• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Why do the Kaudians give the slogan 'Bolbum'
Bolbam 2023: ଶିବଙ୍କୁ ପ୍ରସନ୍ନ କରିବା ପାଇଁ କାଉଡିଆମାନେ କାହିଁକି ଦିଅନ୍ତି 'ବୋଲବମ୍' ନାରା

ଶିବ ଭକ୍ତମାନେ ବୋଲ୍‌ବମ୍‌ ଯାତ୍ରାରେ ନଦୀର ପବିତ୍ର ଜଳକୁ କାନ୍ଧରେ ନେଇ ଶିବଲିଙ୍ଗ ଉପରେ ଜଳାଭିଷେକ କରନ୍ତି। ପ୍ରତି ସୋମବାର ଏହି ଜଳାଭିଷେକ କଲେ ମହାଦେବ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି। କାଉଡିଆମାନେ ଜଳ ନେଇ ଯାତ୍ରା ସମୟରେ ‘ବୋଲ୍‌ବମ୍‌’ ନାରା ଦେଇଥାନ୍ତି। ଆସନ୍ତୁ ଜାଣିବା ଏହା ପଛର କାରଣ।

Saharanpur DM
କାଉଡିଆଙ୍କ ଲାଗି ରୁଟି ତିଆରି କଲେ କଲେକ୍ଚର

ଆଜି ଶ୍ରାବଣ ପ୍ରଥମ ସୋମବାର । ଶୈବ ପୀଠରେ ଲାଗିଲାଣି ଭକ୍ତଙ୍କ ଭିଡ଼...କାଉଡିଆଙ୍କ ଲାଗି ଖୋଦ୍‌ କଲେକ୍ଟର ତିଆରି କଲେ ରୁଟି । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

World Cup 2023
ପାକିସ୍ତାନ କ୍ରୀଡ଼ାମନ୍ତ୍ରୀଙ୍କ ଧମକ; ଭାରତ ଏସିଆ କପ୍ ଖେଳିବାକୁ ନଆସିଲେ, ଆମେ ବି..

ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ତ ପାକିସ୍ତାନ କ୍ରିକେଟ୍ ଟିମ୍ ?

Akshay kumar shares new look from omg-2
ମଥାରେ ପାଉଁସ, ବେକରେ ରୁଦ୍ରାକ୍ଷ ମାଳା; ଜଟାଧାରୀ ବେଶରେ ଅକ୍ଷୟ କୁମାର

ଅକ୍ଷୟ କୁମାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଭଗବାନ ଶିବ ରୂପେ ଦେଖିବାକୁ ମିଳେ। ତାଙ୍କର ଲୁକ୍ ଏତେ ଜବରଦସ୍ତ ହୋଇଛି ଯେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

Hema malini opened up about how a filmmaker made a deplorable demand about her saree
ଚଳଚ୍ଚିତ୍ର ନିର୍ମାତାଙ୍କ ପର୍ଦାଫାସ୍ କଲେ ହେମା ମାଲିନୀ: କହିଲେ ସେ ଚାହୁଁଥିଲେ ଶାଢିର ପିନ୍ ଖୋଲିବାକୁ

ବର୍ତ୍ତମାନ 'ଡ୍ରିମ୍ ଗାର୍ଲ' ହେମା ମାଲିନୀ ତାଙ୍କର ଏକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ହେମା ମାଲିନୀଙ୍କ ଏହି କଥାରୁ ଏହା ସ୍ପଷ୍ଟ ହେଉଛି ଯେ ସେ ମଧ୍ୟ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ।

Sudan Air Strike
ସହର ଉପରେ ଜୋରଦାର ଏୟାର୍‌ ଷ୍ଟ୍ରାଇକ୍‌, ହେଲେ କାହିଁକି ?

