• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Ranveer Singh poses with Karan Johar in unseen photos
ଫିଲ୍ମ ସୁଟିଂ ବେଳର ଫଟୋ ସେୟାର କରି ରଣବୀରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କରନ୍‌

ଗୋଟିଏ ଫଟୋରେ ଆଲିଆ ଭଟ୍ଟ ଅଛନ୍ତି। ଯେଉଁଥିରେ ସେ ରଣବୀର ଓ କରନଙ୍କ ଫଟୋ ଉଠାଉଛନ୍ତି। ତେବେ କ୍ୟାଣ୍ଡିଡ୍‌ ସଟ୍‌ ନେବାର ଫଟୋ ଫିଲ୍ମ ନିର୍ମାତା ସେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Drone Picks Apples
ସେଓ ବଗିଚାରେ ଡ୍ରୋନ୍‌ ! ଉଡ଼ିକି ଯାଉଛି ଆଉ ତୋଳିକି ଆଣୁଛି...

ଏହି ଡ୍ରୋନ୍‌କୁ ଏମିତି ପ୍ରୋଗ୍ରାମିଂ କରାଯାଇଛି ଯେ ଏମାନେ ନିଜେ ନିଜେ ଗଛ ପାଖକୁ ଯାଉଛନ୍ତି ଆଉ ସେଓ ତୋଳି ଆଣି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରଖୁଛନ୍ତି ।

Husband  burnt alive wife
୨ମାସର ଶିଶୁ ସହ ପତ୍ନୀକୁ ଜୀଅନ୍ତା ଜାଳିଦେଲେ ଯବାନ

ମୃତ ମହିଳା ୩୦ ବର୍ଷିୟ ସୋନାଲ ପ୍ରିୟା ଏବଂ ତାଙ୍କର ଦୁଇ ମାସର ପୁଅ ଅଖତାମ ରୂପ ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜୁଛି ।

octopus
ବାରମ୍ବାର ବାନ୍ତି କରୁଥିଲେ ଯୁବକ, ଗଳାରୁ ବାହାରିଲା ଅକ୍ଟୋପସ୍‌

ଡାକ୍ତରମାନେ ତାଙ୍କର ସିଟି ସ୍କାନ୍ କରିଥିଲେ । ଯେଉଁଥରେ ଅକ୍ଟୋପସ୍‌ ସ୍ପଷ୍ଟ ଦେଖାଯାଇଥିଲା । ପେଟ ଠାରୁ ଏହା ୮ ସେମି ଦୂରରେ ରହିଥିବା ଜଣାପଡ଼ିଥିଲା । ଯାହାର ଫଟୋ ମଧ୍ୟ ପରେ ପରେ ପ୍ରକାଶ କରାଯାଇଥିଲା ।

An unusual item in West Bengal panchayat poll officials’ kit
ନିର୍ବାଚନ ବେଳେ ସାପକାମୁଡା କିଟ୍‌ ରଖିବେ ପୁଲିଂ କର୍ମଚାରୀ

ପୂର୍ବ ରିପୋର୍ଟ ଅନୁସାରେ ଅଧିକ ସାପକାମୁଡା ମୋସୁମୀ ତଥା ଜୁନ୍‌, ଜୁଲାଇ ଓ ଅଗଷ୍ଟରେ ହୋଇଥିବା ରେକର୍ଡ କରାଯାଇଛି। ଏହି ସମୟରେ ଅତିକମରେ ୪ ପ୍ରକାରର ବିଷଧର ସାପ ଦେଖାଦେବାର ନଜିର ରହିଛି।

Richest Beggar
ବିଶ୍ୱର ସବୁଠୁ ଦାମୀ ଭିକାରୀ; ଯାହାଙ୍କ ମାସକୁ ରୋଜଗାର..

ଭିକ ମାଗି ଆଜି କୋଟି କୋଟି ଟଙ୍କାର ସମ୍ପତ୍ତି । ମୁମ୍ବାଇର ଜଣେ ଏମିତି ଭିକାରୀ ଅଛନ୍ତି ଯାହାଙ୍କର ମୋଟ ସମ୍ପତ୍ତି ୭.୫ କୋଟି ।

zodiac are strict minded
ଏହି ରାଶିର ବ୍ୟକ୍ତିଙ୍କ ମାୟାରେ କେହି ପଶିପାରନ୍ତି ନାହିଁ...

ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ନବମ ରାଶି ହେଉଛି ‘ଧନୁ’ । ତେବେ ଆଜି ଆମେ ଜାଣିବା ‘ଧନୁ’ ରାଶି ବିଷୟରେ...। କେମିତି କଟେ ଏମାନଙ୍କ ବ୍ୟକ୍ତିଗତ ଜୀବନ...ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ କିପରି ।

JDU
ଶିବସେନା ଓ ଏନସିପି ପରେ ଆସୁଛି କି ଜେଡିୟୁ ପାଳି? ଟେନସନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର !

