• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

STF and police officials seize brown sugar
ସରକାରୀ କ୍ୱାଟର୍ସରେ ନିଶା ବେପାର; ଜବତ ହେଲା ୧ କିଲୋରୁ ଅଧିକ ବ୍ରାଉନସୁଗାର

ପରିଚୟ ମେକାନିକ, କିନ୍ତୁ ପ୍ରଫେସନ ପକ୍କା ନିଶା ବେପାରୀ । ରାଜଧାନୀର ପୋସ୍ ଏରିଆ ୮ ନମ୍ବର ଅଞ୍ଚଳରେ ଗ୍ୟାରେଜ୍ ଦୋକାନ ବାହାନାରେ ଧଳା ଜହର ବିକି ଏସଟିଏଫ୍ ହାବୁଡ଼ରେ ପଡ଼ିଥିବା ଇଏ ସେଇ ଅଭିଯୁକ୍ତ ।

Odia signboards on shops
ଓଡ଼ିଆ ଭାଷାରେ ଲେଖ....ଏ ନିୟମ କେବଳ ଖାତା କଲମରେ

ନିର୍ଦ୍ଦେଶ କୁ ମାନୁଛି କିଏ? ସବୁ ଆଡେ ଇଂରାଜୀରେ ହୋଡିଂ...ଦିନରେ ଘୁଙ୍ଗୁଡ଼ି ମାରୁଛି ପ୍ରଶାସନ

Puri-Howrah Vande Bharat Express
ଅଧା ବାଟରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଯାଜପୁର ବୈତରଣୀ ରୋଡ୍‌ ନିକଟରେ ବନ୍ଦେ ଭାରତ ଟ୍ରେନ୍‌ ଅଟକି ରହିଛି । କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ ଭାଙ୍ଗିଯାଇଛି ।

  • Sunday, 21 May 2023
jojanara Naa Hariloot
ମାତିଛନ୍ତି ବାଲି ମାଫିଆ ! ପଡୋଶୀ ରାଜ୍ୟକୁ ବେଧଡକ୍ ଚୋରା ଚାଲାଣ

ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାତିଛନ୍ତି ବାଲି ମାଫିଆ। ବେଆଇନ୍ ଭାବେ ନଦୀ ଘାଟରୁ ବାଲି ଆଣି ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଛି।

pension
ବାବୁ ମତେ ୧୦୦ ଛୁଇଁଲାଣି, ଭତ୍ତା କେବେ ପାଇବି?

୬୦ ନୁହେଁ ୧୦୦ ଛୁଇଁଲାଣି ବାବୁ, ଏତେ ଥର ଗୁହାରି କଲି କିନ୍ତୁ କେହି ଶୁଣିଲେନି । ଆଉ କେତେ ଗୁହାରି କରିବି? କେତେ ନେହୁରା ହେବି? ଭତ୍ତା ପାଇଁ ଦହଗଞ୍ଜ ହେଉଛନ୍ତି ସ୍ୱାମୀ ପରିତ୍ୟକ୍ତା ମହିଳା

 rare species of squirrel
ବିରଳ ପ୍ରଜାତିର ନାଲି ଗୁଣ୍ଡୁଚି ଉଦ୍ଧାର, ହୋଟେଲ୍ ମାଲିକ ଅଟକ

କେବେ ଦେଖିଛନ୍ତି କି ନାଲି ଗୁଣ୍ଡୁଚି ମୂଷା ? ଏକ ଢ଼ାବାରୁ ଏଭଳି ପ୍ରଜାତିର ମୂଷା ଉଦ୍ଧାର ହୋଇଛି ।

  • Sunday, 21 May 2023
News Fuse
ହାତୀକୁ ହୋମିଓପାଥି...ଗୋଡେଇଲା ବେଳେ ଦୌଡୁଛ କିଆଁ?

