• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ଗୋବିନ୍ଦ ସାହୁର ସୁଇସାଇଡ୍ । କଣ୍ଟାବାଞ୍ଜି ଜେଲ୍ ପରିସରରେ ଆତ୍ମହତ୍ୟା । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ । ଇଏ ସେହି ଗୋବିନ୍ଦ ସାହୁ, ଯିଏ ଆଜି କଣ୍ଟାବାଞ୍ଜି ଜେଲ୍ ପରିସରରେ ଥିବା ଏକ ଗଛରେ ଗାମୁଛା ଲଗାଇ ଜୀବନ ହାରିଛି । ସମୟ ସକାଳ ୯ରୁ ସାଢ଼େ ୯ଟା । ଗୋବିନ୍ଦକୁ ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ସ୍ଥାନୀୟ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠି ମୃତ ଘୋଷଣା କରିଥିଲେ

Govinda Sahu