Advertisment

ପର କରିଦେଲେ ପୁଅ-ବୋହୂ : ବୃଦ୍ଧାଶ୍ରମରୁ ଆଶୀର୍ବାଦ ଦେଉଛନ୍ତି ବାପା

ଇଏ ବି ଜଣେ ବାପା । ପିଲାଙ୍କୁ ମଣିଷ କରିବାକୁ ନିଜେ ଭୋକରେ ରହୁଥିଲେ...ଏବେ ସେହି ପିଲା ୟାଙ୍କୁ ପର କରିଦେବାରୁ ବୃଦ୍ଧାଶ୍ରମ ହିଁ ଏମାନଙ୍କର ଠିକଣା । ଏତେ କଷ୍ଟରେ ଥିଲେ ବି ପୁଅ ବୋହୂଙ୍କ ବିପକ୍ଷରେ ପଦେ କହୁନାହାନ୍ତି...ବରଂ ଆଶ୍ରମରୁ ଦେଉଛନ୍ତି ଆଶୀର୍ବାଦ

author-image
Pallipuspa Samal
ଅଦ୍ୟତନ ହୋଇଛି

Old Age Home
Advertisment
Advertisment