ମାତ୍ର ୫ଟି ସରଳ ଉପାୟ ଦ୍ୱାରା ସ୍ମୃତି ଶକ୍ତିକୁ ଅତି ସହଜରେ ବୃଦ୍ଧି କରାଯାଇ ପାରିବ ।
ଗୃହରେ ବସବାସ କଲେ କିଏ ନ ଚାହେଁ ଯେ, ପରିବାର ମଧ୍ୟରେ ସମସ୍ତଙ୍କର ବୁଝାମଣା ଠିକ୍ ରହୁ ବୋଲି, କିନ୍ତୁ ବହୁ ସ୍ଥାନରେ ଦେଖା ଯାଉଛି ଯେ, ଗୃହ ମଧ୍ୟରେ ସବୁବେଳେ କଳି ଝଗଡା ଲାଗି ରହୁଛି । ଏହି ପ୍ରକାର ଅସ୍ୱାଭାବିକ କଳି ଝଗଡା ବାସ୍ତଦୋଷ କାରଣରୁ ହୋଇଥାଏ । ଆସନ୍ତୁ ସେହି ବାସ୍ତୁଦୋଷ ବିଷୟରେ ଜାଣିବା-
କାଣି ଆଙ୍ଗୁଠି ଓ ଅନାମିକା ଆଙ୍ଗୁଠି ମଧ୍ୟରେ ଥିବା ରେଖାରୁ କୌଣସି ବ୍ୟକ୍ତି ମାନସିକ ଭାବରେ କିଭଳି ତାହା ଜଣା ପଡିଥାଏ। କାଣି ଆଙ୍ଗୁଠିର ଶୀର୍ଷ ଓ ଅନାମିକା ଆଙ୍ଗୁଠିର ଅନ୍ତିମ ରେଖା ମଧ୍ୟରେ ଥିବା ଦୂରତାରୁ ଏହା ନିର୍ଦ୍ଧାରଣ କରାଯାଏ।
Avoid these 9 habits, Old age can not touch you- ବାର୍ଦ୍ଧକ୍ୟରେ ବି ଝଟକିବ ଯୌବନ, ଛାଡ଼ନ୍ତୁ ଏହି ୯ଟି ଅଭ୍ୟାସ
ମାଇକ୍ରୋୱେଭରେ ଖାଦ୍ୟ ଗରମ କରିବା ଏକ ଅତି ସହଜ ଉପାୟ। କିନ୍ତୁ ମାଇକ୍ରୋୱେଭରେ କିଛି ଖାଦ୍ୟ ପଦାର୍ଥ ଗରମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେବେ ଆସନ୍ତୁ ଏମିତି ୫ଟି ଖାଦ୍ୟ ସାମଗ୍ରୀ ବିଷୟରେ ଜାଣିବା ଯାହା ମାଇକ୍ରୋୱେଭରେ ଭୁଲରେ ବି ଗରମ ହେବା ଉଚିତ ନୁହେଁ।
ଯୋଗ ଛାତିର ମାଂସପେଶୀକୁ ମଜବୁତ କରେ ଏବଂ ଛାତିର ଆକାରକୁ ବଢାଇଥାଏ। ଏହା ସହିତ କାନ୍ଧ ଶକ୍ତିଶାଳୀ ହୁଏ ଏବଂ ଶ୍ୱାସକ୍ରିୟାରେ ଉନ୍ନତି ହୁଏ। ତେବେ ଆସନ୍ତୁ ଏହି ସବୁ ଯୋଗାସନ ବିଷୟରେ ଜାଣିନେବା।
ସାଧାରଣତଃ ଜେନେଟିକ୍ସର ସୁନ୍ଦରତା ଉପରେ ପ୍ରଭାବ ରହିଥାଏ। ତେବେ ଆମେ ଆମ ଶରୀର, ମନ ଓ ମାନସିକତାକୁ ଯେଉଁଭଳି ରଖୁ ଆମ ବ୍ୟକ୍ତିତ୍ବରେ ଏହାର ଝଲକ ଦେଖିବାକୁ ମିଳିଥାଏ।
ପିଲାମାନେ ଅନେକ ସମୟରେ ଡରିଯିବା ଏକ ସାଧାରଣ କଥା। ଏଭଳି ପରିସ୍ଥିତିରେ ଆପଣ ସେମାନଙ୍କୁ ସାହାଯ୍ୟ କରିବା ଉଚିତ। ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ସେମାନଙ୍କ ମନରୁ ଭୟ ଦୂର ହୋଇପାରିବ।
ଘରେ ଛୋଟ ଛୋଟ ବାସ୍ତୁ ତ୍ରୁଟି ବହୁତ ପ୍ରଭାବ ପକାଏ। ଏହି ଭୁଲ କାରଣରୁ ଘରେ ନକାରାତ୍ମକ ଶକ୍ତି ବଢିବାରେ ଲାଗେ ଆଉ ପ୍ରଗତିରେ ବାଧା ସୃଷ୍ଟି କରେ। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ନିଜ ଘରେ ଏପରି କିଛି ଭୁଲ୍ କରୁଛନ୍ତି, ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ। ଆସନ୍ତୁ ସେ ବିଷୟରେ ଜାଣିବା।
10 Ways to Save Money According To Acharya Chanakya- ଟଙ୍କା ସଂଚୟ କରିବେ କେମିତି? ଚାଣକ୍ୟଙ୍କ ୧୦ଟି ଟିପ୍ସ
ମଣିଷର ଚୁଟି ଗୋଟିଏ ମାସରେ ୧ ସେଣ୍ଟିମିଟର ଏବଂ ହାତ ଆଙ୍ଗୁଠିର ନଖ ୩ ମିଲିମିଟର ବଢିଥାଏ।...
