• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Bahanaga school where bodies were kept reopens with new classrooms
ଆଜିଠୁ ଖୋଲିଲା ବାହାନଗା ସ୍କୁଲ୍, ଟ୍ରେନ୍ ଟ୍ରାଜେଡି ପରେ ସ୍କୁଲରେ ମୃତଦେହ ରଖାଯାଇଥିଲା...

ଆଜି ଖୋଲିଲା ବାହାନଗା ସ୍କୁଲ୍ । ନୂତନ ଶ୍ରେଣୀଗୃହ ନିର୍ମାଣ ପରେ ଆଜି ପୁଣି ଥରେ ସ୍କୁଲ୍ ଖୋଲିଛି । ଟ୍ରେନ୍ ଟ୍ରାଜେଡି ପରେ ସ୍କୁଲରେ ମୃତଦେହ ସବୁ ରଖାଯାଇଥିଲା ।

  • Wednesday, 21 June 2023
BeMC Mayor relishes ice-cream, pitha during Raja festival
ପିଠା ପ୍ରିୟ ନେତା

ହଇରେ ନାରଣ କ’ଣ ଖାଇବୁ କହ..ପିଠା, ମିଠା ନା କଦଳୀ..? ମେୟର ଖାଇଲେ ଆଇସକ୍ରିମ୍, ସାଂସଦ ଖାଇଲେ କଦଳୀ...

  • Wednesday, 21 June 2023
Andhra Pradesh again tries to intrude in Odisha region, this time in Gajapati
ଓଡ଼ିଶା ସୀମାରେ ଆନ୍ଧ୍ରରେ ଦାଦାଗିରି

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧିନସ୍ଥ ଗଙ୍ଗାବାଡ ପଞ୍ଚାୟତର ଅଧିକାଂଶ ଗାଁକୁ ନିଜ କବ୍‌ଜାକୁ ନେବାକୁ ଦୀର୍ଘ ଦିନ ହେଲା ପ୍ରୟାସ କରିଆସୁଛି ଆନ୍ଧ୍ର...

  • Wednesday, 21 June 2023
Elephant Menace
ଗାଁରେ ବୁଲୁଛନ୍ତି ଜଙ୍ଗଲୀ ହାତୀ; କେଉଁଠି ଲୋକଙ୍କୁ ମାରିଲେଣି ତ କେଉଁଠି ଘର ଦ୍ୱାର ଭାଙ୍ଗିଲେଣି

ସମ୍ବଲପୁର ଏବଂ ଅନୁଗୁଳର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ।

Yojna
ମୂଳରୁ ପୋଖରୀ ନାହିଁ...ପୁନରୁଦ୍ଧାର ନାଁରେ ବିଲ୍‌ ହେଲା ୮ ଲକ୍ଷ

ପଡିଆକୁ କରିଦେଲେ ପୋଖରୀ, ଲୁଟି ନେଲେ ୮ ଲକ୍ଷ ଟଙ୍କା । ସତ ଜାଣିବା ପରେ ଗାଁ ଲୋକ କଲେ ବିରୋଧ।

  • Tuesday, 20 June 2023
  • Aska
Bahubali samosa
ସିଙ୍ଗଡ଼ା ଖାଇଲେ ମିଳୁଛି ୭୧ ହଜାର ପୁରସ୍କାର

ବାହୁବଳି ସିଙ୍ଗଡ଼ାକୁ ନେଇ ଏବେ ଭାରି ଚର୍ଚ୍ଚା । ୩୦ ମିନିଟ୍‌ରେ ଯିଏ ୟାକୁ ଖାଇଦେବ...ତାକୁ ସାଙ୍ଗେ ସାଙ୍ଗେ ମିଳିବ ୭୧ ହଜାର ନଗଦ ପୁରସ୍କାର

old age home
ପର କରିଦେଲେ ପୁଅ-ବୋହୂ : ବୃଦ୍ଧାଶ୍ରମରୁ ଆଶୀର୍ବାଦ ଦେଉଛନ୍ତି ବାପା

ଇଏ ବି ଜଣେ ବାପା । ପିଲାଙ୍କୁ ମଣିଷ କରିବାକୁ ନିଜେ ଭୋକରେ ରହୁଥିଲେ...ଏବେ ସେହି ପିଲା ୟାଙ୍କୁ ପର କରିଦେବାରୁ ବୃଦ୍ଧାଶ୍ରମ ହିଁ ଏମାନଙ୍କର ଠିକଣା । ଏତେ କଷ୍ଟରେ ଥିଲେ ବି ପୁଅ ବୋହୂଙ୍କ ବିପକ୍ଷରେ ପଦେ କହୁନାହାନ୍ତି...ବରଂ ଆଶ୍ରମରୁ ଦେଉଛନ୍ତି ଆଶୀର୍ବାଦ

renovation of ‘non-existing’ pond
ମୂଳରୁ ପୋଖରୀ ନାହିଁ...ପୁନରୁଦ୍ଧାର ନାଁରେ ବିଲ୍‌ ହେଲା ୮ ଲକ୍ଷ