ଏପ୍ରିଲ୍ ମାସଠାରୁ ସୁଦାନରେ ସେନା ଓ ପାରାମିଲିଟାରି ଫୋର୍ସଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।

Land Slide and Heavy Rain In JK
ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା, ଭାସିଗଲେ ଦୁଇ ଯବାନ

ସର୍ଚ୍ଚ ଅପରେସନ୍ ଓ ଉଦ୍ଧାର କାର୍ଯ୍ୟ ଜାରି । ଉଦ୍ଧାମପୁରରେ ବର୍ଷା ଓ ଭୂସ୍ଖଳନ ।

Delhi Heavy Rain
ବର୍ଷାରେ ବେହାଲ୍ ଦିଲ୍ଲୀ , ଜୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି

ପ୍ରବଳ ବର୍ଷାରୁ ଅନେକ ଅଂଚଳ ଜଳମଗ୍ନ । ରାସ୍ତାରେ ବୁଡ଼ିଗଲା ଅଟୋ । ଘଣ୍ଟା ଘଣ୍ଟା ଧରି ଅଟକିଲା ଗାଡ଼ି ।

West Bengal Political Violence
ପଶ୍ଚିମବଙ୍ଗରେ ନିର୍ବାଚନୀ ନିଆଁ ! ପଞ୍ଚାୟତ ଭୋଟ୍ ବେଳେ ବ୍ୟାପକ ହିଂସା, ୧୬ ମୃତ

ବାଲଟ ବକ୍ସ ଲୁଟ୍, ପୋଡ଼ାଜଳା ଓ ବୁଥ୍ କ୍ୟାପ୍ଚରିଂ । ବହୁ ସ୍ଥାନରେ ମତଦାନ ସ୍ଥଗିତ ।

Bengal Panchayat polls: 11 killed in poll violence
ନିର୍ବାଚନୀ ନିଆଁରେ ପୁଣି ଜଳିଲା ପଶ୍ଚିମବଙ୍ଗ, ୧୧ ମୃତ

ନିର୍ବାଚନୀ ହିଂସା ପାଇଁ ବାରମ୍ବାର ଅପଯଶ ସାଉଁଟୁଥିବା ପଶ୍ଚିମବଙ୍ଗ, ଏଥର ବି ଶୃଙ୍ଖଳା ରକ୍ଷାରେ ବିଫଳ ହୋଇଛି । ମାଳମାଳ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ସତ୍ତ୍ୱେ ; ବିଭିନ୍ନ ଜିଲ୍ଲାରେ ନିର୍ବାଚନୀ ହିଂସାର ବହୁ ଘଟଣା ସାମ୍ନାକୁ ଆସିଛି। କିଛି ସ୍ଥାନରେ ମତଦାନକୁ ସ୍ଥଗିତ ରଖିବାକୁ ପଡ଼ିଛି । 

West Bengal Election Violence
ପଶ୍ଚିମବଙ୍ଗ ନିର୍ବାଚନ: ଗଲାଣୀ ୧୩ ଜଣଙ୍କ ଜୀବନ, ଭାଇରାଲ ହେଉଛି ହିଂସାକାଣ୍ଡର ଭିଡିଓ...

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିବା ସୂଚନା ମିଳିଛି।

Adipurush Writer Manoj Muntashir
‘ଆଦିପୁରୁଷ’ ପାଇଁ ସମସ୍ତ ଭାଇ ଭଉଣୀ ଓ ସାଧୁସନ୍ଥଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ମନୋଜ

ଆଦିପୁରୁଷର ଚରିତ୍ର ଚିତ୍ରଣ, ଡାଇଲଗ୍ ଏବଂ କାହାଣୀକୁ ନେଇ ସମାଲୋଚନା ପରେ କ୍ଷମା ପ୍ରାର୍ଥନା ।

Indian coast guard recruitment driver mts posts vacancy
ଦଶମ ପାଶ କରିଥିଲେ ଇଣ୍ଡିଆନ୍ କୋଷ୍ଟ ଗାର୍ଡରେ ଚାକିରି

ବିଭିନ୍ନ ପଦବୀ ପାଇଁ ଇଣ୍ଡିଆନ୍ କୋଷ୍ଟ ଗାର୍ଡ (ICG) ନିଯୁକ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ କେବଳ ଅଫ୍‌ଲାଇନ୍‌ ମୋଡ୍‌ରେ ଆବେଦନ କରିବାକୁ ପଡିବ।

Mumbai 6000 KG Bridge Stolen
ବାପ୍‌ରେ ବାପ୍‌ରେ କି ସାହସ ! ୬୦୦୦ କେଜିର ଲୁହା ବ୍ରିଜ୍‌କୁ ଚୋରି କରିନେଲେ...

