ବିଧାତାର ଖେଳ...ବଢିଲା ପୁଅ-ଝିଅ ଗୋଡରେ ପକାଇଦେଲା ବେଡି। ଯେଉଁ ବୟସରେ ପୁଅ ବାପାଙ୍କ ବୋଝ ଉଠାଇବାର କଥା ଆଜି ସେହି ବୟସରେ ବାପା ପାଇଁ ହେଲା ବୋଝ। ଆଉ ବଢିଲା ଝିଅ ବାରମ୍ବାର ଜୀବନ ହାରିବାକୁ କରୁଛି ଉଦ୍ୟମ। ଦୁଇ ଛୁଆଙ୍କ ଦୁଃଖ ଦେଖି ଛାତି ଫଟାଇ କାନ୍ଦୁଛି ମାଆ
Published: Manoranjan Behera
Last updated: 02 December 2022, 11:09 AM IST
ପୁରୁଣା ପ୍ରେମିକ ସାଙ୍ଗେ ମାଆ ପଳାଇଲା, ସ୍ତ୍ରୀକୁ ଝୁରିଝୁରି ସ୍ୱାମୀ ବି ଘର ଛାଡିଦେଲେ। ଏବେ ଖୋଲା ଆକାଶ ତଳେ ୪ ଭାଇ-ଭଉଣୀ। ଖାଇବାକୁ ନାହିଁ କି ଘର ନାହିଁ...ବୁଢୀ ମାଆ ଭିକ ମାଗିଲେ ପେଟକୁ ଯାଉଛି ଗଣ୍ଡିଏ ଦାନା...ପାଠ ପଢିବା ୟାଙ୍କ ପାଇଁ ସ୍ୱପ୍ନ