କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍ ଜିୟା ଓ ଜହାଦ ଖୁବ୍ଶୀଘ୍ର ଘରକୁ ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ସେହି ନୂଆ ଅତିଥି ଆଉ କେହି ନୁହଁନ୍ତି। ବରଂ ସେମାନଙ୍କର ପ୍ରଥମ ସନ୍ତାନ। ଏନେଇ ଉଭୟ ସୋସିଆଲ୍ ମିଡିଆ ଜରିଆରେ ବାପା ଓ ମା’ ହେବାକୁ ଯାଉଛନ୍ତି ବୋଲି ଖୁସି ଖବର ଦେବା ସହ କିଛି ଫଟୋ ଶେୟାର କରିଛନ୍ତି…
Published: Pallipuspa Samal
Last updated: 05 February 2023, 12:33 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।