ସ୍ୱାମୀ ପର କରିଦେଉ...ଆମକୁ ନପଚାରୁ...ଆମେ ତାଙ୍କୁ କେବେ ଭୁଲିପାରିବୁନି । ପିଣ୍ଡରେ ପ୍ରାଣ ଥିବା ଯାଏଁ ଆମେ କରୁଥିବୁ ସାବିତ୍ରୀ
Published By: Pallipuspa Samal
Last updated: 21 May 2023, 12:46 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।