ଅନେକ ଲୋକଙ୍କ ଚୁଟି ବହୁତ ଦୁର୍ବଳ, ପତଳା ଏବଂ କମଜୋର ହୋଇଥାଏ। ଏହା ସହିତ ବୟସ ବଢିବା ସହିତ ଚୁଟି ରଙ୍ଗ ମଧ୍ୟ କମିବା ଆରମ୍ଭ କରେ। ଯେଉଁମାନେ ଏଭଳି ସମସ୍ୟାରେ ପୀଡିତ, ସେମାନେ ଏହିସବୁ ଯୋଗାସନ କରିବା ଉଚିତ।
ଆଜିକାଲି କୌଣସି ନା କୌଣସି କାରଣରୁ କମ ଦିନ ଭିତରେ ବୈବାହୀକ ଜୀବନରେ ମତଭେଦ ଦେଖାଯାଉଛି। ଅନେକ ସମୟରେ ଏହା ମଧ୍ୟ ଭାଙ୍ଗିଯାଉଛି। ଏମିତି ହେବାର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ନାହିଁ।
ପିଲା ରାଗିଗଲେ ଅନେକ ବାପାମାଆ ପିଟାପିଟି କରନ୍ତି। ଯଦି ଆପଣଙ୍କର ପିଲା ରାଗିଯାଏ ତେବେ ଆପଣ ତାଙ୍କ ସହିତ କିପରି ବ୍ୟବହାର କରିବେ ଏବଂ ସେହି ସମୟରେ ଆପଣ କ’ଣ କରିବେନି ତାହା ଜାଣିବା ଦରକାର, ଆସନ୍ତୁ ସେସବୁ ଜାଣିନେବା।
ଆଚାର୍ଯ୍ୟ ଚାଣକ୍ୟ କେତେକ ସ୍ଥାନ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ ରହିବା ମଣିଷ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ତାଙ୍କ କହିବାନୁସାରେ, ଯଦି ଜଣେ ବ୍ୟକ୍ତି ଏହିସବୁ ସ୍ଥାନକୁ ଯାଆନ୍ତି ତେବେ ସେ ତୁରନ୍ତ ସେଠାରୁ ଫେରିବା ଉଚିତ, ନଚେତ ତାଙ୍କ ଜୀବନ ପ୍ରତି ବିପଦ ଆସିପାରେ।
ଆଜିକାଲି ଲୋକେ ଘର ତିଆରି କରିବା ବେଳେ ଚକାଚକ୍ ଟଏଲେଟ୍ ପାଇଁ ବିଶେଷ ଖର୍ଚ୍ଚ କରୁଛନ୍ତି । ହେଲେ ଦୁନିଆରେ ଏମିତି ବି ଟଏଲେଟ୍ ତିଆରି ହୋଇଛି, ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ହଜାରେ କି ଲକ୍ଷେ ନୁହେଁ ଏହାର ଦାମ୍ ଶହେ କୋଟିରୁ ଅଧିକ ।
ପୁରୁଷ ଏବଂ ମହିଳାଙ୍କୁ ସନ୍ତାନ ଜନ୍ମ କରିବା ଏବଂ ଏକ ପରିବାର ଗଠନ କରିବାକୁ ଅନୁମତି ଦିଏ ବିବାହ। ତେବେ ଅନେକ ସମୟରେ ବିବାହ ପରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଥାଏ। ତେବେ ଝଗଡାରୁ ଦୂରେଇ ରହିବା ସହିତ ବିବାହକୁ ଦୀର୍ଘସ୍ଥାୟୀ କରିବା ପାଇଁ କିଛି ଜିନିଷରୁ ଆପଣଙ୍କୁ ଦୂରେଇ ରହିବାକୁ ପଡ଼ିବ।
ପିଲାମାନଙ୍କ ଠାରୁ ମୋବାଇଲ କିପରି ଦୂରେଇବେ ଏହାକୁ ନେଇ ଚିନ୍ତାରେ ଦୁନିଆର ସବୁ ବାପା, ମା’ । ଆଜିର ଦିନରେ ମୋବାଇଲ ନହେଲେ ପିଲା ପାଠ ପଢୁନାହାନ୍ତି। ଖାଉନାହାନ୍ତି କିମ୍ୱା କୌଣସି ଆକ୍ଟିଭିଟି କରୁନାହାନ୍ତି।
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏପରି କିଛି ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରିଛନ୍ତି, ଯେଉଁମାନେ ନିଜର କିଛି ବିଶେଷ ଗୁଣ ଯୋଗୁ ଜୀବନ ସାରା ସବୁ କାମରେ ସଫଳ ହୋଇଥାନ୍ତି।
ଶରୀରକୁ ଶକ୍ତି ପ୍ରଦାନ କରେ ଏହି ସୁପର ଫୁଡ
ବିଶେଷ କରି ଟେସ୍ଲା ଏବଂ ସ୍ପେସଏକ୍ସରେ କରୁଥିବା ସମୟରେ ସେ ଭୂମି ଉପରେ ଶୋଇ ଯାଆନ୍ତି । ମସ୍କ ତାଙ୍କର ଏହି ଅଜବ ଜୀବନଶୈଳୀ ବିଷୟରେ କହିଛନ୍ତି, ୨୦୧୮ରେ ଟେସ୍ଲାର ପ୍ରଡକ୍ସନ ସମସ୍ୟା ଯେତେବେଳେ ଚାଲିଥିଲା ସେତେବେଳେ ସେ ନିଜ କାରରେ ନୁହେଁ ବରଂ ଫ୍ୟାକ୍ଟ୍ରିର ଚଟାଣ ଉପରେ ଶୋଉଥିଲେ। କାରଣ ଚଟାଣରେ ଶୋଇ ସେ କାମ ଉପରେ ନଜର ରଖି ପାରୁଥିଲେ । ସେ କହୁଥିଲେ, ‘ଯଦି କିଛି ଖରାପ ହେବ ତେବେ ସବୁଠାରୁ ଅଧିକ ମୋ ପାଇଁ ହେବ । ଯଦି କିଛି କଷ୍ଟ ଆସିବ ତେବେ ମୁଁ ସବୁଠାରୁ ବେଶି ଅନୁଭବ କରିବି ।’
ସକରାତ୍ମକ ଭାବ ଦେଉଥିବା ଜୀବଜନ୍ତୁ
ଏମିତି ୭ଟି ଭୁଲ୍ ଅଛି ଯାହା ସମ୍ପର୍କକୁ ଦୁର୍ବଳ କରିପାରେ ଓ ଛାଡପତ୍ର ମଧ୍ୟ ହୋଇପାରେ। ଯଦି ଆପଣ ନିଜ ସଂପର୍କକୁ ଦୃଢ କରିବାକୁ ଚାହୁଁଛନ୍ତି ତେବେ ଏହି ଭୁଲଗୁଡିକ କ’ଣ ଜାଣନ୍ତୁ ଆଉ କରନ୍ତୁ ନାହିଁ।
ବେଳେବେଳେ ଶାଶୁ-ବୋହୂ ମତଭେଦ ଏମିତି ବଢିଯାଏ ଯେ ବୋହୂ ଶାଶୁଘରେ ରହିବାକୁ ପସନ୍ଦ କରେ ନାହିଁ। ଯଦି ଆପଣଙ୍କ ବୋହୂ ଶାଶୁ ଘରେ ରହିବାକୁ ଚାହୁଁ ନାହାଁନ୍ତି କିମ୍ବା ଶାଶୁ-ଶଶୁରଙ୍କ କଥା ମାନୁ ନାହାନ୍ତି, ତେବେ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ସମ୍ପର୍କକୁ ଭାଙ୍ଗିବା ଠାରୁ ରକ୍ଷା କରାଯାଇ ପାରିବ। ଆସନ୍ତୁ ଜାଣିବା।
ଅଫିସ୍ରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି କାମ କରିବା ଦ୍ୱାରା ଅନେକଙ୍କ ଅଣ୍ଟା-ପିଠି ସମସ୍ୟା ଦେଖାଯାଏ। ତେବେ ଏମିତି କିଛି ଯୋଗ ମଧ୍ୟ ଅଛି ଯାହାକୁ ଅଫିସରେ ଅଭ୍ୟାସ କରାଯାଇପାରେ। ଆସନ୍ତୁ ଜାଣିବା…
ବ୍ୟସ୍ତବହୁଳ ଜୀବନ ଭିତରେ ପ୍ରକୃତ ବନ୍ଧୁ କିଏ ? କ’ଣ କହୁଛି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ? ଆସନ୍ତୁ ଜାଣିବା...
ଆଚାର୍ଯ୍ୟ ଚାଣକ୍ୟଙ୍କର ଅନେକ ନୀତିବାଣୀ ଆମକୁ ଜୀବନ ବଂଚିବାକୁ ବାଟ ଦେଖାଏ। ଆସନ୍ତୁ ଜାଣିବା ମଣିଷର ଏହି ୪ଟି ଅଭ୍ୟାସ ସଂପର୍କରେ ଯାହା ଆପଣଙ୍କୁ ଆଜୀବନ ଧନୀ କରିଦେଇ ପାରେ।
ଆଜିକାଲି ବଜାରରେ ନକଲି ଆଦିବାସୀ ହେୟାର ଅଏଲ୍ ମିଳୁଥିବାରୁ ଏହା ଚୁଟିର ଉପକାର ବଦଳରେ ଅନେକ କ୍ଷତି କରିଥାଏ। ଆପଣ ବଜାର ଉପରେ ନିର୍ଭର ନ କରି ଘରେ ବି ତିଆରି କରିପାରିବେ ଏହି ଆଦିବାସୀ ଚୁଟି ତେଲ।
ଆଜିକାଲି ବଜାରରେ ମିଳୁଥିବା ବାଇଗଣରେ କେମିକାଲ ବ୍ୟବହାର ହେଉଛି। ଆପଣ ଯଦି ଜୈବିକ ସାର ଦ୍ୱାରା ହୋଇଥିବା ବାଇଗଣର ମଜା ନେବାକୁ ଚାହାନ୍ତି ଚାହାଁନ୍ତି, ତେବେ ଏହାକୁ ନିଜ ଘର ବଗିଚାରେ କରିପାରିବେ। କୁଣ୍ଡ କିମ୍ବା ପ୍ଲାଷ୍ଟିକ୍ ବୋତଲରେ ମଧ୍ୟ ଚାଷ କରିପାରିବେ।
ସୁନ୍ଦର ଚମକଦାର ଚେହେରା କିଏ ବା ଚାହେଁନା । ମୁହଁରେ ଗ୍ଲୋ ପାଇଁ କିଏ ଦାମୀ କ୍ରିମ୍ ଲଗାଉଛନ୍ତି ତ ଆଉ କିଏ ବିଉଟି ପାର୍ଲରରେ ଖର୍ଚ୍ଚାନ୍ତ ହେଉଛନ୍ତି । କିନ୍ତୁ ଆପଣ ନିଜ କିଚେନ୍ରେ ଥିବା ସାମଗ୍ରୀରୁ ନିଜ ମୁହଁରେ ଗ୍ଲୋ ଆଣିପାରିବେ । ଆଜ୍ଞା ହଁ ! ସମସ୍ତଙ୍କ ଘରେ ବେସନ ଥାଏ । ଏହି ବେସନକୁ ଫେସପ୍ୟାକ୍ ଭାବେ ବ୍ୟବହାର କରାଯାଇପାରେ ।
ମହାଶିବରାତ୍ରୀର ପବିତ୍ର ଅବସରରେ, ଆସନ୍ତୁ କିଛି ଯୋଗାସନ ବିଷୟରେ ଜାଣିବା ଯାହା ଭଗବାନ ଶିବଙ୍କ ସହ ଜଡିତ। ଯଦି ଆପଣ ଏହି ଯୋଗାସନକୁ ନିୟମିତ କରନ୍ତି, ଏହା କେବଳ ଶରୀରକୁ ମଜବୁତ କରିବ ନାହିଁ ବରଂ ମାନସିକ ଶାନ୍ତି ମଧ୍ୟ ଦେବ।
ଆଜିକାଲି ସମୟ ବଦଳିଛି। ଝିଅମାନଙ୍କର ସାମଗ୍ରିକ ବିକାଶ ପାଇଁ ବାପାଙ୍କ ଭୂମିକା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ବାପା ଯଦି ଝିଅର ଯତ୍ନ ନେବାରେ ସହଯୋଗ କରିବେ ତେବେ ଝିଅଟି ମଧ୍ୟ ବିକାଶରେ ବହୁ ଆଗକୁ ଯାଇପାରିବ।
ଅନେକ ଲୋକ ଅଛନ୍ତି ଯେଉଁମାନେ ଖରାପ ମନ୍ତବ୍ୟ ଶୁଣି ହଠାତ୍ ପ୍ରତିକ୍ରିୟା କରନ୍ତି ଏବଂ ଆକ୍ରମଣାତ୍ମକ ହୋଇପଡନ୍ତି। ପରେ କିନ୍ତୁ ପରିସ୍ଥିତି ଅଣାୟତକୁ ଚାଲିଯାଏ। ତେବେ ଏଭଳି ପରିସ୍ଥିତିରେ କିପରି ରଖିବେ ନିଜ ଉତ୍ତର ଆସନ୍ତୁ ଜାଣିବା।
ଚୁଟି ନ ଝଡିବା ଓ ଏହା ସୁନ୍ଦର ଦେଖାଯିବା ପାଇଁ ଲୋକମାନେ ଅନେକ ପଦକ୍ଷେପ ନିଅନ୍ତି। ତଥାପି ଏହାର ଲାଭ ମିଳେ ନାହିଁ। ଚୁଟି ସମ୍ବନ୍ଧୀୟ ସମସ୍ତ ସମସ୍ୟାର ଉପଶମ ପାଇଁ ଆପଣ ମହୁ ବ୍ୟବହାର କରିପାରିବେ। ଏହା ଚୁଟିକୁ ମୋଟା ଏବଂ ଚକ୍ଚକ୍ କରେ। ଏହାକୁ ବ୍ୟବହାର କରିବାର ସଠିକ ଉପାୟ ଜାଣନ୍ତୁ।
ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ମିଛ କହିବାକୁ ଭଲ ପାଆନ୍ତି। ଯେଉଁମାନେ ମିଛ କହିବାରେ ଅଭ୍ୟସ୍ତ ସେମାନଙ୍କ ମୁହଁରେ ମିଥ୍ୟାର ସଂକେତ ସ୍ପଷ୍ଟ ଦେଖାଯାଏ। ଆପଣ ଯଦି ଏଭଳି ଲୋକଙ୍କୁ ଜାଣିବାକୁ ଚାହାନ୍ତି ତେବେ ପଢନ୍ତୁ।
ଯଦି ଆପଣଙ୍କ ଘରେ ତୁଳସୀ ଗଛ ଲଗାଇଛନ୍ତି, ତେବେ ବାସ୍ତୁ କହିଥିବା ଏହି ୭ଟି ନିୟମ ମାନନ୍ତୁ, ନହେଲେ ଅନିଷ୍ଟ ହୋଇପାରେ