୬୦ ନୁହେଁ ୧୦୦ ଛୁଇଁଲାଣି ବାବୁ, ଏତେ ଥର ଗୁହାରି କଲି କିନ୍ତୁ କେହି ଶୁଣିଲେନି । ଆଉ କେତେ ଗୁହାରି କରିବି? କେତେ ନେହୁରା ହେବି? ଭତ୍ତା ପାଇଁ ଦହଗଞ୍ଜ ହେଉଛନ୍ତି ସ୍ୱାମୀ ପରିତ୍ୟକ୍ତା ମହିଳା
Published By: Pallipuspa Samal
Last updated: 21 May 2023, 01:56 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।