ଧାଡି ଧାଡି ହୋଇ ବିଭିନ୍ନ ରଙ୍ଗର ଫୁଲ ଫୁଟିଛି । କିଏ ଗଛ ସଜାଡୁଛନ୍ତି ତ କିଏ ଫୁଲକୁ ତୋଳି ବଜ଼ାରରେ ବିକ୍ରି ଲାଗି ପ୍ୟାକେଟ ବନାଉଛନ୍ତି । ନିଜଠୁ ଅଧିକା ଫୁଲକୁ ଭଲ ପାଉଥିବା ମଣିଷଟିଏ ହେଉଛନ୍ତି ଏହି ଫୁଲଚାଷୀ ସମ୍ବିତା ବୋଷ । ଆଠଗଡ଼ ଅଞ୍ଚଳ ଖମାର ନୂଆଗାଁ ଅଞ୍ଚଳରେ ତିଆରି କରିଛନ୍ତି ଏକ ଫାର୍ମ ହାଉସ ।
ପୂର୍ବରୁ ୨୦୦୮ ମସିହାରେ ଗେଣ୍ଡୁ ଫୁଲ ଚାଷକରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇସାରିଛନ୍ତି ସୁରେନ୍ଦ୍ର l ସେହିପରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ବାର ସଫଳ ଚାଷୀ ଭାବେ ତାଙ୍କୁ ପୁରସ୍କୃତ କରାଯାଇଛି ।
ଦାଦନରୁ ମିଳିଲା ମୁକ୍ତି..ନିଜେ ସ୍ୱାବଲମ୍ବୀ ସହ ଅନ୍ୟକୁ ବି ଦେଲେ ନିଯୁକ୍ତି ..ଏବେ ଯୁବକଙ୍କ ପାଇଁ ବନିଲେ ଉଦାହରଣ..
ପାଖରେ ବିଏସଏସି, ବିଇଡି ଡିଗ୍ରୀ ଥାଇ ବି ହେଲେ ମିଳୁନଥିଲା ଚାକିରି..ବେରୋଜଗାର ହୋଇ ବୁଲୁଥିଲେ.. ଚିନ୍ତା କରୁ କରୁ ଦିନେ ଉପାୟ ମିଳିଗଲା.. ଆଜି ସେ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି.. ଆଉ ନିଜ ଗାଁର ୧୦ ଜଣ ଶିକ୍ଷିତ ବେକାରୀଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି..
ମଉସାଙ୍କ ନାଁ ବାବୁରାମ ଘଡ଼େଇ। ଆଗରୁ ପନିପରିବା ଚାଷ କରି ଭଲ ଫସଲ ଫଳେଇଥିଲେ। ଆଉ ଏବେ ଶୀତ ଦିନେ ବିଲ ସାରା ଫୁଟାଇ ଦେଇଛନ୍ତି ରଙ୍ଗିନ୍ ରଙ୍ଗିନ୍ ଗେଣ୍ଡୁଫୁଲ। ବେପାର ଏତେ ଯେ ଫୁରସତ୍ ନାହିଁ। ମଉସାଙ୍କ ସାହାଯ୍ୟ କରୁଛନ୍ତି ଘର ଲୋକେ। ସ୍ଥାନୀୟ କିଛି ଯୁବକ ଯୁବତୀ ମଧ୍ୟ ଦୁଇ ପଇସା ଏଇଠୁ ରୋଜଗାର କରୁଛନ୍ତି। ଚାଲନ୍ତୁ ଦେଖିବା ତାଙ୍କ ସଫଳ ଫୁଲ ଚାଷର କାହାଣୀ।