ଫିଟନେସ୍ କୋଚଙ୍କ ମତରେ, ନିୟମିତ ମର୍ଣ୍ଣିଂ ୱାକ କରନ୍ତୁ
ସପ୍ତାହରେ ଅତିକମରେ ୫ ଦିନ ମର୍ଣ୍ଣିଂ ୱାକ କରନ୍ତୁ
୧୩ ମିନିଟରୁ ଓ ୨୦ ମିନିଟ ମଧ୍ୟରେ ୧ ମାଇଲ ଚାଲନ୍ତୁ
ଅତି ଜୋରରେ ବା ଅତି ଧୀରେ ଧୀରେ ଚାଲନ୍ତୁ ନାହିଁ
ମର୍ଣ୍ଣିଂ ୱାକରେ ରହିଛି ବହୁତ ଫାଇଦା
ମର୍ଣ୍ଣିଂ ୱାକ ଶରୀରର ପାଚନ ପ୍ରକ୍ରିୟାକୁ ତ୍ୱରିତ କରିଥାଏ
ମେଦ ବହୁଳତା ଓ ଡାଇବେଟିସ୍ ପରି ରୋଗ ନିୟନ୍ତ୍ରଣରେ ରହିଥାଏ
ମର୍ଣ୍ଣିଂ ୱାକ ଶରୀରକୁ ରୋଗମୁକ୍ତ ରଖିବାରେ ସାହାଯ୍ୟ କରେ
ଶରୀରର ଓଜନ ଠିକ୍ ରଖିବାକୁ ପ୍ରତିଦିନ କରନ୍ତୁ ମର୍ଣ୍ଣିଂ ୱାକ