ଉଦ୍ଧବ ଓ ଶରଦଙ୍କ ପରିଣତି ଭୋଗିବେ କି ନୀତୀଶ? ମହାରାଷ୍ଟ୍ରରେ ଗତବର୍ଷ ଶିବସେନା ଏବଂ ଏବର୍ଷ ଏନ୍‌ସିପି ଦୁଇଫାଳ ହୋଇଯିବା ପରେ ବିହାରରେ ବି ଆଗକୁ ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Indian Railway Jobs
ଦଶମ ପାସ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ରେଲୱେରେ ଖାଲିପଡ଼ିଛି ୧୧୦୪ ପଦବୀ

ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

Shivraj Singh Chouhan
ପୀଡ଼ିତଙ୍କ ଗୋଡ଼ ଧୋଇଦେଲେ ମୁଖ୍ୟମନ୍ତ୍ରୀ...ଭଲମନ୍ଦ ପଚାରିଲେ, ଉପହାରରେ ଦେଲେ ଗଣେଶ ମୂର୍ତ୍ତି

ତିଲକ ଲଗାଇ ପୂଜାର୍ଚ୍ଚନା ପରେ ସାଲ୍ ଦେଇ ସମ୍ବର୍ଦ୍ଧିତ କଲେ, ଦଶମତ ରାୱତଙ୍କ ଉପରେ ଜଣେ ବ୍ୟକ୍ତି ପରିସ୍ରା କରିଥିବା ଭିଡିଓ ଭାଇରାଲ ପରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।

mango kakra
ଘରେ ବନାନ୍ତୁ ଆମ୍ବର ଏହି ସୁଆଦିଆ ରେସିପି

ଏବେ ଚାଲିଛି ଆମ୍ବର ଋତୁ । ଆମ୍ବରେ ବିଭିନ୍ନ ପାନୀୟ ଓ ଆଚାର,ଖଟା ପ୍ରସ୍ତୁତ କରାଯାଏ । ହେଲେ ଆଜି ଆମେ ଆପଣଙ୍କ ପାଇଁ ଆମ୍ବର ଏକ ସୁଆଦିଆ ପିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଆମ୍ବ କାକରା’।

Kidnapping Case
ସ୍କୁଲ୍‌ ନଯିବା ପାଇଁ ଅପହରଣର ନାଟକ; ପାର୍ଟନର ସାଜିଥିଲା ସାନଭାଇ

ସ୍କୁଲ ନଯିବା ପାଇଁ ମାଷ୍ଟରପ୍ଲାନ । ଅପହରଣର ନାଟକ ରଚିଥିଲା ବଡ଼ ଭାଇ । ସବୁ ଜାଣି ଚୁପ୍‌ ବସିଥିଲା ସାନ ଭାଇ ।

Kedarnath temple
କେଦାରନାଥ ଧାମରେ ମୋବାଇଲ୍ ବ୍ୟାନ୍, ପ୍ରସ୍ତୁତି ଆରମ୍ଭ କଲା ମନ୍ଦିର କମିଟି

ବାବାଙ୍କ ଧାମରୁ ବାରମ୍ବାର ବିଭିନ୍ନ ପ୍ରକାର ରିଲ୍ସ ଓ ଭିଡିଓ ଭାଇରାଲ ହେବାରୁ ଏଭଳି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

NLC India jobs 2023
NLC ଇଣ୍ଡିଆ ଲିମିଟେଡ୍‌ରେ ପୂରଣ ହେବ ୨୯୪ ପଦବୀ; ତୁରନ୍ତ ଆବେଦନ କରନ୍ତୁ

NLC ଇଣ୍ଡିଆ ଲିମିଟେଡ୍ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଡେପୁଟି ଜେନେରାଲ୍ ମ୍ୟାନେଜର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୨୯୪ ପଦବୀ ପୂରଣ ହେବ।

Instagram Twitter competitor Threads App Launches More Than 100 Countries
ଏଣିକି ଟ୍ୱିଟରକୁ କଡ଼ା ଟକ୍କର ଦେବ Threads ଆପ୍‌, ଭାରତ ସମେତ ୧୦୦ରୁ ଅଧିକ ଦେଶରେ ହେଲା ଲଞ୍ଚ୍‌

ଏଣିକି ଟ୍ୱିଟରକୁ କଡ଼ା ଟକ୍କର ଦେବ ଥ୍ରେଡ୍‌ସ ଆପ୍‌। ଥ୍ରେଡ୍‌ସ ଆପ୍‌କୁ ଆପଣ ଆଣ୍ଡ୍ରଏଡ୍‌ ଓ IOS ଉଭୟରେ ଡାଉନଲୋଡ୍‌ କରିପାରିବେ।

rapid weight loss can reverse non alcoholic steatohepatitis
Health Tips: ନୂଆ ଅଧ୍ୟୟନ; ଶୀଘ୍ର ଓଜନ ହ୍ରାସ ଲିଭରଜନିତ ମାରାତ୍ମକ ରୋଗରୁ ରକ୍ଷା କରିବ

