parenting tips for toddlers

ଭୁଲ୍ ହୋଇଗଲେ ବିରକ୍ତ ନ ହେବାକୁ ପିଲାଙ୍କୁ ଶିଖାନ୍ତୁ

ପିଲାଙ୍କ ମନରେ ପ୍ରଭାବ ପକାନ୍ତୁ ଯେ, ସତ କହିବା ବିଶ୍ୱାସ ସୃଷ୍ଟିକରେ

ସୁଖମୟ ଜୀବନ ପାଇଁ ଏକ ସୁସ୍ଥ ମନ ଏବଂ ସୁସ୍ଥ ଶରୀର ଆବଶ୍ୟକ

ନିୟମିତ ବ୍ୟାୟାମ ସହ ସୁଷମ ଖାଦ୍ୟ ଖାଇବାକୁ ପିଲାଙ୍କୁ କୁହନ୍ତୁ

ସାହାଯ୍ୟ ପାଇଁ ଲୋକଙ୍କୁ କୃତଜ୍ଞତା ଜଣାଇବାକୁ ଭୁଲନି

ଯେପରି ବ୍ୟବହାର ଲୋକଙ୍କ ଠାରୁ ଚାହୁଁଛ, ସେଭଳି ବ୍ୟବହାର କର

ମହାପୁରୁଷ ଓ ସଫଳ ବ୍ୟକ୍ତିଙ୍କ ଜୀବନ କାହାଣୀ ପଢ଼

ସକରାତ୍ମକ ଦୃଷ୍ଟିଭଙ୍ଗୀ ରଖି କଠିନ ପରିସ୍ଥିତିରେ ଆଗକୁ ବଢ଼