ଅନେକ ପିଲା ସ୍କୁଲ୍ ଯିବା ବେଳେ କାନ୍ଦନ୍ତି। ଆପଣ କିଛି ସହଜ ଏବଂ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରି ସେମାନଙ୍କ ଚିନ୍ତା ହ୍ରାସ କରିପାରିବେ, ଯାହା ଦ୍ୱାରା ସେମାନେ ଖୁସିରେ ସ୍କୁଲ୍କୁ ଯିବେ ଏବଂ ମନରେ ଦୃଢତା ଅନୁଭବ କରିବେ।
ବୟସ୍କଙ୍କ ପାଇଁ Kanazawa University ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଆସିଛି ଗ୍ରୀନ୍ ଚା ସଂପର୍କିତ କିଛି ଭଲ ତଥ୍ୟ।
ଅଧ୍ୟୟନରୁ ଜଣାପଡିଛି ନିୟମିତ ଭାବରେ ସବୁଜ ଚା (Green Tea) ପିଇଲେ ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।
ଅନେକ ପିଲା ସ୍କୁଲ୍ ଯିବା ବେଳେ କାନ୍ଦନ୍ତି। ଆପଣ କିଛି ସହଜ ଏବଂ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରି ସେମାନଙ୍କ ଚିନ୍ତା ହ୍ରାସ କରିପାରିବେ, ଯାହା ଦ୍ୱାରା ସେମାନେ ଖୁସିରେ ସ୍କୁଲ୍କୁ ଯିବେ ଏବଂ ମନରେ ଦୃଢତା ଅନୁଭବ କରିବେ।
ଶୀତ ଦିନେ ଥଣ୍ଡା ଏବଂ ଜ୍ୱର ହେବା ସ୍ୱଭାବିକ କଥା। ଏବେ ପ୍ରଶ୍ନ ଉଠୁଛି କାଶ ଏବଂ ଥଣ୍ଡା ହେଲେ ପ୍ରଥମେ କ’ଣ କରିବା ଉଚିତ? ଥଣ୍ଡା ଏବଂ କାଶରେ କେଉଁ ଉପଚାର ଉପଯୋଗୀ ହୋଇପାରେ? ତେବେ ଏନେଇ ବିଶେଷଜ୍ଞମାନେ କ’ଣ କୁହନ୍ତି ଆସନ୍ତୁ ଜାଣିବା।
ଯଦି ଆପଣ ଫିଟ୍ ଏବଂ ପାଇନ୍ ରହିବାକୁ ଚାହାଁନ୍ତି ତେବେ ନିଶ୍ଚିତ ଭାବରେ ଯୋଗ ଅଭ୍ୟାସ କରନ୍ତୁ। ସବୁଠାରୁ ଭଲ କଥା ହେଉଛି ଏଥିପାଇଁ ଆପଣଙ୍କୁ ଅଲଗା ସମୟ ବାହାର କରିବାକୁ ପଡିବ ନାହିଁ। କେବଳ ଯିଆ-ଆସିବା ଏବଂ ଆପଣଙ୍କର ଦୈନନ୍ଦିନ କାମ କରିବା ଭିତରେ କିଛି ସହଜ ଯୋଗାସନ କରାଯାଇପାରିବ।
ପିତାମାତା ଭାବେ ପିଲାଙ୍କୁ ଶିଖାନ୍ତୁ ଜୀବନ ବଞ୍ଚିବାର କଳା. ଏମିତି କଥା ଶିଖାନ୍ତୁ, ପିଲା ଜୀବନରେ ସଫଳତାର ଶିଖର ଛୁଇଁବ
ପିଲାମାନଙ୍କୁ ସଠିକ୍ ବନ୍ଧୁ ବାଛିବା ବିଷୟରେ ଶିକ୍ଷା ଦେବା ଜରୁରୀ। ଏଠାରେ ଆମେ ଆପଣଙ୍କୁ ଏମିତି ୫ଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ କହୁଛୁ ଯାହାକୁ ଆପଣଙ୍କ ପିଲାଙ୍କୁ ଶିଖାଇବା ଜରୁରୀ।