ପଡିଆକୁ କରିଦେଲେ ପୋଖରୀ, ଲୁଟି ନେଲେ ୮ ଲକ୍ଷ ଟଙ୍କା । ସତ ଜାଣିବା ପରେ ଗାଁ ଲୋକ କଲେ ବିରୋଧ

Visually impaired man
“ ଜଗା ମତେ ଆଖି ଦେଇନି...ପରିବାର ଚଳେଇବାକୁ କଳା ଦେଇଛି”

ଦୃଷ୍ଟିବାଧିତ ହେବା ପରେ ବି ହାର୍‌ ମାନି ନାହାନ୍ତି । ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି....ଗୀତ ଗାଇ ରୋଜଗାର କରୁଛନ୍ତି ଟଙ୍କା । କହୁଛନ୍ତି, ଆଖି ଥିଲେ କେବଳ ରୋଜଗାର କରିବା ସମ୍ଭବ ଭାବିବା ଭୁଲ୍‌

Similipal forester killing
ପ୍ରତୀକାତ୍ମକ ଧର୍ମଘଟରେ ବନ କର୍ମଚାରୀ: ଡ୍ୟୁଟିରେ ଥାଇ ବି ଜଙ୍ଗଲରେ ଫୁଟ୍ ପାଟ୍ରୋଲିଂକୁ ବର୍ଜନ

ଅସୁରକ୍ଷା ପ୍ରତିବାଦରେ ପ୍ରତୀକାତ୍ମକ ଧର୍ମଘଟରେ ବନ କର୍ମଚାରୀ। ସଂକଟରେ ଜଙ୍ଗଲ ସୁରକ୍ଷା। ବନ କର୍ମଚାରୀ ମାନେ ଆଜିଠୁ ଜଙ୍ଗଲ ଭିତରେ ପାଟ୍ରୋଲିଂକୁ ବଏକଟ୍ କରିଛନ୍ତି। ଫଳରେ ପରିଣାମ ସ୍ବରୂପ ଶିକାରୀଙ୍କ ପ୍ରାଦୁର୍ଭାବ ଆହୁରି ବଢ଼ିବ ଓ ଜଙ୍ଗଲ ଉଜୁଡ଼ିଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ଏପଟେ ପିସିସିଏଫ୍ କହିଛନ୍ତି, ବନ କର୍ମଚାରୀଙ୍କ ଦାବି ଉପରେ ସରକାର ବିଚାର କରୁଛନ୍ତି। ହେଲେ ମନ୍ତ୍ରୀଙ୍କ ଅଜବ ଯୁକ୍ତି ଲିଖିତ ଦାବି ଆସିଲେ ପଦକ୍ଷେପ ନିଆଯିବ।

forest department performing stage protest
ପ୍ରତୀକାତ୍ମକ ଧର୍ମଘଟରେ ବନ କର୍ମଚାରୀ: ଡ୍ୟୁଟିରେ ଥାଇ ବି ଜଙ୍ଗଲରେ ଫୁଟ୍ ପାଟ୍ରୋଲିଂକୁ ବର୍ଜନ

ବନ କର୍ମଚାରୀଙ୍କ ଆନ୍ଦୋଳନ ପରେ ଏବେ ସଙ୍କଟରେ ଜଙ୍ଗଲ। ବିପଦରେ ବନ୍ୟଜନ୍ତୁ। ଏମିତିକି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେଣି ବନ୍ୟପ୍ରାଣୀ ବିଶେଷଜ୍ଞ।

Bahanaga train tragedy
ବାହାନଗା ଟ୍ରେନ୍ ଟ୍ରାଜେଡି; ସିଗ୍‌ନାଲ JEଙ୍କ ଘର ସିଲ୍

JEଙ୍କ ଭଡ଼ା ଘର କିଏ ସିଲ୍ କଲା ଓ କାହିଁକି ସିଲ୍‌ କଲା ତାହା ଜଣାପଡ଼ିନାହିଁ । ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ କିଛି ଦିନ ହେଲା ସିଗ୍‌ନାଲ JE ଅନୁପସ୍ଥିତ ଥିବା ସୂଚନା ରହିଛି ।

Hidden camera in hotel rooms
ହୋଟେଲ୍‌ ରୁମ୍‌ରେ ସିକ୍ରେଟ୍‌ କ୍ୟାମେରା ଲାଗିଛି କି ନାହିଁ, କେମିତି ଜାଣିବେ...

କିଛି ହୋଟେଲ୍‌ ରୁମ୍‌ରେ ସିକ୍ରେଟ୍‌ କ୍ୟାମେରା ଲାଗିଥିବା ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ୟାମେରା ଜରିଆରେ ଲୋକଙ୍କ ବ୍ୟକ୍ତିଗତ ଫଟୋ ଓ ଦୃଶ୍ୟ ସବୁ ରେକର୍ଡ କରାଯାଇଥାଏ ଓ ପରେ ସେମାନଙ୍କୁ ବ୍ଲାକ୍‌ମେଲିଂ କରାଯାଇ ଟଙ୍କା ଆଦାୟ କରିଥାନ୍ତି କିଛି ଅସାଧୁ ପ୍ରକୃତିର ଲୋକ।

  • Monday, 19 June 2023
Dangerous Koraput Rayagada Railway Track
ଓଡ଼ିଶାର ଏହି ରେଳପଥରେ ରହିଛି ବାହାନଗା ଟ୍ରାଜେଡି ଭୟ ! କେତେବେଳେ ବି କିଛି ଘଟିପାରେ...

୧୬୪ କି.ମି. ଲମ୍ବ କୋରାପୁଟ-ରାୟଗଡ଼ା ରେଳପଥ। ପ୍ରକୃତି କୋଳରେ ରେଳଯାତ୍ରା ଯେତିକି ରୋମାଞ୍ଚକର ଅନୁଭୂତି ଦେଇଥାଏ, ସେତିକି ପାଦେ ପାଦେ ବିପଦ ମଧ୍ୟ ରହିଛି।

  • Monday, 19 June 2023
wild elephant creates havoc in kalahandi
ସହରରେ ବୁଲୁଛି ମଣିଷମରା ହାତୀ, ଭୟଭୀତ ଲୋକେ...

ସହରରେ ପଶିଲା ମଣିଷମରା ହାତୀ। ଆତଙ୍କରେ ଥରହର ସହରବାସୀ। ଧର୍ମଗଡ଼ ସହରରେ ଅଚାନକ ହାତୀ ବୁଲୁଥିବା ଦେଖାଯିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Similipal
ଶିକାରୀ ଗୁଳିରେ ଦୁଇ ମୁଣ୍ଡ ଗଡ଼ିବା ପରେ ବନ କର୍ମଚାରୀ କ୍ଷୁବ୍ଧ, ମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ

ସୁରକ୍ଷା ନମିଳିଲେ ଆନ୍ଦୋଳନ ପାଇଁ ସଂଘର ଧମକ । ୫ ଦଫା ଦାବି ନେଇ ଆସନ୍ତାକାଲିଠାରୁ ଆନ୍ଦୋଳନ ।

  • Sunday, 18 June 2023
Puri Gajapati Maharaja
ଗଜପତି ମହାରାଜାଙ୍କ ଚାରି ଯଜ୍ଞ ପରିକଳ୍ପନା,ଶ୍ରୀମନ୍ଦିର ଚାରିପଟେ ଆଧ୍ୟାତ୍ମିକ ପରିବେଶ ଉପରେ ଗୁରୁତ୍ୱ

ଜଗନ୍ନାଥ ହେରିଟେଜ୍ ମ୍ୟୁଜିୟମ୍ ନିର୍ମାଣ ପ୍ରସ୍ତାବ , ସାଧୁ ସନ୍ଥଙ୍କ ଠାରୁ ନିତ୍ୟ ପ୍ରବଚନ କାର୍ଯ୍ୟକ୍ରମ

Mirror writing gives new identity to vegetable seller in Ganjam
ଅଜବ ଖିଆଲି ମଣିଷ; ଓଲଟାରେ ନିର୍ଭୁଲ ଓଡ଼ିଆ ଲେଖି ଚର୍ଚ୍ଚାରେ ବିଜୟ

ଲେଖା ଓଲଟା ହେଲେ ବି ଅକ୍ଷର, ବନାନ କିମ୍ବା ଭାବ କି ଭାଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ନିର୍ଭୁଲ ଥାଏ । ତାଙ୍କ ଲେଖା ପଢ଼ିବାକୁ ହେଲେ ଟିକେ ଅକଲ ଖର୍ଚ୍ଚ କରିବାକୁ ପଡ଼େ ।

  • Sunday, 18 June 2023
Mirror writing gives new identity to vegetable seller in Ganjam
ଅଜବ ଖିଆଲି ମଣିଷ; ଓଲଟାରେ ନିର୍ଭୁଲ ଓଡ଼ିଆ ଲେଖି ଚର୍ଚ୍ଚାରେ ବିଜୟ

ଲେଖା ଓଲଟା ହେଲେ ବି ଅକ୍ଷର, ବନାନ କିମ୍ବା ଭାବ କି ଭାଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ନିର୍ଭୁଲ ଥାଏ । ତାଙ୍କ ଲେଖା ପଢ଼ିବାକୁ ହେଲେ ଟିକେ ଅକଲ ଖର୍ଚ୍ଚ କରିବାକୁ ପଡ଼େ ।

  • Sunday, 18 June 2023
Water Probelm
ଭୟଙ୍କର ସ୍ଥିତି: ଦିନକୁ ଘଣ୍ଟାଏ ପାଇଁ ବାହାରୁଛି ପାଣି

ଗଡିଆ, ପୋଖରୀ ସବୁ ଶୁଖିଯାଇଛି । ନଳକୂଅ ଥିଲେ ବି ଅଧା କାମ କରୁନି...ଯେଉଁଟା କାମ କରୁଛି ସେଥିରୁ ଦିନରେ ମାତ୍ର ଘଣ୍ଟାଏ ବାହାରୁଛି ପାଣି । ବାହାଘରଠୁ ସୁଧଘର କାମ ପାଇଁ ହଇରାଣ ହେଉଛନ୍ତି ଲୋକେ

Nuapada Farmer
ଚାଷୀ ଭାଇଙ୍କ ଲାଗି ବଡ଼ ଖବର : ଏଣିକି ଘରେ ପହଞ୍ଚିବ ବିହନ

ଆଉ ଟେନ୍‌ସନ୍‌ ନାହିଁ । ଏଣିକି ବିହନ ଲାଗି କାଟିବାକୁ ପଡ଼ିବନି ସରକାରୀ ଦପ୍ତର ଚକ୍କର...ଘର ଦୁଆର ମୁହଁରେ ଉନ୍ନତମାନର ବିହନ ପହଞ୍ଚାଉଛି ପ୍ରଶାସନ

  • Sunday, 18 June 2023
  • Paddy
Similipal
ବନ ବିଭାଗ କର୍ମଚାରୀ-ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁହାଁମୁହିଁ

ମାସକ ମଧ୍ୟରେ ଦୁଇ ବନ କର୍ମଚାରୀଙ୍କୁ ହତ୍ୟା ମାମାଲାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି ।

Puri Ratha Jatra: Traffic Route Chart Released
ରଥଯାତ୍ରାରେ ପୁରୀ ଆସୁଛନ୍ତି କି ? ଜାଣନ୍ତୁ କେଉଁଠି ଗାଡ଼ି ପାର୍କିଂ କରିବେ...

ପୁରୀ ରଥଯାତ୍ରା ପାଇଁ ଟ୍ରାଫିକ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁରୀକୁ ୩ ଭାଗରେ ବିଭକ୍ତ କରାଯାଇଛି। ୧୪ଟି ସେକ୍ଟର ଓ ୨୯ଟି ଜୋନ୍‌ରେ ବିଭକ୍ତିକରଣ କରାଯାଇଛି। 

Jojanara Na hariloot
ଚାଷୀଙ୍କ ଜମିରେ ମାଟି ମୁଠାଏ ପଡିନି, ଉନ୍ନତୀକରଣ ନାଁରେ ଲକ୍ଷ ଲକ୍ଷ ହଡପ୍‌

ଗଞ୍ଜାମ ଭଂଜନଗର ବ୍ଲକ ମୁଦୁଲିପଲ୍ଲୀ ପଞ୍ଚାୟତରେ ଚାଷୀମାନଙ୍କ ଜମିର ଉନ୍ନତୀକରଣ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ଆସିଥିଲା ୧୫ ଲକ୍ଷ ଟଙ୍କା ଅନୁଦାନ।

Odisha Train Mishap
ଏଇ ମେଡିକାଲ ଖୋଲାଥିଲେ ଏତେ ସଂଖ୍ୟାରେ ମରିନଥାଆନ୍ତେ ଲୋକ?

କେବଳ ଦୁର୍ଘଟଣା ପାଇଁ ଖୋଲିଥିଲା ଏହି ମେଡିକାଲ । ହେଲେ ଭିତ୍ତିଭୂମିର ବିକାଶ ନହେବାରୁ କାମରେ ଆସୁନି ସ୍ୱାସ୍ଥ୍ୟକେନ୍ଦ୍ର । ଯଦି ଶୁକ୍ରବାର ଦିନ ଏଇ ମେଡିକାଲ ଖୋଲାଥାଆନ୍ତା ତାହାଲେ ଏତେ ସଂଖ୍ୟାରେ ଲୋକ ମରିନଥାଆନ୍ତେ