Advertisment

ସିଏ କୁକୁର ନୁହେଁ ମୋ ପୁଅ, ଖରାବେଳେ ଇଡଲି...ଖରାବେଳେ ଚିକେନ୍‌ ଭାତ

ଇଏ କୁକୁର ନୁହେଁ ମୋ ପୁଅ। ନିଇତି ସକାଳେ ଇଡଲି ଆଉ ଖରାବେଳେ ଚିକେନ୍‌ ଭାତ। ସବୁଦିନ ଗାଧୋଉଛନ୍ତି, ବିପଦରୁ ମତେ ରକ୍ଷା କରୁଛନ୍ତି। ଦେଶୀ କୁକୁର ସହ ଏମିତି ଭାବଦିଆନିଆ ଦେଖି ଆପଣ ବି ହୋଇଯିବେ ଭାବୁକ...ଦେଖନ୍ତୁ କୁକୁର-ମଣିଷ ମଧ୍ୟରେ ଥିବା ସ୍ନେହ

author-image
Pallipuspa Samal

ଇଏ କୁକୁର ନୁହେଁ ମୋ ପୁଅ। ନିଇତି ସକାଳେ ଇଡଲି ଆଉ ଖରାବେଳେ ଚିକେନ୍‌ ଭାତ। ସବୁଦିନ ଗାଧୋଉଛନ୍ତି, ବିପଦରୁ ମତେ ରକ୍ଷା କରୁଛନ୍ତି। ଦେଶୀ କୁକୁର ସହ ଏମିତି ଭାବଦିଆନିଆ ଦେଖି ଆପଣ ବି ହୋଇଯିବେ ଭାବୁକ...ଦେଖନ୍ତୁ କୁକୁର-ମଣିଷ ମଧ୍ୟରେ ଥିବା ସ୍ନେହ

Advertisment
Feeding Stray Dogs
Advertisment
Advertisment