Advertisment

ଛାଇ-ଆଲୁଅର ଅଦ୍ଭୁତ ଖେଳ; ୨ ମିନିଟ୍ ପାଇଁ ପିଛା ଛାଡ଼ିଦେଲା ଛାଇ

ଛାଇ-ଆଲୁଅର ଅଦ୍ଭୁତ ଖେଳ । ସକାଳୁ ଛାଇ ଥିଲା, ମଧ୍ୟାହ୍ନରେ ଉଭେଇଗଲା । ଦୁଇ ମିନିଟ୍ ପାଇଁ ଭୁବନେଶ୍ୱର ପାଲଟିଲା ଛାୟାଶୂନ୍ୟ ସହର । ଆଉ ଏ ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବାକୁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ହୋଇଥିଲା ସ୍ୱତନ୍ତ୍ର ଆୟୋଜନ ।

author-image
Sarbeswar