ତାଙ୍କ ବିୟୋଗରେ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।
ପାଣି ନାହିଁ ବୋଲି ଚାଷ ବନ୍ଦ କଲେନି। ଦେଶୀ ବୁଦ୍ଧି ଆପଣାଇଲେ...ଅଢେଇ କିମି ପର୍ଯ୍ୟନ୍ତ ପାହାଡର ପଥର ଚିରି କ୍ଷେତକୁ ଆଣିଲେ ପାଣି। ପଥୁରଆ ଜମିରେ ଏବେ ହସୁଛି ସୁନାର ଫସଲ
ଛାତ୍ରଙ୍କୁ ନୂଆ ଜୀବନ ଦେଲେ, ନିଜେ ଜୀବନ ହାରିଦେଲେ । ଛାତ୍ରକୁ ବଞ୍ଚାଇ ଶିକ୍ଷକ ମୃତ ।
ହାତରେ ଆଉ ଦିନ କେଇଟା, ସରିଯିବ ବର୍ଷ 2022 । 2023କୁ ସ୍ୱାଗତ ପାଇଁ ଏବେ ସବୁଠି ପ୍ରସ୍ତୁତି ଚାଲିଛି, ଏହାରି ମଧ୍ୟରେ 2022କୁ ଅଧିକ ସ୍ମୃତିମୟ କରିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଏବେ ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍....
ବାପାଙ୍କ ସ୍ୱପ୍ନକୁ ସାକାର କଲା ଦିବ୍ୟାଙ୍ଗ ପୁଅ । ସନ୍ତାନର ସଫଳତା ଦେଖିବାକୁ କିନ୍ତୁ ବାପା ନାହାନ୍ତି, ସୁଟର୍ ପୁଅକୁ ନେଇ ଏବେ ଗର୍ବିତ ମାଆ.....
୨୨ର ବଛା ବଛା ଭିଡିଓ ରହିଛି ଏହି ଅଧ୍ୟାୟରେ । ଜମାରୁ ମିସ୍ କରନ୍ତୁନି ସ୍ପେଶାଲ ଧମାକାଦାର ନ୍ୟୁଜଫ୍ୟୁଜର ଏପିସୋଡ୍...
ମଂଚରେ ଥିଲେ ମୁଖ୍ୟମନ୍ତ୍ରୀ, ମନକଥା କହୁଥିଲେ ସୌମ୍ୟରଂଜନ ପଟ୍ଟନାୟକ। କହିଲେ ବବି ବାବୁ ମତେ ୫ ମିନିଟ୍ ଦେଇଛନ୍ତି...ସେତିକିରେ ସବୁ କହିଦେବି। ଆଉ ମାଇକ୍ ଧରୁ ଧରୁ...
କଲର୍ କମ୍ବିନେସନ ଯେମିତି.. ଡିଜାଇନ ବି ସେମିତି.. ଦେଖିଲା ମାତ୍ରେ ନିଜ ପାଇଁ କିଛି କିଣି ନେବାକୁ ଇଚ୍ଛା ହେଉଛି..
ହଇରେ ନାରଣ..ଏମାନେ ପିକନିକ୍ କରିବାକୁ ଆଇଛନ୍ତି ନା ମଜୁରୀ ଲାଗିବାକୁ..
ଏକ୍ସ-କ୍ୟାଡର ବ୍ୟବସ୍ଥା ଉଚ୍ଛେଦ ସହ ୨୦୧୭ ମାର୍ଚ୍ଚ ୧ରୁ କ୍ୟାଡରଭୁକ୍ତ କରିବାକୁ ମହାସଂଘ ଦାବି କରିଛି।
ଜଣେ ସାଂସଦ ହୋଇ ମଧ୍ୟ କାହିଁକି ନେଲେ ଚରମ ନିଷ୍ପତ୍ତି ? ଜନ୍ମଦିନ ପାଳନ ପାଇଁ କାହିଁକି ଆସିଥିଲେ ରାୟଗଡ଼ା ?
ପାଖରେ ବିଏସଏସି, ବିଇଡି ଡିଗ୍ରୀ ଥାଇ ବି ହେଲେ ମିଳୁନଥିଲା ଚାକିରି..ବେରୋଜଗାର ହୋଇ ବୁଲୁଥିଲେ.. ଚିନ୍ତା କରୁ କରୁ ଦିନେ ଉପାୟ ମିଳିଗଲା.. ଆଜି ସେ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି.. ଆଉ ନିଜ ଗାଁର ୧୦ ଜଣ ଶିକ୍ଷିତ ବେକାରୀଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି..
ଆଶ୍ଚର୍ଯ୍ୟ ହେଲେ ବି ୟେ ସତ ଘଟଣା.. ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ.. ମାସେ କି ଦୁଇ ମାସ ନୁହେଁ.. ଦୀର୍ଘ ଦୁଇ ବର୍ଷ ହେଲା ସେ ଏମିତି ଛିଡ଼ା ହୋଇଛନ୍ତି..