ହାତୀ ଯାଉଥିଲା ତା’ ରାସ୍ତାରେ, ବାଡି ପଥର ପକେଇଲେ ବୋଲି...ରାଗିଗଲା ହାତୀ...ପାଦରେ ଦେଲା ମକଚି

NHAI World Record
ମାତ୍ର ୧୦୦ ଘଣ୍ଟାରେ ୧୦୦ କିମି ରାସ୍ତା ତିଆରି କରିଦେଲା NHAI

୧୦୦ ଘଣ୍ଟାରେ ୧୦୦ କିମିରୁ ଅଧିକ ରାସ୍ତା ତିଆରି କରିଦେଲା NHAI । ଏତେ କମ୍‌ ସମୟରେ ଏତେ ଅଧିକ କିମିର ରାସ୍ତା ହୋଇଥିବାରୁ ସବୁଆଡୁ ମିଳିଲା ପ୍ରଶଂସା

Vande Bharat Express
ବନ୍ଦେ ଭାରତ ମେନ୍ୟୁରେ ମିଳୁଛି କ’ଣ?

ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ । ମେନ୍ୟୁରେ କଣ ରହିଛି ଖାଇବା? ରେଟ୍‌ ଜାଣିଛନ୍ତି ତ?

Savitri Brata
ସ୍ୱାମୀ ପର କରିଦେଉ...ପିଣ୍ଡରେ ପ୍ରାଣ ଥିବା ଯାଏଁ ଆମେ କରୁଥିବୁ ସାବିତ୍ରୀ

ସ୍ୱାମୀ ପର କରିଦେଉ...ଆମକୁ ନପଚାରୁ...ଆମେ ତାଙ୍କୁ କେବେ ଭୁଲିପାରିବୁନି । ପିଣ୍ଡରେ ପ୍ରାଣ ଥିବା ଯାଏଁ ଆମେ କରୁଥିବୁ ସାବିତ୍ରୀ

Savitri Brata
ସ୍ୱାମୀ ପର କରିଦେଉ...ପିଣ୍ଡରେ ପ୍ରାଣ ଥିବା ଯାଏଁ ଆମେ କରୁଥିବୁ ସାବିତ୍ରୀ

ସ୍ୱାମୀ ପର କରିଦେଉ...ଆମକୁ ନପଚାରୁ...ଆମେ ତାଙ୍କୁ କେବେ ଭୁଲିପାରିବୁନି । ପିଣ୍ଡରେ ପ୍ରାଣ ଥିବା ଯାଏଁ ଆମେ କରୁଥିବୁ ସାବିତ୍ରୀ

jojanara Na Hariloot
ପ୍ରଖର ସ୍ରୋତରେ ଧୋଇଯିବ ଆଡ଼ିବନ୍ଧ ! ତଥାପି ଠିକାଦାରଙ୍କ ମନମାନିରେ ଚାଲିଛି କାମ

ଅଣ ମୌସୁମୀରେ ଅଣ ଜଳସେଚିତ ଜମିରେ ଚାଷୀଙ୍କୁ ବର୍ଷସାରା ପାଣି ଯୋଗାଇ ଦେବାକୁ ବାଙ୍କି ବ୍ଲକର ଜୁଣିଆ ନାଳ ଗୌଡଛେଲିଠାରେ ଚେକଡ୍ୟାମ୍ ନିର୍ମାଣ ଚାଲିଛି। ତେବେ ଠିକାଦାରଙ୍କୁ ସୁହାଇବା ଭଳି ସ୍ଥାନରେ ଆଡ଼ିବନ୍ଧ ନିର୍ମାଣ ହେବା ଏବଂ ଠିକାଦାରଙ୍କ ମନମାନିରେ ଢଳେଇ ହେଉଥିବା ଅଭିଯୋଗ ଆସିଛି।

Siddaramaiah,
୫ ବର୍ଷ ପାଇଁ କର୍ଣ୍ଣାଟକରେ ରାଜ୍‌ କରିବ ସିବ୍ଦୁ !

କର୍ଣ୍ଣାଟକରେ ପୁଣି କଂଗ୍ରେସ୍‌ର ରାଜ୍‌ । ଯେଉଁଠି ବଡବଡ ନେତା ଆଣ୍ଠେଇଛନ୍ତି, ସେଇଠି ସିବ୍ଦ୍‌ କ୍ଷମତାରେ ରହିଛନ୍ତି...ବିଜୟ ଯେମିତି ୟାଙ୍କ ସାଥୀ

Vande Bharat Express
ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ ମେନ୍ୟୁରେ କି ଖାଇବା ମିଳୁଛି? ରେଟ୍‌ କେତେ?

ବନ୍ଦେ ଭାରତ ଏକ୍ସପ୍ରେସ୍‌..ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କାରଣ ଏହାର ଭଡା ଅନ୍ୟ ଟ୍ରେନ୍‌ଠାରୁ ଭିନ୍ନ...ଏମିତିକି ବହୁ ଅଧିକ । ରେଲୱେ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ହାୱଡା-ପୁରୀ ମଧ୍ୟରେ ଚେୟାର କାର୍‌ ଟିକେଟ୍‌ ୧୨୬୫ ଟଙ୍କା ଓ ଏକ୍‌ଜିକ୍ୟୁଟିଭ୍ ଚେୟାର ଟିକଟ ୨୪୨୦ ଟଙ୍କା ରହିଛି ।

medical services
ଭୟଙ୍କର ସ୍ଥିତି ! ଅନ୍ଧାରରେ ଦିଦି ଦେଇଦେଲେ ଇଞ୍ଜେକସନ୍‌

ଅନ୍ଧାରୀ ଚିକିତ୍ସା ! କିଟିମିଟି ଅନ୍ଧାର, ଜଳୁନି ଲାଇଟ୍‌...ଦିଦି ଆସିଲେ, ଇଞ୍ଜେକସନ୍‌ ଫୋଡିଲେ

Man paints chicken green
କୁକୁଡା ଦେହରେ କଲର ମାରି କରିଦେଲେ ଶୁଆ !

କି ବୁଦ୍ଧି ! କୁକୁଡାକୁ ରଙ୍ଗ ମାରି କରିଦେଲେ ଶୁଆ...ପୁଣି ଦାମ୍‌ କହିଲେ ୭ ହଜାର । ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ

Bhubaneswar man gets Rs 7.9 crore electricity bill
ଆଶ୍ଚର୍ଯ୍ୟ ! ! ! ମାସକରେ ଆସିଲା ୭ କୋଟିରୁ ଅଧିକ ଟଙ୍କାର ବିଦ୍ୟୁତ୍‌ ବିଲ୍‌

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ରାଜଧାନୀ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଛି ୭ କୋଟି ୯୦ ଲକ୍ଷ ୩୫ ହଜାରରୁ ଅଧିକ ଟଙ୍କାର ବିଦ୍ୟୁତ୍‌ ବିଲ୍। ତା’ବି ପୁଣି ସ୍ମାର୍ଟ ମିଟର ଜରିଆରେ। 

Girl missing from Mundali bridge
ମୁଣ୍ଡଳି ବ୍ୟାରେଜରୁ କଲେଜ ଛାତ୍ରୀ ନିଖୋଜ, ବ୍ରିଜ୍‌ ଉପରୁ ମିଳିଲା ସ୍କୁଟି...

ପୁଣି ମୁଣ୍ଡଳି ବ୍ୟାରେଜରୁ ଯୁବତୀ ନିଖୋଜା ମୁଣ୍ଡଳି ବ୍ୟାରେଜ ଉପରେ ସ୍କୁଟି ରଖି ଯୁବତୀ ଜଣକ ପାଣିକୁ ଡେଇଁଥିବା ସନ୍ଦେହ କରି ପୋଲିସ୍ ଖୋଜାଖୋଜି କରୁଛି।

  • Sunday, 21 May 2023
 Zero Shadow Day
ଆଜି ଦିନ ୧୧ଟା ୪୩ ମିନିଟ୍‌ରେ ହଜି ଯିବ ନିଜ ଛାଇ

ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ବର୍ଷର ୩୬୫ ଦିନ ମଧ୍ୟରୁ ଏଭଳି ୨ ଦିନ ରହିଛି ଯେଉଁ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରହିବ। ସେହି ସମୟରେ ଆମ ନିଜ ଛାଇ ଆଉ ଦେଖାଯିବ ନାହିଁ।

  • Sunday, 21 May 2023
STA directs bus owners to display information including distance inside buses
ପରିବହନ ବିଭାଗର ନିର୍ଦ୍ଦେଶ: ବସ୍‌ରେ ଲେଖ- କେତେ ଦୂରକୁ କେତେ ଭଡ଼ା

