ରାଜ୍ୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସେବା ଯୋଗାଉଥିବା ଆଉଟ୍ସୋର୍ସିଂ ସଂସ୍ଥାକୁ ‘ମୋ-ସରକାର’ ଅଧୀନକୁ ଅଣାଯାଇ ଥିବାବେଳେ ଯେଉଁ ସଂସ୍ଥା ଠିକ୍ ଭାବେ କର୍ମଚାରୀଙ୍କୁ ଦରମା ଦେବେ ସେମାନଙ୍କୁ ପୁରସ୍କୃତ କରାଯିବ।
ବାହାଘର...ଆଜିକା ସମୟରେ କେତେ ଟଙ୍କା ଯେ ଖର୍ଚ୍ଚ ହେଉଛି ତାହାର କୌଣସି ହିସାବ ନାହିଁ। ହେଲେ ଏଇ ବାହାଘର ବିନା ଯୌତୁକରେ ହେଉଛି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏଇ ବାହାଘରରେ ରାଷ୍ଟ୍ରପତିଙ୍କ ଗାଁର ଝିଅ ବି ସାମିଲ ହୋଇଥିଲେ। କନିଆଁ ଲିଲିମତୀ ଆଉ ଭୁବନେଶ୍ବର ସାଲିହା ସାହିର ଗୋବିନ୍ଦଙ୍କ ମଧ୍ୟରେ ପଡିଥିଲା ହାତଗଣ୍ଠି ।
ବିଧାନସଭାରେ ଗାଳି, ମଂଚରେ କୋଳାକୋଳି...ଆଲୋ ଇଏ କଣ? ନାନାକେ...କି ରଡି ଲୋ ବୋପା? ତାରା ଯଦି ପ୍ରଶଂସା କରିବେ ତାହାଲେ ସୂର୍ଯ୍ୟ ଆଉ ରବି କଣ କରିବେ? ମଲା ତୁ ଦେଖୁନୁ...ଖଟ ମୁଣ୍ଡାଇବା ଲୋକ, ମୁଣ୍ଡ କିଆଁ ଖଟାଉଛୁ?
ଓଡ଼ିଶାରେ ଆରମ୍ଭ ହେଲା ଭେଇକିଲ୍ ସ୍କ୍ରାପିଂ । ଦେଶରେ ଏପ୍ରିଲରେ ଆରମ୍ଭ ହେବାକୁ ଥିବା ବେଳେ ଏବେଠୁ ପ୍ରକ୍ରିୟା ଆରମ୍ଭ କରିଛି ଓଡ଼ିଶା ...
ହାତରେ ଦରଖାସ୍ତ ଧରି ଯେତେବେଳେ ଜିଲ୍ଲାପାଳଙ୍କ ଅଫିସ ପହଞ୍ଚିଲେ ଦିବ୍ୟାଙ୍ଗ ବାମନ ଯୁବତୀ.. ସମସ୍ତେ ଅବାକ ହୋଇଗଲେ..
ଇଏ କୁକୁର ନୁହେଁ ମୋ ପୁଅ। ନିଇତି ସକାଳେ ଇଡଲି ଆଉ ଖରାବେଳେ ଚିକେନ୍ ଭାତ। ସବୁଦିନ ଗାଧୋଉଛନ୍ତି, ବିପଦରୁ ମତେ ରକ୍ଷା କରୁଛନ୍ତି। ଦେଶୀ କୁକୁର ସହ ଏମିତି ଭାବଦିଆନିଆ ଦେଖି ଆପଣ ବି ହୋଇଯିବେ ଭାବୁକ...ଦେଖନ୍ତୁ କୁକୁର-ମଣିଷ ମଧ୍ୟରେ ଥିବା ସ୍ନେହ
ଆଜିକାଲି ସବୁ ଅନ୍ଲାଇନ୍ରେ ଚାଲିଛି। ଭିକାରୀମାନେ ବା କାହିଁକି ଏଥିରେ ପଛରେ ପଡିବେ। ସେମାନେ ଆଉ ଖରାରେ ନ ବୁଲି ଘରେ ବସି ଅନ୍ଲାଇନ୍ରେ ମାଗି ନେଉଛନ୍ତି ଭିକ୍ଷା। ଚିନ୍ତାରେ ସରକାର…
ବୁଝିଲୁ ନାରଣ.. ସେଇ ପୋଷ୍ଟରରେ ଆଖି ପୂରେଇ ଥା’.. ଆଲୋ ପୋଷ୍ଟରରୁ ବାହାରିକି ଟିକିଏ ଦେଖେ..
ଜଣେ ଯୋଡିଙ୍କ ହୃଦୟସ୍ପର୍ଶୀ ପ୍ରେମ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୪୩ ବର୍ଷର ବ୍ରେକଅପ୍ ପରେ, ଏହି ଯୋଡି ଏବେ ବିବାହ କରିଛନ୍ତି।
ଏତେ ସଫଳତା ପରେ ବି ସରକାରୀ ସହାୟତା ଶୂନ
ଗୋବରକୁ କଞ୍ଚାମାଲ୍ ରୂପେ ବ୍ୟବହାର କରି ମେସିନ ସାହାଯ୍ୟରେ ରୋଷେଇ ଘରର ଜାଳେଣି ପ୍ରସ୍ତୁତ କରାଯାଉଛି ।
ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ଅମଳର ଏପରି ଦୃଶ୍ୟ ଦେଖିବାକୁ ମିଳୁଛି
ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ବି ପଛରେ ପକାଇ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ତାଲିକାରେ ଆଗରେ ରହି ପୁଣି ଥରେ ବିଶ୍ୱ ମଞ୍ଚରେ ଚର୍ଚ୍ଚା ସାଉଁଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ବିଶେଷକରି ଅଭିନେତା କାହ୍ନାଙ୍କ ଦମଦାର ଅଭିନୟ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମୁଛି । ପାରିବାରିକ କାହାଣୀକୁ ନେଇ ଆଖି ତୋର, ଲୁହ ମୋର ନାଟକରେ ନାୟକ କାହ୍ନା ଓ କମେଡି କିଙ୍ଗ ବ୍ରଜ ପାଣି ଏବଂ ନାୟିକା ଟିକିନାଙ୍କ ଅଭିନୟ ଦର୍ଶକଙ୍କୁ କରୁଛି କିମିଆ....
କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍ ଜିୟା ଓ ଜହାଦ ଖୁବ୍ଶୀଘ୍ର ଘରକୁ ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ସେହି ନୂଆ ଅତିଥି ଆଉ କେହି ନୁହଁନ୍ତି। ବରଂ ସେମାନଙ୍କର ପ୍ରଥମ ସନ୍ତାନ। ଏନେଇ ଉଭୟ ସୋସିଆଲ୍ ମିଡିଆ ଜରିଆରେ ବାପା ଓ ମା’ ହେବାକୁ ଯାଉଛନ୍ତି ବୋଲି ଖୁସି ଖବର ଦେବା ସହ କିଛି ଫଟୋ ଶେୟାର କରିଛନ୍ତି…
ଦିନ ମଜୁରିଆ ଲକ୍ଷ୍ମୀ ଏକ ମହାନ କାମ କରିଛନ୍ତି। ସେ ଚାହିଁଥିଲେ ଜଣେ ଭଲ ଯୁବକଙ୍କୁ ବାହା ହୋଇ ପାରିଥାନ୍ତେ। କିନ୍ତୁ ତାଙ୍କ ପାଖକୁ ପ୍ରସ୍ତାବ ନେଇ ଆସିଥିବା ଦୃଷ୍ଟିବାଧିତ ମିଟୁଙ୍କ ହାତ ଧରିବାକୁ ସେ ନିଷ୍ପତ୍ତି ନେଲେ। ଏହି ମହାନ କାମ ପାଇଁ ତାଙ୍କ ପାଖକୁ ଛୁଟିଛି ପ୍ରଶଂସାର ସୁଅ।
ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ ଧରା ପଡ଼ିଲା ନକଲି ଡାକ୍ତର । ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନକଲି ଡାକ୍ତରଙ୍କୁ ଧରିଛନ୍ତି ଖୋଦ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ.
ବର ଜନ୍ମରୁ ଦୃଷ୍ଟି ବାଧିତ ଥିବା ଜାଣି ମଧ୍ୟ ସାତ ଜନ୍ମର ସାଥି କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବତୀ ଜଣକ । ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଦୋମୁହାଣୀ ଗ୍ରାମରେ ।
ସେ ରମାଦେବୀଙ୍କ ନିର୍ଦ୍ଦେଶରେ ଗାଁ ଗାଁ ବୁଲି ଚରଖା ଚଲାଇବା ଓ ସୂତା କଟାଇବା ଶିଖାଇଥିଲେ।
ଇଟାମାଟି ଥାନା ସୁନାଲଟିରେ ପାଇପଲାଇନ କାମ ବେଳେ ବିସ୍ଫୋରଣ
କ୍ୟାନସର ରୋଗରେ ଭେଣ୍ଡିଆ ପୁଅ। ମାଆ କୋଳରେ କାନ୍ଦି କାନ୍ଦି କହୁଛି, ମାଆଲୋ ମତେ ଭଲ କରିଦେ। ଯେଉଁ ବୟସରେ ବାପା-ମାଆଙ୍କୁ ରୋଜଗାର କରି ଖାଇବାକୁ ଦେଉଥିଲା ସେହି ବୟସରେ ପୁଅ ପାଇଁ ସାହାଯ୍ୟ ମାଗୁଛନ୍ତି ପରିବାର
ଏମିତି କେମିତି ହେଲା? ହଠାତ୍ ଅଧା ହୋଇଗଲା ଆଦାନୀଙ୍କ ସଂପତ୍ତି !!
ଇକୋ ଟଏଲେଟ୍ ତ କଲେ, ହେଲେ ଆଜିଯାଏଁ ଖୋଲିଲେନି। ଭିତରେ ଅଛି କଣ?
ମହଙ୍ଗା ପଡିଲା ପ୍ରେମ ସଂପର୍କ। ଧୋକା ଖାଇବା ପରେ ବିଜେଡି ବିଧାୟକଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଥିଲେ ପ୍ରେମିକା। ବାରମ୍ବାର ଦଉଡିବା ପରେ ବି ମାମଲା ରଖୁନଥିଲା ପୋଲିସ୍। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ମାମଲା ରଖିଲେ ଆଇଆଇସି। ପ୍ରେମିକାଙ୍କ ମାମଲାରେ ବନ୍ଧା ହେବେ କି ବିଧାୟକ?
ମୋ ବୋଉଲୋ....ଭାଇ ଏଇଟା କଣ ତୁମ ଜିମ୍ କି? ରାସ୍ତା ମଝିରେ ଏମିତି କିଆଁ ହେଉଛ? ଆଲୋ ଇଏ କଣ? ନାରଣ ତୁ ଦୂରେଇ ରହ, ନହେଲେ ଗଡିପଡିବୁ