ନବେ ଫୁଟ ଲମ୍ବ ତଥା ଛଅ ହଜାର କେଜି ଓଜନ ବିଶିଷ୍ଟ ଲୁହା ବ୍ରିଜକୁ ଲୁଟିନେଇଛନ୍ତି ଲୁଟେରେ। ଶେଷରେ ବହୁ ଖୋଳତାଡ଼ ପରେ ପୋଲିସ୍‌ ୪ ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Deepika padukone rs 497 crore net worth beats anushka Sharma and Katrina kaif
ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍‌ଙ୍କୁ ପଛରେ ପକେଇଲେ ଦୀପିକା ପାଦୁକୋନ୍

୧୬ ବର୍ଷର କ୍ୟାରିଅରରେ ଦୀପିକା ପାଦୁକୋନ୍ ନିଜର ଏକ ଶକ୍ତିଶାଳୀ ନେଟ୍ ୱର୍ଥ କରିପାରିଛନ୍ତି। ଏହି ଦୃଷ୍ଟିରୁ ଦୀପିକା ଏବେ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ପଛରେ ପକେଇଦେଇଛନ୍ତି। ଦୀପିକା ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ।

Karna and Srikrushna discourse in the Mahabharat
ଯେତେବେଳେ କର୍ଣ୍ଣ ନିରୁତ୍ସାହିତ ହୋଇ ପଚାରିଲେ ମୋର ଦୋଷ କ’ଣ, ଶ୍ରୀକୃଷ୍ଣ ଉତ୍ତର ଦେଲେ…

‘ମହାଭାରତ’ର ଏକ ମହାନ ଚରିତ୍ର ହେଲେ ମହାବୀର କର୍ଣ୍ଣ। ଶାସ୍ତ୍ର ଅନୁସାରେ ସେ ତାଙ୍କ ଜୀବନରେ ଅନେକ ଦୁଃଖ କଷ୍ଟ ସହିଛନ୍ତି। ଏନେଇ ସେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କର ଦୋଷ କ’ଣ ବୋଲି ପଚାରିଲେ ଶ୍ରୀକୃଷ୍ଣ ଯାହା ଉତ୍ତର ଦେଲେ ଶୁଣିଲେ ଆପଣଙ୍କ ଆଖି ହେଇଯିବ ଛଳ ଛଳ।

Pakistani actress mahnoor baloch said Shah rukh khan doesnot know acting not handsome
ଶାହରୁଖ ନା ହ୍ୟାଣ୍ଡସମ୍‌ ନା ତାଙ୍କୁ ଅଭିନୟ ଜଣା ଅଛି; ଏମିତି କହିଲେ ଏହି ଅଭିନେତ୍ରୀ

ଫିଲ୍ମ ଇଣ୍ଡଷ୍ଟ୍ରିର ବାଦଶାହା ଭାବେ ପରିଚିତ ଶାହରୁଖ ଖାନ୍‌। ତାଙ୍କର ପ୍ରାୟ ସବୁ ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଦିଏ। ତାଙ୍କ ସହ କାମ କରିବା ଇଣ୍ଡଷ୍ଟ୍ରିର ଅଧିକାଂଶ ଅଭିନେତ୍ରୀଙ୍କ ସ୍ୱପ୍ନ। ବର୍ତ୍ତମାନ କିନ୍ତୁ ଜଣେ ଅଭିନେତ୍ରୀ କହିଛନ୍ତି ସେ ସେ ଅଭିନୟ ଜାଣନ୍ତି ନାହିଁ।

8 dead in bus-cruiser collision in Haryana
ବସ୍‌-କ୍ରୁଜର ମଧ୍ୟରେ ଭୟଙ୍କର ଦୁର୍ଘଟଣା...୮ ମୃତ, ୧୦ରୁ ଅଧିକ ଆହତ

ବସ୍‌-କ୍ରୁଜର ମଧ୍ୟରେ ମୁହାଁମୁହିଁ ଧକ୍କା। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।

DRDO Scientist Attracted To Pak Spy Agent Later Shares Many Secrets
ପାକିସ୍ତାନୀ ସୁନ୍ଦରୀ ଗୁପ୍ତଚରଙ୍କ ଉପରେ ଫିଦା ଥିଲେ DRDO ବୈଜ୍ଞାନିକ, ଶେୟାର କରିଦେଲେ ଗୁପ୍ତତଥ୍ୟ...