ବେଆଇନ ଭାବେ ବସ୍ ଭଡ଼ା ଆଦାୟ ନେଇ ଓଟିଭିରେ ଖବର ପ୍ରସାରଣ ପରେ ପରିବହନ ବିଭାଗ ଏହି ଚିଠି ଲେଖିଛି।

  • Saturday, 20 May 2023
  • STA
Khurda Road-Bolangir
ସୋନପୁରକୁ ଛୁଇଁଲା ରେଳ ଲାଇନ୍‌

ସୋନପୁରକୁ ଛୁଇଁଲା ରେଳ ଲାଇନ୍‌ । ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗିର ବିଛୁପାଲି ଯାଏଁ ଗଡୁଥିଲା, ହେଲେ ଏବେ ସୋନପୁରର ଝାରତରଭା ଯିବ ଟ୍ରେନ୍‌

Commissionerate Police
ଏଣିକି ଗଡ଼ବଡ଼ କଲେ ଆଉ ଖସି ପାରିବେନି, ଆକାଶମାର୍ଗରୁ ସନ୍ଦିଗ୍ଧ ବ୍ୟକ୍ତି ଓ ଗାଡ଼ି ଉପରେ ରହିବ ନଜର..

ରାଜଧାନୀ ଭୁବନେଶ୍ୱରକୁ ଜଗିବ ପୋଲିସ୍‌ ଡ୍ରୋନ୍‌। ଏଥର ଆକାଶ ମାର୍ଗରୁ ପାଟ୍ରୋଲିଂ କରିବ କମିଶନରେଟ ପୋଲିସ୍‌। ଡ୍ରୋନ୍‌ ଉଡ଼ାଇ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିବ ପୋଲିସ୍‌।ରାଜଧାନୀରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡ଼ି ଉପରେ ଆକାଶମାର୍ଗରୁ ନଜର ରଖିବାକୁ ଏଭଳି ଡ୍ରୋନ୍‌ ପାଟ୍ରୋଲିଂ ଆରମ୍ଭ କରିବାକୁ ଯାଉଛି କମିଶନରେଟ ପୋଲିସ

Dhenkanal DHH
ଚେଇଁ ଶୋଇଛି ସ୍ୱାସ୍ଥ୍ୟ ବିଭାଗ : ଏସି ଚାଲୁନି କି ଲିଫ୍ଟ କାମ କରୁନି

୨୦୧୮ରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦିନଠୁ ଏଠାରେ ମୋଟ ୨୨୭ଟି ଏସି ଲାଗିଥିଲା । ସେଥିରୁ ରୋଗୀସେବା ପାଇଁ ୧୭୫ଟି ଉଦ୍ଦିଷ୍ଟ ଥିଲା । ଆଉ ଏବେ ସେଥିରୁ ୧୨୫ ଅଚଳ ହୋଇ ପଡିଛି । ଏପରିକି ପ୍ରସୂତି ୱାର୍ଡ, ଆଉଟଡୋର, ଇଂଜେକସନ ରୁମ ସମେତ ମେଡିସିନ ବଣ୍ଟନ ପ୍ରକୋଷ୍ଠରେ ବି ଏସି କାମ କରୁନି।

torch light
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ଧାରୀ ଚିକିତ୍ସା : ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀ ସେବା

ବରଗଡ଼ ସହର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର

know how to keep yourself safe from WhatsApp scams
ଭୁଲ୍‌ରେ ହ୍ୱାଟ୍ସଆପ୍‌ରେ ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ନାହିଁ, ଜାଣନ୍ତୁ କେମିତି ଠକାମିରୁ ବର୍ତ୍ତିବେ...

ଠକମାନଙ୍କ କବଳରୁ ବର୍ତ୍ତିବା ପାଇଁ WhatsApp ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ୟୁଜର୍ସ ମଧ୍ୟ ଜାଣିବା ଦରକାର କିଭଳି ସ୍କାମ୍‌ରୁ ବର୍ତ୍ତିବେ ଓ ନିଜ  ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ସୁରକ୍ଷିତ ରଖିବେ।

  • Saturday, 20 May 2023