ବୟୟ ମାତ୍ର ୧୫ ବର୍ଷ। ଅଧିକାଂଶ ପିଲା ମ୍ୟାଟ୍ରିକ ଦେଇନଥିବେ, କିନ୍ତୁ ଏହି ବୟସରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଚାରି ଚାରୋଟି #Bachelor ଡିଗ୍ରୀ ପାଇଛନ୍ତି ଜ୍ୟାକ୍...ଜାଣନ୍ତୁ ଏହା କେମିତି ହେଲା ସମ୍ଭବ?
ବଡ଼ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ଏହି ଜୀବର ଡେଣା ପ୍ରାୟ ୪୦ ଫୁଟ୍ ଚଉଡ଼ା । ଏହାର ପୁରା ନାଁ ହେଉଛି କେଟ୍ଜାଲ୍କୋଏଟ୍ଲସ୍ । କିନ୍ତୁ ସେମାନେ କିପରି ଉଡ଼ୁଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ନୂଆ ରିସର୍ଚ୍ଚରେ କେବଳ ସେମାନଙ୍କର ଉଡ଼ାଣ ପ୍ରକିୟାର ଅନୁସନ୍ଧାନ କରାଯାଇଛି ।
ପେଡିକିୟର କରାଇ ଗୋଡ଼ ହରାଇଲେ ମହିଳା । ପାର୍ଲର ଏବେ ମହିଳାଙ୍କୁ କ୍ଷତିପୂରଣ ପ୍ରଦାନ କରିଛି ।
ଏଣିକି ବାଲ୍କୋନିରେ ପୋଷାକ ଶୁଖାଇବା ପଡିବ ମହଙ୍ଗା । ଦୁବାଇରେ କିଛି ନୂଆ ନିୟମ ଲାଗୁ କରାଯାଇଛି । ଯାହାର ଉଲ୍ଲଂଘନ କଲେ ଦେବାକୁ ପଡିବ ଜରିମାନା । ଦୁବାଇରେ ବାଲ୍କୋନିରେ ପୋଷାକ ଶୁଖାଇବା ନିଷେଧ କରାଯାଇଛି । ଯଦି କେହି ଏହା କରନ୍ତି, ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ ବୋଲି ନଗର ପୌରପାଳିକା ପକ୍ଷରୁ ଘୋଷଣା କରାଯାଇଛି ।
ଚୀନ୍ ଲ୍ୟାବ ଏବେ ପୁଣି ସାରା ବିଶ୍ୱକୁ ଚମକାଇଦେବ । ମହାମାନବ ତିଆରିରେ ଲାଗିଛି ଚୀନ୍ । ମାଙ୍କଡ ଓ ମଣିଷଙ୍କୁ ଏକାଠି କରି ତିଆରି କରୁଛି ଏହି ମହାମାନବ । ଏହି ମହାମାନବଙ୍କୁ ଭୋକ ହେବନି କି ନିଦ ହେବନି । ଏମାନେ ସୁପର୍ ସୋଲଜର୍ ଭାବେ କାମ କରିବେ ।
ବିଶ୍ୱରେ ଚିନ୍ତା ବଢ଼ାଉଛି ଓମିକ୍ରନ୍ ସଂକ୍ରମଣ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶରେ ବିମାନ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୧୧, ୫୦୦ ବିମାନ ବାତିଲ୍ କରାଯାଇଛି।
ସାଥୀରେ ପୁରୁଷ ଥିଲେ ହିଁ ମହିଳାଙ୍କୁ ଦୂର ଯାତ୍ରା କରିବାକୁ ଅନୁମତି ମିଳିବ । ୭୨ କିଲୋମିଟରରୁ ଅଧିକ ଯାତ୍ରା କରୁଥିବା ମହିଳାଙ୍କ ସହ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ଯାତ୍ରା କରିବେ । ଏହା ନହେଲେ ଯାତାୟତ ପାଇଁ ଅନୁମତି ଦିଆଯିବ ନାହିଁ ।
ପୃଥିବୀର ଲୋକେ ଏଲିଏନ୍ସ କିମ୍ୱା ଏଲିଏନ୍ସ ଜଡିତ ରହସ୍ୟ ବିଷୟରେ ଜାଣିବା ପାଇଁ ସର୍ବଦା ଆଗ୍ରହୀ ଥାନ୍ତି । ତେଣୁ ଏଲିଏନ୍ସ ରସ୍ୟର ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ଆମେରିକାର ସ୍ପେସ୍ ଏଜେନ୍ସି ପୂଜାରୀମାନଙ୍କୁ ନିଯୁକ୍ତି ଦେଉଛି ।
କୁନି ଝିଅ କିଣିଲା ୫ କୋଟିର ଘର । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଜଣେ ଛଅ ବର୍ଷର କୁନି ଝିଅ ନିଜର ଦୁଇ ସାନ ଭାଇଭଉଣୀଙ୍କ ସହ ମିଶି ୫ କୋଟି ମୂଲ୍ୟର ପ୍ରଥମ ଘର କିଣିଛନ୍ତି ।
ଦୁର୍ଦ୍ଦଶାରେ ଆଫଗାନୀ ସାମ୍ବାଦିକ ଓ ମିଡିଆ ଶିଳ୍ପ । ତାଲିବାନର କ୍ଷମତା ଦଖଲ ପରେ ଚାକିରି ହରାଇଲେଣି ୬ ହଜାର ୪ଶହରୁ ଅଧିକ ସାମ୍ବାଦିକ । ପ୍ରାୟ ୬୦ ପ୍ରତିଶତ ସାମ୍ବାଦିକ ଓ ଗଣମାଧ୍ୟମ କର୍ମଚାରୀ ଚାକିରି ହରାଇଥିବା ବେଳେ ୮୪ ପ୍ରତିଶତ ମହିଳା ସାମ୍ବାଦିକ କ୍ୟାରିୟରକୁ ବାଏ ବାଏ କରିବାକୁ ବାଧ୍ୟ ହୋଇଛନ୍ତି ।
ନିଆଁର ପ୍ରକୋପ ଏତେ ମାତ୍ରରେ ଥିଲା ଯେ, ଯାହାକୁ ଆୟତ୍ତ କରିବା କଷ୍ଟସାଧ୍ୟ ଥିଲା। ନିଜ ଜୀବନ ବଞ୍ଚାଇବାକୁ ଅନେକ ଯାତ୍ରୀ ବିକଳରେ ନଦୀକୁ ଡେଇଁ ପଡ଼ିଥିଲେ।
ମା’ ପାଇଁ କାଙ୍ଗାଳ ହୋଇଗଲା ପୁଅ । କୋଟି କୋଟି ଟଙ୍କା ହାତକୁ ଆସୁ ଆସୁ ଚାଲିଗଲା ।
ଏଇଠି ୧୧ ଦିନ ପର୍ଯ୍ୟନ୍ତ ହସିବା ଓ ମଦ ପିଇବା ଉପରେ ରୋକ୍ ଲଗାଇଲେ ସରକାର। ଯଦି ଆପଣ ଏହି ନିୟମକୁ ନମାନନ୍ତି ତେବେ ଆପଣଙ୍କୁ ଦିଆଯାଇପାରେ କଠୋରରୁ କଠୋର ଦଣ୍ଡ, ଜାଣନ୍ତୁ କଣ ରହିଛି ପୂରା ଘଟଣା
ପାକିସ୍ତାନର ବନ୍ଦର ନଗରୀ କରାଚିରେ ଭୟଙ୍କର ବିସ୍ଫୋରଣ ।
କେତେବେଳେ ଚୁଟି କଟାକୁ ନେଇ ତ କେତେବେଳେ ଡ୍ରେସ୍ ପିନ୍ଧାକୁ ନେଇ ସେ ଅଜବ ଗଜବ ନିୟମ କାନୁନ ଆଣିଥାନ୍ତି । ଯାହାକି ଉତ୍ତର କୋରିଆବାସୀ ଚାହୁଁନଥିଲେ ମଧ୍ୟ ମାନିବାକୁ ବାଧ୍ୟ ହୋଇଥାନ୍ତି ।
ପ୍ରାୟ ଏକ ସପ୍ତାହ ପୂର୍ବରୁ ଆପଲ୍ କମ୍ପାନୀ କର୍ମଚାରୀମାନଙ୍କୁ ଫେବୃଆରୀ ସୁଦ୍ଧା ଅଫିସ୍ ଫେରିବାକୁ କହିଥିଲେ । ବର୍ତ୍ତମାନ ପୁଣି ଥରେ ଏହି ସମୟସୀମା ବୃଦ୍ଧି କରାଯାଇଛି ॥ କମ୍ପାନୀ ନ ଖୋଲିବା ସମ୍ପର୍କରେ ସିଇଓ ଟିମ୍ ଏକ ଇ-ମେଲ୍ କରିଛନ୍ତି ।
ପୂର୍ବ ଇଣ୍ଡୋନେସିଆରେ ମଙ୍ଗଳବାର ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୭.୩ ରେକର୍ଡ କରାଯାଇଛି। ଭୂକମ୍ପ ଝଟ୍କା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି।
ଆମେରିକା ଛାତିରେ ତାଣ୍ଡବ କରିଛି ଟର୍ଣ୍ଣାଡୋ । ଭୟଙ୍କର ଟର୍ଣ୍ଣାଡ଼ୋରେ ଛିନଭିନ୍ ଆମେରିକାର କେଣ୍ଟୁକି । ଦେଖନ୍ତୁ ଏହାର ଭୟଙ୍କର ରୂପ ।
ଆଶ୍ଚର୍ଯ୍ୟ ହେଲେ ବି ସତ । ଗୋଟିଏ ଦିନରେ ୧୦ ଥର କରୋନା ଭ୍ୟାକ୍ସିନ୍ ନେଲେ ଯୁବକ ।
ଆମେରିକାର କେଣ୍ଟୁକିରେ ଭୟଙ୍କର ଟର୍ଣ୍ଣାଡ଼ୋ । ଏଥିରେ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ବର୍ତ୍ତମାନ ସୁଦ୍ଧା ୫୯ଟି ଦେଶରେ କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ବ୍ୟାପି ସାରିଥିବା ବେଳେ ଆମେରିକାରେ ଏହା ଲୋକଙ୍କ ଚିନ୍ତା ବଢ଼ାଇଛି। ବୁଷ୍ଟର ଡୋଜ୍ ନେବା ପରେ ମଧ୍ୟ ଲୋକମାନେ ଓମିକ୍ରନ୍ରେ ସଂକ୍ରମିତ ହେଉଥିବା ସୂଚନା ମିଳିଛି।
ଦୁଇ ଚକିଆ ବା ଚାରି ଚକିଆ ଗାଡ଼ିକୁ ପେଲିବା ଆପଣ ଦେଖିଥିବେ, ହେଲେ ବିମାନକୁ ଲୋକମାନେ ପେଲିବା ଦୃଶ୍ୟ କେବେ ହେଲେ ଦେଖି ନଥିବେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଏୟାରପୋର୍ଟରେ। ଆକାଶରେ ବିମାନ ନ ଉଡି ରାସ୍ତାରେ ଗଡିଲା
ପାକିସ୍ତାନରେ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢୁଥିବାର ଖବର ସାମ୍ନାକୁ ଆସିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ ଚୋର କହି ବିଚ୍ ରାସ୍ତାରେ ନଗ୍ନ ଅବସ୍ଥାରେ ବୁଲାଯାଉଥିବାର ଦେଖିବାକୁ ମିଳିଛି ।
ଗାଳି ଦେଲେ ବସ୍ , ଆଉ ବସଙ୍କୁ ପାନେ ଚଖାଇବାକୁ ତେଲ ଗୋଦାମରେ ନିଆଁ ଲଗାଇଦେଲେ ମହିଳା କର୍ମଚାରୀ