ନିଜର ତାରିଖ ପଡିଲେ ନ୍ୟାୟ ପାଇଁ ସମ୍ବଲପୁର କୋର୍ଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଆଉ କେତେ ବା ଧୈର୍ଯ୍ୟ ରୁହନ୍ତା । ସହିବାର ସୀମା ଡେଇଁଗଲା ପରେ ଆଉ ବା କି ପ୍ରତିକ୍ରିୟା ରୁହନ୍ତା ମହକିଲ ମାନଙ୍କର । ଏକଦା ସକାଳ ୯ଟା ହେଲେ ଓକିଲ ମହକିଲଙ୍କ ଗହଳିରେ ଫାଟିପଡୁଥିବା ସମ୍ବଲପୁର କୋର୍ଟ ଆଜିକୁ ପ୍ରାୟ ୨ ସପ୍ତାହ ହେଲା ଗୁମ୍ସୁମ୍ । ନ୍ୟାୟିକ ସେବା ପାଇଁ ନିଜ ନିଜ ଓକିଲଙ୍କୁ ଖୋଜୁଥିବା ମହକିଲଙ୍କୁ ଖାଲି ହାତରେ ନିରାଶ ହୋଇ ଫେରିବାକୁ ପଡୁଛି ।
ରକ୍ତ ସଂଗ୍ରହ ପାଇଁ ବ୍ୟବହାର କରାଯାଉଥିବା ଭ୍ରାମ୍ୟମାଣ ଗାଡିକୁ ପିକନିକ ଯିବା ପାଇଁ ବ୍ୟବହାର କରିଛନ୍ତି ।
କୋରାପୁଟ ଜିଲ୍ଲାର ଅଧିକାଂଶ ଗାଁ ଅନ୍ଧାରରେ
ସାତ ଦରିଆ ଡେଇଁ ସାଥି ହୋଇ ଆସିଥିଲେ ବୁଲିବା ପାଇଁ...ଦେଖିଥାନ୍ତେ ଓଡ଼ିଶାର ସୌନ୍ଦର୍ଯ୍ୟକୁ, ସାଉଁଟିଥାନ୍ତେ ରୋମାଞ୍ଚ ଅନୁଭୂତିା ହେଲେ ଭାଗ୍ୟର ବିଡ଼ମ୍ବନା ଦୁଇ ବନ୍ଧୁ ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ ।
କାମୁଡ଼ିଥିବା ସାପକୁ ଧରି ମେଡ଼ିକାଲରେ ଯୁବକ....
ବଡ଼ ଦିନରେ ଦୁଃଖଦ ଘଟଣା । ଚାରିଆଡ଼େ ଖ୍ରୀଷ୍ଟମାସ ପାଇଁ ଆନନ୍ଦ ଉଲ୍ଲାସ ଚାଲିଥିବା ବେଳେ ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି ଦୁଇ ଭଉଣୀ ।
କାବେରୀ ବିହନ କରିଦେଲା କମାସ। ମାତ୍ର ଗୋଟିଏ ଗଛରେ ଫଳୁଛି ୩୦ ଟମାଟୋ...ବିଲାତି ଚାଷ କରି ଲକ୍ଷପତି ହେବାର ସ୍ୱପ୍ନ ଦେଖୁଛନ୍ତି ଚାଷୀ
ଆସ୍କା-୪୦, ପୂରା ଜୀବନ ମାଟି। ପୋଲିସ ଜାଣିନି...ଆମେ ଏଇଠି ଟିକେ ଲୁଚେଇ ବେପାର କରୁଛୁ...ଲେବର ପିଉଛନ୍ତି ବୋଲି ଆମେ ବିକୁଛୁ...
ନିଲାମ ହେବ ମାର୍କଫେଡ୍ କୋଠା ! ସଂପତ୍ତି ବିକି ଋଣ ଶୁଝିବ ମାର୍କଫେଡ୍ ! ଡେଙ୍ଗୁରା ବାଡ଼େଇ କରାଗଲା ଘୋଷଣା। ଋଣର ପାହାଡ଼ ତଳେ ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିମିଟେଡ୍- ମାର୍କଫେଡ୍। ଭୁବନେଶ୍ୱର ଲକ୍ଷ୍ମୀ ସାଗରରେ ମାର୍କଫେଡ୍ର ସେଇ ହତଭାଗା ମୁଖ୍ୟ କୋଠା, ଯାହାକି ଏବେ ନିଲାମୀ ଅପେକ୍ଷାରେ। ଆସନ୍ତା ଜାନୁଆରୀ ୨ରେ ଡକାଯିବ ନିଲାମୀ।
କାହାର ତ୍ରୁଟି ପାଇଁ ତଳିତଳାନ୍ତ ରାଜ୍ୟ ସରକାରଙ୍କ ଏହି ଅନୁବନ୍ଧିତ ସଂସ୍ଥା?
ଥଣ୍ଡା ଥଣ୍ଡା ପାଗରେ ଆସ ବୁଲିଯିବ ଦେଓଝର। ପାହାଡ ଉପରୁ ପଡୁଥିବ ଝରଣାର ଗଦଗଦ ପାଣି...ହାଣ୍ଡିରେ ଫୁଟୁଥିବ ମାଂସ ଝୋଳ...ଗାଧେଇ ଆସିବା ପରେ ଗରମ ଗରମ ଭାତ ସାଙ୍ଗକୁ ମାଂସ ଝୋଳ...ଓଃ ମାହୋଲ ପୂରା ଜମିଯିବ
ମାଲେସିଆରେ ୧୧ ବର୍ଷ ରହି ମାସିକ ୨ ଲକ୍ଷ ଟଙ୍କା ଦରମା ପାଉଥିବା ଆଇଟି ଇଞ୍ଜିନିୟର ସତ୍ୟ ପ୍ରବୀନ ଚାକିରି ଛାଡ଼ି ଚାଷ କରୁଛନ୍ତି ।