୨୦୧୬ରୁ ଏଭଳି ଅଚଳ ହୋଇ ପଡି ରହିଛି.. ଖାଲିଟାରେ ବସି ବସି ଦରମା ନେଉଛନ୍ତି ୩ ଷ୍ଟାଫ୍.. ମରାମତି ନାଁରେ ପୁଳା ପୁଳା ଟଙ୍କା ଚଳୁ ଅଭିଯୋଗ.. ସେପଟେ ଉଚ୍ଚ ଦରରେ ଘରୋଇ ବୋଟ୍ ଭଡାରେ ନେଇ କାମ ଚଳାଉଛି ବିଭାଗ..
Published By: Sarbeswar
Last updated: 07 July 2023, 08:33 PM IST
କାହାର ୮୧ ଦିନ, ତ କାହାର ୫୨ ଦିନରେ ଆସୁଛି ବିଜୁଳି ବିଲ୍.. ବର୍ଷକୁ ୧୨ଟି ବଦଳରେ ଆସୁଛି ୬ଟି କିମ୍ବା ୮ଟି ବିଲ୍.. ବିଜୁଳି ବିଲ୍ ଦେଖି ଗରିବଙ୍କ ଆଖି ଟେରା..ବିଦ୍ୟୁତ୍ ଉପଭୋକ୍ତାଙ୍କ ସହ ହେଉଛି ସାଂଘାତିକ ଧୋକାବାଜି.. ଓଟିଭି ହାତରେ ଲାଗିଛି ଏହି ଚଞ୍ଚକତାର ଠୋସ ପ୍ରମାଣ..