ଆଜିର ସମୟରେ ସାଧାରଣତଃ ସମେସ୍ତ ଫିଟ ରହିବାକୁ ପସନ୍ଦ କରନ୍ତି। ତେଣୁ ମର୍ଣ୍ଣିଂ ୱାକ ସାଧାରଣତଃ ସମସ୍ତଙ୍କ ଜୀବନର ଏକ ଅଂଶ ରହିଛି। ମାତ୍ର ଏହାକୁ କରିବାର ସଠିକ ଉପାୟ ଅଧିକ ଲୋକଙ୍କୁ ଜଣା ନ ଥାଏ। ମର୍ଣ୍ଣିଂ ୱାକ ଶରୀରର ପାଚନ ପ୍ରକ୍ରିୟାକୁ ତ୍ବରିତ କରିଥାଏ ଯାହା ଫଳରେ ଶରୀର ରୋଗମୁକ୍ତ ରହିଥାଏ।
ଚାଣକ୍ୟଙ୍କ ମତରେ ଅର୍ଥ ଉପାର୍ଜନ କରିବା ଯେତିକି କଠିନ ତା’ଠାରୁ ଅଧିକ କଠିନ ଏହାକୁ ସଠିକ ରୂପରେ ଖର୍ଚ୍ଚ କରିବା। ଅର୍ଥକୁ ସର୍ବଦା ଭାବିଚିନ୍ତି ସଠିକ ଦିଗରେ ଖର୍ଚ୍ଚ କଲେ ଧନହାନୀର ସମ୍ଭାବନା ହ୍ରାସ ପାଇଥାଏ।
ଶରୀରର ପ୍ରତି ଆଭ୍ୟନ୍ତରୀଣ ବ୍ୟବସ୍ଥା ଓ ଜୈବ-ରାସାୟନିକ ପ୍ରକ୍ରିୟାଗୁଡ଼ିକ ପାଇଁ ଉପଯୁକ୍ତ ପରିମାଣର ଭିଟାମିନ୍, ଆୟୋଡିନ୍, ସେଲେନିୟମ୍ ଓ ଆଇରନ୍ ପରି ମାଇକ୍ରୋନ୍ୟୁଟ୍ରିଏଣ୍ଟ ଏବଂ ଲିପିଡ୍, ପ୍ରୋଟିନ୍ ତଥା କାର୍ବୋହାଇଡ୍ରେଟ୍ ପରି ମାକ୍ରୋନ୍ୟୁଟ୍ରିଏଣ୍ଟ ଆବଶ୍ୟକ ହୋଇଥାଏ। ଏବେ ନିମ୍ନରେ କେତେକ ଅତ୍ୟାବଶ୍ୟକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଓ ଅନ୍ୟ ପୋଷକ ବିଷୟରେ ଜାଣିବା।
ସାଧାରଣତଃ ଜଣେ ମଣିଷର ଚୁଟି ଗୋଟିଏ ମାସରେ ଗୋଟିଏ ସେଣ୍ଟିମିଟର ବଢିଥାଏ । ସେହିପରି ହାତ ଆଙ୍ଗୁଠିର ନଖ ମାତ୍ର ୩ ମିଲିମିଟର ବଢିଥାଏ । ଉଭୟ କେଶ ଏବଂ ଚୁଟି କେରାଟିନରେ ତିଆରି ହୋଇଥାଏ ଏବଂ ଉଭୟ ଶରୀର ଭିତରେ ଥିବା ମାଟ୍ରିକ୍ସ ସେଲରୁ ତିଆରି ହୋଇଥାନ୍ତି । ହେଲେ ଏମାନଙ୍କର ସେଲ ଫର୍ମେସନ ପଦ୍ଧତି ଭିନ୍ନ ହୋଇଥାଏ । ନଖର କୋଷିକା ଚମଡା ଭିତରେ ଥିବା ନଖର ମୂଳରୁ ତିଆରି ହୋଇଥାଏ ଏବଂ ବିଭାଜିତ ହୋଇଥାଏ । ଫଳରେ ପୁରୁଣା କୋଷିକା ଆଗକୁ ବାହାରି ଯାଇଥାଏ । ଯଦ୍ୱାରା ନଖ ବଢିଥାଏ ।
ଭାରତ ସମେତ ସମଗ୍ର ବିଶ୍ୱରେ HMPVକୁ ନେଇ ଚିନ୍ତା। ଅନେକ ଦେଶରେ HMPV ସମ୍ବନ୍ଧୀୟ ଶ୍ୱାସକ୍ରିୟାଜନିତ ରୋଗର ରିପୋର୍ଟ ହୋଇଛି। ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ, ଆପଣ ଘରେ ଥିବା କିଛି ଜିନିଷଗୁଡିକ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା…