ଦୁଇ ଚକିଆ ବା ଚାରି ଚକିଆ ଗାଡ଼ିକୁ ପେଲିବା ଆପଣ ଦେଖିଥିବେ, ହେଲେ ବିମାନକୁ ଲୋକମାନେ ପେଲିବା ଦୃଶ୍ୟ କେବେ ହେଲେ ଦେଖି ନଥିବେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଏୟାରପୋର୍ଟରେ। ଆକାଶରେ ବିମାନ ନ ଉଡି ରାସ୍ତାରେ ଗଡିଲା...
ବିଶ୍ୱର ଅଧିକାଂଶ ଦେଶରେ ୫ ଦିନିଆ ସାପ୍ତାହିକ କାର୍ଯ୍ୟଦିବସ ରହିଛି । କିନ୍ତୁ କର୍ମଚାରୀଙ୍କୁ ଅଢ଼େଇ ଦିନ ଛୁଟି ଦେବାରେ ୟୁଏଇ ବିଶ୍ୱର ପ୍ରଥମ ଦେଶ ପାଲଟିଛି ।
ଶାନ୍ତିରେ ମରିବାକୁ ତିଆରି ହୋଇଛି ମେସିନ୍। ବିଭିନ୍ନ ଦୁରାରୋଗରେ ପୀଡ଼ିତ ଲୋକଙ୍କ ସହଜ ମୃତ୍ୟୁ ପାଇଁ ଏଭଳି ଏକ ମେସିନ ବାହାର କରିଛି ସ୍ୱିଜରଲାଣ୍ଡ। ଏହା କେଉଁ ମେସିନ ଏବଂ କିପରି କାମ କରିଥାଏ
ବିଶ୍ୱର ବିଳାସପୂର୍ଣ୍ଣ କାର୍। ଭିତରେ ରହିଛି ସୁଇମିଂ ଫୁଲ ସହ ହେଲିପ୍ୟାଡ୍, ଦାମ କେତେ ଜାଣିବା ଆପଣ ନିହାତି ଦରକାର...
ଦକ୍ଷିଣ ଆଫ୍ରିକାର ସେଲାଟି ଗେମ୍ ରିଜର୍ଭ ଜଙ୍ଗଲରେ ହାତୀ ଆକ୍ରମଣ । ଜୀବନ ବଞ୍ଚାଇବା ପାଇଁ ଦୌଡିଲେ ଗାଇଡ୍ । ତେବେ ଏଭଳି ଅଭାବନୀୟ ଘଟଣା କ୍ରୁଗ ନ୍ୟାସନାଲ ପାର୍କରେ ଦେଖିବାକୁ ମିଳିଛି । ତେବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଚନ୍ଦ୍ରପୃଷ୍ଠରେ ଦିଶିଲା ଏକ ଅଦ୍ଭୂତ ଦୃଶ୍ୟ । କ୍ୟୁବ୍ ଆକୃତିର ଏକ ବସ୍ତୁ ଚନ୍ଦ୍ରପୃଷ୍ଠରେ ପଡିରହିଥିବାର ଦେଖାଇଛି ଚାଇନାର ଏକ ସ୍ପେସ ଏଜେନ୍ସି ୟୁଟୁ-୨ ଚନ୍ଦ୍ର ରୋଭର୍। ଏହି ଅଦ୍ଭୂତ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଦିନ ହୋଇଗଲା ରାତି, ଚାହୁଁ ଚାହୁଁ ମାଡ଼ି ଆସିଲା ଲାଭା । ଜୀବନ ବଂଚାଇବା ପାଇଁ ଦୌଡ଼ୁଥିଲେ ଲୋକେ ଆଉ ଜୀବନ ନେବା ପାଇଁ ସତେ ଯେମିତି ଗୋଡ଼ାଉଥିଲା ଯମ ।
ହଠାତ୍ ଦିନରେ ଅନ୍ଧାର ଛାଇଗଲା । ଦେଖୁ ଦେଖୁ ମାଡିଆସିଲା ଉତ୍ତପ୍ତ ଲାଭା । ଲୋକ ଜୀବନ ବଂଚାଇ ଦୌଡିବାକୁ ଲାଗିଲେ । କେହି କିଛି ଭାବିବା ପୂର୍ବରୁ ଆରମ୍ଭ ହୋଇସାରିଥିଲା ଧ୍ୱଂସଲୀଳା ।
ଅପରେଟର ଥିଓରିରେ ପ୍ରଥମ ସିପ୍ରିଆନି ଫୋଏସ୍ ପୁରସ୍କାରରେ ସମ୍ମାନୀତ ହେଲେ ଭାରତୀୟ-ଆମେରିକୀୟ ଗଣିତଜ୍ଞ ନିଖିଲ ଶ୍ରୀବାସ୍ତବ। ଆମେରିକୀୟ ଗଣିତ ସୋସାଇଟି ଦ୍ୱାରା ମନୋନୀତ ହେଲେ।
ପରାଗ ଙ୍କୁ ବର୍ଷକୁ ବଡ ପ୍ୟାକେଜ ଟ୍ୱିଟର କଂପାନୀ ? କୋଟି କୋଟି ଟଙ୍କା ଦରମା ସହ ପାଉଛନ୍ତି ଏସବୁ ସୁବିଧା . . .