ପାକିସ୍ତାନୀ ମହିଳା ଗୁପ୍ତଚର ଏଜେଣ୍ଟଙ୍କ ପ୍ରତି ଆକର୍ଷିତ ହୋଇ ଡିଆର୍‌ଡିଓ(DRDO) ବୈଜ୍ଞାନିକ ପ୍ରଦୀପ କୁରୁଲକର ଗୁପ୍ତତଥ୍ୟ ଶେୟାର କରିଥିବା ଜଣାପଡ଼ିଛି।

Viral Video
ହାତୀ ସହ ସେଲଫି ନେଉଥିଲେ..ରାଗିକି ଦଉଡାଇଲେ ହାତୀପଲ

ମହଙ୍ଗା ପଡିଲା ହାତୀ ସହ ସେଲଫି ନେବା । ରାଗିଗଲେ ହାତୀ ପଲ...ବିଚ୍‌ ରାସ୍ତାରେ ଦଉଡାଇଲେ...ଜୀବନ ବଞ୍ଚାଇବାକୁ ଦଉଡୁଥିବା ବେଳେ ରାସ୍ତାରେ ପଡିଲେ ଯୁବକ । ଦେଖନ୍ତୁ ଏହି ଭିଡିଓ

Bryan johnson says he eats dinner at 11am
ଦିନ ୧୧ରେ ଖାଇ ଦିଅନ୍ତି ରାତ୍ରୀ ଭୋଜନ, ୪୫ ବର୍ଷରେ ଦିଶୁଛନ୍ତି ୧୮ ବର୍ଷର

ଆମେରିକୀୟ ଶିଳ୍ପପତି ବ୍ରାଏନ୍ ଜନସନ ପ୍ରକୃତି ବିରୁଦ୍ଧରେ ଯାଇ ନିଜକୁ ବହୁ ବର୍ଷ ପଛକୁ ନେଇ ଯାଇଛନ୍ତି। ସେ ଏବେ ବହୁ ଯୁବକ ଭଳି ଲାଗୁଛନ୍ତି। ସେ ଦିନ ୧୧ ଟାରେ ହିଁ ରାତ୍ରୀ ଭୋଜନ କରିନିଅନ୍ତି ବୋଲି କହିଛନ୍ତି।

Mother Driving E Rickshaw With Holding Baby
ସେ ମା’... ଗୋଟିଏ ହାତରେ ଚଳାଉଛନ୍ତି ରିକ୍ସା, କୋଳରେ ରହିଛି କଅଁଳ ଶିଶୁ

ଭିଡିଓଟି ଯେତିକି ଦୁଃଖଭରା । ସେତିକି ହୃଦୟସ୍ପର୍ଶୀ । ଭିଡିଓରେ ଜଣେ ମା’ଙ୍କ ସାହସ ଓ ଧୈର୍ଯ୍ୟକୁ ସମସ୍ତେ ଭୁରିଭୁରି ପ୍ରଶଂସା କରିଥିବାବେଳେ ତାଙ୍କୁ ତାଙ୍କର କର୍ତ୍ତବ୍ୟକୁ ସାଲ୍ୟୁଟ୍‌ କରିଛନ୍ତି ।

3 tmc workers killed ahead of Bengal panchayat polls
ପଶ୍ଚିମବଙ୍ଗରେ ହିଂସା: ପଞ୍ଚାୟତ ନିର୍ବାଚନ ବେଳେ ଗଡ଼ିଲା ମୁଣ୍ଡ, ବାଲାଟ୍‌ ପେପର୍‌ରେ ନିଆଁ ଲଗାଇ ଦେଲେ...

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି। ୩ ଜଣ ଟିଏମ୍‌ସି(TMC) କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମତଦାନର କିଛି ଘଣ୍ଟା ପୂର୍ବରୁ ଏହି ଘଟଣା ଘଟିଛି।

Today Panchang
Panchang Today 8th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଜମି କ୍ରୟ କରନ୍ତୁ

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...