ଆସିଲା ନୂଆ ଅଧ୍ୟୟନର ନୂଆ ରିପୋର୍ଟ। ଶୀଘ୍ର ଓଜନ ହ୍ରାସ କରିବା ଲିଭରଜନିତ ମାରାତ୍ମକ ରୋଗ ପାଇଁ ବିଶେଷ ଲାଭଦାୟକ ହେବ। ଏହା ନନ୍ ଆଲ୍‌କୋହୋଲିକ୍ ଷ୍ଟିଟୋହେପାଟାଇଟିସ୍ (non alcoholic steatohepatitis) ଯାହାକୁ NASH ମଧ୍ୟ କୁହାଯାଏ, ପାଇଁ ବିଶେଷ ଲାଭଦାୟକ ହେବ।

Restaurants
ଏଣିକି ରାତିସାରା ଖୋଲାରହିବ ରେଷ୍ଟୁରାଂଟ୍‌

ଗ୍ରାହକଙ୍କ ଲାଗି ବଡ଼ ଖବର । ଏଣିକି ସାରାରାତି ଖୋଲା ରହିବ ରେଷ୍ଟୁରାଂଟ୍‌...ଯିଏ ଯେତେବେଳେ ଚାହିଁବ ସିଏ ସେତେବେଳେ ଖାଇବ

bicycle thieves in Surat
ମାତିଛନ୍ତି ହାଇଟେକ୍ ସାଇକେଲ ଲୁଟେରା : ସ୍କୁଲ, ଟ୍ୟୁସନ ପିଲାଙ୍କ ସାଇକଲ୍ ଧରି ମାରୁଛନ୍ତି ଛୁ

ସୁରତରେ ମାତିଛନ୍ତି ହାଇଟେକ୍ ସାଇକେଲ ଚୋର । ସ୍କୁଲ, ଟ୍ୟୁସନ ବୁଲୁଛନ୍ତି ଓ ଚୋରି କରି ନେଉଛନ୍ତି ମହଙ୍ଗା ଓ ଷ୍ଟାଇଲିସ୍ ସାଇକେଲ୍ । ଗଞ୍ଜାମ ତିନି ଜଣିଆ ଗ୍ୟାଙ୍ଗକୁ ଧରିବା ପରେ ଏବେ ଅନେକ କଥା ସାମ୍ନାକୁ ଆସୁଛି । ...

gas leak
ଗ୍ୟାସ୍‌ ଲିକ୍‌ ଯୋଗୁଁ ବଡ଼ ଦୁର୍ଘଟଣା : ଛଟପଟ୍‌ ହୋଇ ଚାଲିଗଲା ୧୬ ଜୀବନ

ବେଆଇନ୍ ଖନନ ପାଇଁ ବ୍ୟବହାର ବେଳ ଗ୍ୟାସ୍‌ ଲିକ୍ ସନ୍ଦେହ । ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି ।

Today Panchang
Panchang Today 6th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରନ୍ତୁ

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

bus accident
ଭୟଙ୍କର ସଡ଼କ ଦୁର୍ଘଟଣା : ଘାଟିରୁ ୪୦ ଫୁଟ ତଳକୁ ଖସିଲା ବସ୍‌, ୨୭ ମୃତ

ମେକ୍ସିକୋରେ ଘାଟିରୁ ବସ୍‌ ଓଲଟି ୨୭ ମୃତ, ୧୭ ଗୁରୁତର

India announce squad for T20 series against West Indies
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ବିସିସିଆଇ ପକ୍ଷରୁ ଘୋଷିତ ତାଲିକାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି।

Maharashtra Politics
ପାୱାର Vs ପାୱାର..ଦାଦା ବନାମ୍ ପୁତୁରା ଭିତରେ ଜୋରଦାର ଲଢ଼େଇ

ନିଜ ସହ ୨୯ ବିଧାୟକଙ୍କୁ ଏକାଠି ମଞ୍ଚରେ ବସାଇ ରଣହୁଙ୍କାର ଦେଇଛନ୍ତି ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏହି ମଞ୍ଚରୁ ଖୋଲାଖୋଲି ଭାବେ ଦାଦା ଶରଦଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।

Ratan Tata shares heartwarming tweet about stray animals
ବୁଲା ପଶୁଙ୍କ ପ୍ରତି ହୃଦୟବାନ ହେବାକୁ ନିବେଦନ କଲେ ରତନ ଟାଟା

ରତନ ଟାଟା ଜଣେ ପଶୁପ୍ରେମୀ । ସେ ସର୍ବଦା ପଶୁମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ଚିନ୍ତା କରନ୍ତି।

AIIMS Bhubaneswar Recruitment 2023
ସୁବର୍ଣ୍ଣ ସୁଯୋଗ; ଭୁବନେଶ୍ୱର AIIMS ବାହାର କଲା ୭୭୫ ପଦବୀ

AIIMS, ଭୁବନେଶ୍ୱର ପାଇଁ ଜବରଦସ୍ତ ନିଯୁକ୍ତି ବାହାରିଛି। AIIMS ଭୁବନେଶ୍ୱର ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୭୫ ପଦବୀ ପୂରଣ ହେବ।