ପୂର୍ବରୁ ମହିଳାଙ୍କୁ ବଳ ପୂର୍ବକ ବିବାହ କରୁଥିବା ଅଭିଯୋଗ ହେଉଥିଲା। ହେଲେ ଆଜି ତାଲିବାନ୍ ଏହି ବଳପୂର୍ବକ ବିବାହ ଉପରେ ରୋଗ ଲଗାଇଛି ।
ଏ କେମିତିକା ପ୍ରଧାନମନ୍ତ୍ରୀ କେଜାଣି। ଚିହ୍ନୁ ନାହାନ୍ତି ଭୋକିଲାଙ୍କ ପେଟ। ଆଫଗାନକୁ ଯାଉଥିବା ଗହମ ଲୁଟିବାକୁ କରୁଛନ୍ତି ଉଦ୍ୟମ। ସର୍ତ୍ତ ରଖି ରାସ୍ତା ବ୍ୟବହାର କରିବାକୁ ଦେଲେ ଅନୁମତି..
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ ଏବଂ ତାଙ୍କର ସରକାର, ସବୁବେଳେ ନିଜର ଅଜବ ଗଜବ ନିଷ୍ପତି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଉତ୍ତର କୋରିଆବାସୀ ଅନେକ ପ୍ରତିବନ୍ଧକ ମଧ୍ୟରେ ଜୀବନ ବିତାଉଛନ୍ତି ।
ସୁଧୁରିବନି ପାକିସ୍ତାନ୍ । ଆତଙ୍କରେ ଅନ୍ଧ ଥିବା ଦେଶ ଭୋକିଲାଙ୍କ ଭୋକକୁ ମଧ୍ୟ ଚିହ୍ନିପାରୁନି ।
ସାରା ବିଶ୍ୱକୁ ପୁଣି ଆଶ୍ଚର୍ଯ୍ୟଚକିତ କଲା ଚୀନ । କରୋନାର ବିସ୍ତାର ପାଇଁ ଚୀନ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଥମି ମଥିବା ବେଳେ ଏବେ ଆଉ ଏକ ଖବର ଶୁଣି ସାରା ବିଶ୍ୱ ଆଶ୍ଚର୍ଯ୍ୟଚକିତ ହୋଇପଡିଛି । କରୋନାକୁ ଜାଣିଶୁଣି ବିସ୍ତାର କରିବା ନେଇ ଥିବା ଅଭିଯୋଗକୁ ଚୀନ ବାରମ୍ବାର ଖଣ୍ତନ କରିବାରେ ଲାଗିଛି । ଏବେ ଚୀନରେ ଏକ ଅଜବ ଖବର ଶୁଣିବାକୁ ମିଳିଛି । ତେବେ କ’ଣ ରହିଛି ସେହି ଖବର, ଆସନ୍ତୁ ଜାଣିବା ।
ଝଟକା ଦେଲା ଜିଓ। ସବୁ ପ୍ଲାନ ହେଲା ମହଙ୍ଗା। ୧୨୯ ପ୍ଲାନ ହେଲା ୧୫୫। ଆଉ ୨୩୯୯ ପ୍ଲାନ ହେଲା ୨୮୭୯ ଟଙ୍କା। ଏହା ସହ...
