଲେ କିରେ?

Fishermen in Ganjam awaiting for compensation after fishing banned for Olive Ridley protection
କଇଁଛ ଆମ ଭଗବାନ,କଇଁଛ ଆମ ମାଆ

କଇଁଛଙ୍କ ଅଣ୍ଡା ପାଇଁ ସମୁଦ୍ରରେ ଦିନରାତି ଡ୍ୟୁଟି କରୁଛନ୍ତି ୧୫ ଜଣିଆ ଟିମ୍‌। ସମୁଦ୍ର ଉପରେ ରହିଛି ତୀକ୍ଷ୍ଣ ନଜର। ମେସିନ୍‌ ବୋଟ୍‌ ଯାଉନି କି ଟ୍ରଲର ଷ୍ଟାର୍ଟ ହେଉନି। ସେପଟେ ସରକାରୀ ସହାୟତାକୁ ଅପେକ୍ଷା କରିବା ସହିତ କଇଁଛଙ୍କୁ ମାଆ କହୁଛନ୍ତି ମତ୍ସଜୀବୀ...

Father Son and daughter trio from Jeypore win gold medal in weight lifting
ଗୋଟିଏ ଘରେ ୩ ସ୍ୱର୍ଣ୍ଣ: ବାପ-ପୁଅ-ଝିଅ ସବୁ ଚାମ୍ପିଅନ୍‌

ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗୋଟିଏ ଘରେ ତିନି ତିନି ଜଣ ଚାମ୍ପିଅନ୍‌...ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ବାପ-ପୁଅ-ଝିଅ

Father Son and daughter trio from Jeypore win gold medal in weight lifting
ବାପା-ପୁଅ ଚାମ୍ପିଅନ୍, ଝିଅ ସୁପର୍‌ ଚାମ୍ପିଅନ୍...ଗୋଟିଏ ଘରେ ୩ ସ୍ୱର୍ଣ୍ଣ

ବାପା ଚାମ୍ପିଅନ୍, ପୁଅ ବି ଚାମ୍ପିଅନ୍ ଏବଂ ଝିଅ ତ ସୁପର ଚାମ୍ପିଅନ୍। କିଏ କାହାଠୁ କମ୍ ନୁହନ୍ତି। ବାପାଙ୍କ ପଥକୁ ଅନୁସରଣ କରି ପୁଅ ଓ ଝିଅ ବି ଏବେ ୱେଟ୍‌ ଲିଫ୍‌ଟିଂକୁ ଆପଣାଇଛନ୍ତି।

3 Persons Killed After Car They Were Travelling Rams Into Roadside Tree
ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା: ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ୪ ମୃତ

ଭାରସାମ୍ୟ ହରାଇ ଗଛକୁ କାର୍‌ ପିଟିବା ଯୋଗୁ ୩  ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

CAG finds massive irregularities in Biju Setu Yojana
ବିଜୁ ସେତୁ ଯୋଜନାରେ ବ୍ୟାପକ ଅନିୟମିତତା ! ବିରାଟ ଗଫଲତି ଧରିଲେ ସିଏଜି

 ୨୭ଟି ପ୍ରକଳ୍ପ କ୍ଷେତ୍ରରେ ନିର୍ଦ୍ଧାରିତ ୨୫ ମିଟର ଠାରୁ କମ୍ ଥିଲା ସେତୁ ଦୈର୍ଘ୍ୟ। 

Siblings Seek Aid
ପ୍ରେମିକ ସହ ମାଆ ଫେରାର୍‌; ବୁଢ଼ୀମାଆ କାନ୍ଧରେ ୪ ଭାଇଭଉଣୀଙ୍କ ବୋଝ

ପୁରୁଣା ପ୍ରେମିକ ସାଙ୍ଗେ ମାଆ ପଳାଇଲା, ସ୍ତ୍ରୀକୁ ଝୁରିଝୁରି ସ୍ୱାମୀ ବି ଘର ଛାଡିଦେଲେ। ଏବେ ଖୋଲା ଆକାଶ ତଳେ ୪ ଭାଇ-ଭଉଣୀ। ଖାଇବାକୁ ନାହିଁ କି ଘର ନାହିଁ...ବୁଢୀ ମାଆ ଭିକ ମାଗିଲେ ପେଟକୁ ଯାଉଛି ଗଣ୍ଡିଏ ଦାନା...ପାଠ ପଢିବା ୟାଙ୍କ ପାଇଁ ସ୍ୱପ୍ନ

Special Story
ଭାଗ୍ୟ ଖେଳିଲା ଖେଳ : ବଢିଲା ପୁଅ-ଝିଅ ଗୋଡରେ ପଡ଼ିଲା ବେଡି

ବିଧାତାର ଖେଳ...ବଢିଲା ପୁଅ-ଝିଅ ଗୋଡରେ ପକାଇଦେଲା ବେଡି। ଯେଉଁ ବୟସରେ ପୁଅ ବାପାଙ୍କ ବୋଝ ଉଠାଇବାର କଥା ଆଜି ସେହି ବୟସରେ ବାପା ପାଇଁ ହେଲା ବୋଝ। ଆଉ ବଢିଲା ଝିଅ ବାରମ୍ବାର ଜୀବନ ହାରିବାକୁ କରୁଛି ଉଦ୍ୟମ। ଦୁଇ ଛୁଆଙ୍କ ଦୁଃଖ ଦେଖି ଛାତି ଫଟାଇ କାନ୍ଦୁଛି ମାଆ

Special Story
ପ୍ରେମିକ ସହ ପଳେଇଲା ମାଆ...ଖୋଲା ଆକାଶ ତଳେ ରହୁଛନ୍ତି ୪ ଭାଇଭଉଣୀ

ପୁରୁଣା ପ୍ରେମିକ ସାଙ୍ଗେ ମାଆ ପଳାଇଲା, ସ୍ତ୍ରୀକୁ ଝୁରିଝୁରି ସ୍ୱାମୀ ବି ଘର ଛାଡିଦେଲେ। ଏବେ ଖୋଲା ଆକାଶ ତଳେ ୪ ଭାଇ-ଭଉଣୀ। ଖାଇବାକୁ ନାହିଁ କି ଘର ନାହିଁ...ବୁଢୀ ମାଆ ଭିକ ମାଗିଲେ ପେଟକୁ ଯାଉଛି ଗଣ୍ଡିଏ ଦାନା...ପାଠ ପଢିବା ୟାଙ୍କ ପାଇଁ ସ୍ୱପ୍ନ

gi
GI ଟ୍ୟାଗ୍ ପାଇବ ଢେଙ୍କାନାଳର ମଗଜି ଲଡୁ !

୨୦୨୦ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିଥିଲା ଓୟୁଏଟି

  • Friday, 02 December 2022
  • GI Tag
paralysis
ସବୁ ସାରିଦେଲା ପାରାଲିସିସ୍‌: ସାହାଯ୍ୟ ମିଳିଲେ ବଞ୍ଚିଯିବେ ବସନ୍ତ...

ସବୁ ସାରିଦେଲା ପାରାଲିସିସ୍‌। ୬ ବର୍ଷ ହେଲାଣି ହାତ ଚାଲୁନି କି ଗୋଡ ଚାଲୁନି...ରାସ୍ତା କଡରେ, ଝାଟିମାଟି ଘରେ ଜୀବନ ବିତାଉଛନ୍ତି ବସନ୍ତ...ସରକାରୀ ସାହାଯ୍ୟ ମିଳିଲେ ବଞ୍ଚିଯିବ ପୂରା ପରିବାର

 Jharana Das
ବର୍ଷିୟାନ୍‌ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ

ମଲାଜହ୍ନ, ଅମଡ଼ା ବାଟ ଆଦି ଥିଲା ତାଙ୍କର ଚର୍ଚ୍ଚିତ ସିନେମା ।

  • Friday, 02 December 2022
Palm Leaf Manuscripts
ରାଜ୍ୟ ସଂଗ୍ରହାଳୟରୁ କୁଆଡ଼େ ଗଲା ୨୦ ହଜାର ପୋଥି?

ରାଜ୍ୟ ସଂଗ୍ରହାଳୟରୁ ପ୍ରକାଶ ପାଉଥିବା ଓଡ଼ିଶା ହିଷ୍ଟୋରିକାଲ ରିସର୍ଚ୍ଚ ଜର୍ଣ୍ଣାଲରେ ମଧ୍ୟ ସଂଗ୍ରହାଳୟର ରେକର୍ଡ ମୁତାବକ ୩୭ ହଜାର ୨୭୩ଟି ତାଳପତ୍ର ପୋଥି ରହିଥିବା ଉଲ୍ଲେଖ ରହିଛି । ପୋଥି ସଂଖ୍ୟାକୁ ନେଇ ୱେବସାଇଟ୍ ଓ ଜର୍ଣ୍ଣାଲରେ ଗୋଟିଏ ତଥ୍ୟ ଥିବା ବେଳେ ପରବର୍ତ୍ତୀ ସମୟରେ ଏହା କମିଗଲା କିପରି?

  • Thursday, 01 December 2022
Palm Leaf Manuscripts
ରାଜ୍ୟ ସଂଗ୍ରହାଳୟରୁ କୁଆଡେ ଗଲା ୨୦ ହଜାର ପୋଥି?

ରାଜ୍ୟ ସଂଗ୍ରହାଳୟରେ ଶେଷ ଥର ପାଇଁ ୨୦୧୬-୧୭ରେ ଅଡିଟ୍ ହୋଇଥିଲା । ସଂଗ୍ରହାଳୟରେ ପ୍ରାୟ ୨୦ ହଜାର ତାଳପତ୍ର ପୋଥି ଓ ୫୦ ହଜାର କଳାକୃତି ଗଚ୍ଛିତ ରହିଛି । ଏଠି ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ବଳକା ୨୦ ହଜାର ତାଳପତ୍ର ପୋଥି? 

  • Thursday, 01 December 2022
  • Museum
BCA Student
ପରିବାର କେମିତି ଚଳିବ, ସେହି ଚିନ୍ତାରେ ହାଟରେ ଶାଗ ବିକୁଛନ୍ତି ବିସିଏ ଛାତ୍ର

ଯେବେ ପରିବାର ପୋଷିବାର ଥାଏ ଚିନ୍ତା..ହାଟରେ ଶାଗ ବିକ୍ରି କରୁଛନ୍ତି ବିସିଏ ଛାତ୍ର। ଅଧ ରାତିରୁ ଉଠୁଛନ୍ତି..ସାଇକେଲ ଧରି ହାଟରେ ଶାଗ ବିକ୍ରି କରୁଛନ୍ତି..ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳିବା ସହିତ ନିଜ ପଢା ଖର୍ଚ୍ଚ ଉଠାଉଛନ୍ତି ଡମ୍ବୁରୁଧର