ଏମିତି କରନ୍ତୁ ମର୍ଣ୍ଣିଂ ୱାକ, ରହିବେ ସବୁବେଳେ ଫିଟ୍

Author: Sonali Kabi | Credit: Google

ଫିଟନେସ୍ କୋଚଙ୍କ ମତରେ, ନିୟମିତ ମର୍ଣ୍ଣିଂ ୱାକ କରନ୍ତୁ

Author: Sonali Kabi | Credit: Google

ସପ୍ତାହରେ ଅତିକମରେ ୫ ଦିନ ମର୍ଣ୍ଣିଂ ୱାକ କରନ୍ତୁ

Author: Sonali Kabi | Credit: google

୧୩ ମିନିଟରୁ ଓ ୨୦ ମିନିଟ ମଧ୍ୟରେ ୧ ମାଇଲ ଚାଲନ୍ତୁ

Author: Sonali Kabi | Credit: google

ଅତି ଜୋରରେ ବା ଅତି ଧୀରେ ଧୀରେ ଚାଲନ୍ତୁ ନାହିଁ

Author: Sonali Kabi | Credit: Google

ମର୍ଣ୍ଣିଂ ୱାକରେ ରହିଛି ବହୁତ ଫାଇଦା

Author: Sonali Kabi | Credit: google

ମର୍ଣ୍ଣିଂ ୱାକ ଶରୀରର ପାଚନ ପ୍ରକ୍ରିୟାକୁ ତ୍ୱରିତ କରିଥାଏ

Author: Sonali Kabi | Credit: Google

ମେଦ ବହୁଳତା ଓ ଡାଇବେଟିସ୍ ପରି ରୋଗ ନିୟନ୍ତ୍ରଣରେ ରହିଥାଏ

Author: Sonali Kabi | Credit: Google

ମର୍ଣ୍ଣିଂ ୱାକ ଶରୀରକୁ ରୋଗମୁକ୍ତ ରଖିବାରେ ସାହାଯ୍ୟ କରେ

Author: Sonali Kabi | Credit: google

ଶରୀରର ଓଜନ ଠିକ୍ ରଖିବାକୁ ପ୍ରତିଦିନ କରନ୍ତୁ ମର୍ଣ୍ଣିଂ ୱାକ