ଯୁବପୀଢିଙ୍କ ପାଇଁ ଆସିଲା ସବୁଠୁ ବଡ଼ ଖବର। ଏଣିକି ଗାର୍ଲଫ୍ରେଣ୍ଡ ରଖିଥିଲେ ଯିବାକୁ ପଡ଼ିପାରେ ଜେଲ୍। ସରକାର ଆଣିଲେ ଏମିତି ନୂଆ ଆଇନ। ଜାଣନ୍ତୁ, କ’ଣ କହୁଛି ଆଇନ..
ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ଆଉ ଏକ ଅଜବ ନିୟମ। ଏଣିକି ଲେଦର ଜ୍ୟାକେଟ ପିନ୍ଧିପାରିବେନି ଉତ୍ତର କୋରିଆବାସୀ। ତେବେ କାହିଁକି ଏଭଳି ନିୟମ କରିଛନ୍ତି କିମ୍ ଜଙ୍ଗ, ଭିଡିଓରୁ ଜାଣି ନିଅନ୍ତୁ ।
ଏଣିକି ଲେଦର ଜ୍ୟାକେଟ୍ ପିନ୍ଧି ପାରିବେନି ଉତ୍ତର କୋରିଆବାସୀ। ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ ଏଭଳି ଅଜବ ନିୟମ ଆଣିଛନ୍ତି।
ନୂଆ ବର୍ଷ ଆସିବା ପୂର୍ବରୁ ଭୟ ସୃଷ୍ଟି କରୁଛି ନାଷ୍ଟ୍ରେଦମସଙ୍କ ଭବିଷ୍ୟତବାଣୀ । ପୃଥିବୀକୁ ଆଷ୍ଟ୍ରୋଏଡ୍ ମାଡ଼ ସହ ଅନାହାର ମୃତ୍ୟୁ କବଳିତ କରିବ ବୋଲି ଭବିଷ୍ୟତବାଣୀ କରିଛନ୍ତି ଫ୍ରାନ୍ସର ଭବିଷ୍ୟତବକ୍ତା ।
ଅନ୍ୟପଟେ କିଛି ଦିନ ପୂର୍ବରୁ ମିୟାମିରେ ରହୁଥିବା ଆଲଭରେଜ୍ କହିଥିଲେ ଯେ, ୧୬ ବର୍ଷ ବୟସରେ ପ୍ରାପ୍ତ ବୟସ୍କ ଭଳି ଦେଖାଯିବା ପାଇଁ ସେ ନିଜର ବକ୍ଷକୁ ପ୍ଲାଷ୍ଟିକ୍ ସର୍ଜରି କରାଇଥିଲେ । ଏହା ବ୍ୟତୀତ ସେ ମଧ୍ୟ ପୂର୍ବରୁ ନିଶାଖୋର ଥିଲେ ବୋଲି କହିଛନ୍ତି ।
ଆଫଗାନିସ୍ତାନରେ ମହିଳାଙ୍କୁ ସିରିଏଲ୍ ମନା । ଯେଉଁ ଟିଭି ସିରିଏଲ୍ କିମ୍ବା ଫିଲ୍ମରେ ମହିଳା ଅଭିନେତ୍ରୀ ରହିଛନ୍ତି ସେହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ତାଲିବାନର ନିର୍ଦ୍ଦେଶ ।
ଆମେରିକାରେ କ୍ରିଷ୍ଟମାସ ପରେଡ୍ ଚାଲିଥିବା ବେଳେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ନାଲି ରଂଗର ଏକ ଏସୟୁଭି ମାଡ଼ିଯାଇ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କୁ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ ଦିଆଯାଇଛି.. ରାଷ୍ଟ୍ରପତି ଜୋ ବାଇଡେନ୍ ଅସୁସ୍ଥ ଥିବାରୁ ଏକ ଘଣ୍ଟା ୨୫ ମିନିଟ୍ ପାଇଁ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେଇଛନ୍ତି କମଲା ହାରିସ୍
ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ଙ୍କୁ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ । ରାଷ୍ଟ୍ରପତି ଜୋ ବାଇଡେନ୍ ଅସୁସ୍ଥ ଥିବାରୁ ତାଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା ।