/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688620882.jpg)
Sevayat Dies
ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ ହୋଇଛି । ମୃତ ଭୋଇ ସେବକଙ୍କ ନାଁ ନକୁଳ ଭୋଇ । ବାହୁଡ଼ା ଦିନ ରଥଟଣା ବେଳେ ସେ ଗୁରୁତର ହୋଇପଡ଼ିଥିଲେ ।
Advertisment
ମାର୍କେଟ ଛକ ନିକଟରେ ତାଳଧ୍ୱଜ ଦଉଡ଼ି ଛିଡ଼ିବାରୁ ଅଘଟଣ ଘଟିଥିଲା । ପ୍ରଥମେ ନକୁଳଙ୍କୁ ପୁରୀ ହସ୍ପିଟାଲ ଓ ପରେ ଏମ୍ସ ICUରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)