ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ବାସୁଦେବପୁର ବ୍ଲକର ତଳିଆ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷା ପାଇଁ ପ୍ରଶାସନ ପୁରା ତୟାର ରହିଛି । ଓଡ୍ରାଫର ୨୧ଜଣିଆ ଟିମ୍ ବାସୁଦେବପୁରରେ ପହଞ୍ଚିଛି ।
ବାତ୍ୟା ମୁକାବିଲା ପାଇଁ ଓ୍ୱାଲଟିୟର ରେଲ୍ୱେ ଡିଭିଜନ୍ ପକ୍ଷରୁ ପ୍ରସ୍ତୁତି ଜୋରଦାର । ପୂର୍ବତଟ ରେଳପଥରେ ଚାଲୁଥିବା ୯୫ରୁ ଅଧିକ ଟ୍ରେନ୍ ସେବା ବାତିଲ କରାଯାଇଛି ।
ସତରେ ଦେଶ ମୋର ରଙ୍ଗିଲା। କେଉଁଠି ଦେଖିବାକୁ ମିଳେ ବିଭିନ୍ନତା ମଧ୍ୟରେ ଏକତା। ଆଉ କେଉଁଠିକାର ସୁନ୍ଦରତାକୁ ଯେତେ କହିଲେ ବି ସରିନଥାଏ। ଏମିତି ଏକ ସ୍ଥାନ କାଶ୍ମୀର।
ବିଜେଡି କନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ମୁକୁଟ ପିନ୍ଧିବାକୁ ସମସ୍ତେ ହାଇଁପାଇଁ । ଆରମ୍ଭ ହୋଇଗଲାଣି ଗୋଛି କଟାକଟି।
ଆଗରୁ ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାପାଳ ଛୁଟି ଘୋଷଣା କରାଯାଇଥିଲା।
ସ୍ୱାମୀଙ୍କ ସହ ରହିବା ପାଇଁ ପଣ କରିଥିବା ତପସ୍ୱିନୀଙ୍କ କଠୋର ତପସ୍ୟାର ଅନ୍ତ ଘଟିଲା। ଶେଷରେ ଫଳବତୀ ହେଲେ ତପସ୍ୱିନୀ। ସ୍ୱାମୀ ସହ ସମ୍ପର୍କ ସୁଧାରିବା ପାଇଁ ତାଙ୍କୁ ମିଳିଲା ୭ଦିନ। ଗୋଟିଏ ଛାତ ତଳେ ଏକାଠି ରହିବେ ତପସ୍ବିନୀ ଓ ସ୍ୱାମୀ ସୁମିତ ।
ତପସ୍ବିନୀ ଓ ସୁମିତଙ୍କୁ ସପ୍ତାହେ ଏକାଠି ରହିବାକୁ ପରାମର୍ଶ ଦେଲେ କୋର୍ଟI କୋର୍ଟଙ୍କ ପରାମର୍ଶ ପରେ ଆସ୍କା ଚିନିକଳ ଗେଷ୍ଟ ହାଉସ୍ରେ ତପସ୍ବିନୀ ଓ ସୁମିତI ଗେଷ୍ଟ ହାଉସ୍ ବାହାରେ ତପସ୍ବିନୀ ଓ ସୁମିତଙ୍କୁ ଜଗିରହିଛି ଆସିକା ପୋଲିସI ୭ଦିନ ପରେ ପୁଣି ମାମଲାର ବିଚାର କରିବେ ବ୍ରହ୍ମପୁର SDJM କୋର୍ଟ
ଏକର ଏକର ଜମିରେ ହୋଇଛି ଗଞ୍ଜେଇ ଚାଷ । କିଏ ଅନୁମତି ଦେଲା, ଆଉ କରୁଛି କିଏ ?
ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ପିଅନ। ଜଣେ କ୍ଲାସ୍ ୱାନ୍ ଠିକାଦାରଙ୍କ ନିକଟରୁ ସିକ୍ୟୁରିଟି ବାବଦରେ ସମ୍ପୃକ୍ତ ପିଅନ ଲାଞ୍ଚ ନେଉଥିଲେ।
ମାଡ଼ି ଆସୁଛି ବାତ୍ୟା...ପୁରୀରେ ଲ୍ୟାଣ୍ଡଫଲ ହେବା ପରେ ଆତଙ୍କିତ ସମୁଦ୍ରକୂଳିଆ ଲୋକେ...ଦେଖନ୍ତୁ ପେଣ୍ଠକଟାରେ କେମିତି ଗର୍ଜନ କରୁଛି ସମୁଦ୍ର
ବାତ୍ୟା ପାଇଁ ଆମେ ପୂରା ପ୍ରସ୍ତୁତ : ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବେ ଲୋକେ : ପ୍ରତାପ ଜେନା
ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ଘରେ ଇଡିର ରେଡ୍ । ଭୁବନେଶ୍ୱର ବିବେକାନନ୍ଦ ମାର୍ଗ ବାସଭବନରେ ରେଡ୍ ।
ସଫେଇ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀରେ ପୌରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ତିନିଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଝାଡୁଦାର ସଫେଇ କାମ ବନ୍ଦ କରି ଧାରଣାରେ ବସି ରହିଛନ୍ତି । ଯାହା ଫଳରେ ରାୟଗଡା ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।
ମମିତା ମାମଲାରେ ତଦନ୍ତ ଶୀଘ୍ର ସାରିବା ଦରକାର : ପରିବାର ଅଧିକ ସମାଲୋଚନା ହେଉଛି : ଆଇନଜୀବୀ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାରାଜ ନବୀନ ବାବୁ : ସେମାନେ ଅପବିତ୍ର କଲେ, ଆମେ ଗୋବର ପାଣି ଓ ଗଙ୍ଗା ପାଣି ଛିଞ୍ଚି ଗୃହକୁ ପବିତ୍ର କଲୁ
ଯଶୋବନ୍ତପୁର-ହାଓଡ଼ା ଦୂରନ୍ତ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ । ହରିଦାସପୁର ଷ୍ଟେସନ୍ ନିକଟରେ ଦୂରନ୍ତ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ
ବାତ୍ୟା ପାଇଁ ODRAF ଓ NDRF ପୂରା ପ୍ରସ୍ତୁତ : ବିଭିନ୍ନ ସ୍ଥାନକୁ ଯାଉଛନ୍ତି ଟିମ୍....
ଶିମିଳିପାଳର ଘଞ୍ଚ ଜଙ୍ଗଲ ଭିତରେ ରହୁଛନ୍ତି ଓଡ଼ିଶାର ଜଙ୍ଗଲ ବୟ ନିଜେ ଜଙ୍ଗଲରେ ରହୁଛନ୍ତି। ପୁଅକୁ ବି ଜଙ୍ଗଲରେ ରଖିଛନ୍ତି। ପୋକଜୋକ ଯାହାକୁ ଦେଖିଲେ ଖାଉଛନ୍ତି । ଆଉ ପାଣିରୁ ଜୋକ ଆଣି ତାହାର ରକ୍ତ ପିଉଛନ୍ତି ।
ବାତ୍ୟାରେ ଭାଙ୍ଗିବ ଘର, ଉଡ଼ିବ ଛପର...ରାସ୍ତା ସଫା କରିବା ପାଇଁ ପ୍ରସ୍ତୁତ ପ୍ରଶାସନ...ଦେଖନ୍ତୁ ଏହି ଭିଡ଼ିଓ
ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ଘଟଣାରେ ବିଜେପିର ଅଭିନବ ପ୍ରତିବାଦ । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଘଣ୍ଟ ବଜାଇ ପ୍ରତିବାଦ କରାଯାଉଛି।
ବାତ୍ୟା ଆସୁଛି, ସମୁଦ୍ର ଭିତରକୁ ଯାଉନାହାନ୍ତି ମତ୍ସଜୀବୀ...ବାଲୁଙ୍ଗାରେ ଡଙ୍ଗାକୁ ସୁରକ୍ଷିତ ଭାବରେ ରଖୁଛନ୍ତି ଧୀବର
ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ସିଟ୍କୁ ଯାଆନ୍ତୁ...ଆଉ ଏପଟେ ସାର୍ ଓ ସାର୍ରେ କମ୍ପିଲା ଗୃହ...ଆଉ ତା'ପରେ ...
ମାଡ଼ି ଆସୁଛି ବାତ୍ୟା : ଭସା ପୋଲ ସେବାକୁ ବନ୍ଦ କଲା ପ୍ରଶାସନ, ଡଙ୍ଗାରେ ପାର ହେଉଛନ୍ତି ଲୋକେ
ଗଞ୍ଜେଇ ଚାଷ ଚାଲିଥିଲା...ଖବର ପାଇ ୨୦ କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡ଼ି ଦେଲେ ପୋଲିସ ଓ ଅବକାରୀ ବିଭାଗ
ଆସୁଛି ବାତ୍ୟା : କେନ୍ଦ୍ରାପଡ଼ାରେ ପ୍ରସ୍ତୁତ ଚଳାଇଛନ୍ତି ଅଗ୍ନିଶମ କର୍ମଚାରୀ...ଷ୍ଟାଟ୍ ହେଉଛି ଗଛକଟା ମେସିନ୍