ଇସ୍ରାଏଲ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ....ଷଡ଼ଯନ୍ତ୍ରକୁ କେମିତି କଲା କାର୍ଯ୍ୟକାରୀ?
ପାକିସ୍ତାନ ବିପକ୍ଷରେ ଅପରାଜେୟ ରେକର୍ଡ ବଜାୟ ଲକ୍ଷ୍ୟରେ ଭାରତ । ରେକର୍ଡ ଏବେ ରହିଛି ୭-୦ । ସେହି ରେକର୍ଡକୁ ଅକ୍ଷୂର୍ଣ୍ଣ ରଖିବାକୁ ଟାର୍ଗେଟ କରିଛି ଭାରତ।
ଯଦି ଆପଣଙ୍କ ଅଣ୍ଟା ଯନ୍ତ୍ରଣା ହେଉଛି କିମ୍ବା ଆପଣ ବସିବା ଏବଂ ଠିଆ ହେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଆସନ୍ତୁ ଏମିତି ୩ ଟି ଆସନ ବିଷୟରେ ଜାଣିନେବା ଯାହା ଅଣ୍ଟା ଯନ୍ତ୍ରଣାରୁ ସହଜରେ ମୁକ୍ତି ଦେବ।
ଗାଜା ସୀମାଠୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଛୋଟିଆ ଗାଁ କିବୁଜ୍ ବେରିରେ ଗତ ଶନିବାର ସୂର୍ଯ୍ୟ ଉଇଁବା ବେଳେ କେମିତି ଦିଶୁଥିଲା, କାହାକୁ ଜଣାନାହିଁ ।
ଆମେ ଭାରତ ଓ ପାକିସ୍ତାନ କ୍ରିକେଟ ଇତିହାସକୁ ଦେଖିବା ତାହାଲେ ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ୧୯୫୨ରେ ଖେଳାଯାଇଥିଲା। ଏହା ଏକ ଟେଷ୍ଟ ମ୍ୟାଚ୍ ଥିଲା।
ହସ୍ପିଟାଲ ବେଡ୍ରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପ୍ରେମିକା ।
ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦ ହସ୍ପିଟାଲରେ ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା। ସାଧାରଣତଃ ଅସୁସ୍ଥତା ଯୋଗୁଁ ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି।
କିଏ ଓ କାହିଁକି ଇସ୍ରାଏଲ୍ର କୂଟନୀତିଜ୍ଞଙ୍କୁ ଆକ୍ରମଣ କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ଏହି ଆକ୍ରମଣ ପଛରେ କୌଣସି ସଂଗଠନ ବି ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହିଁ।
ଧୂଳିର ଧ୍ବଂସସ୍ତୂପ ତଳେ ଶୋଇ ପଡ଼ିଛି ମାନବତା । ଅଣ୍ଟା ଭାଙ୍ଗି ପଡ଼ିଛି ପ୍ରେମ, ସୌହାର୍ଦ୍ଦ୍ୟ ଓ ଶାନ୍ତି । ଆତଙ୍କବାଦୀଙ୍କ ନିଷ୍ଠୁରତାରୁ କେହି ମଧ୍ୟ ବାଦ ପଡ଼ୁ ନାହାନ୍ତି । ଜାତି, ଧର୍ମ, ବୟସ ନିର୍ବିଶେଷରେ ସମସ୍ତଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ ।
ଇସ୍ରାଏଲ ଟାର୍ଗେଟରେ କେବଳ ଗାଜା ନୁହେଁ ହମାସର ସେହି 'ମାଷ୍ଟରମାଇଣ୍ଡ' ଅଛନ୍ତି, ଯେଉଁମାନେ ଆରମ୍ଭରୁ ଏହି ସଂଗଠନର ସଦସ୍ୟ କିମ୍ବା ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ଥିଲେ ।
ମେଟ୍ରୋ ସିଟିରେ ଟ୍ରାଫିକ ଜାମ ପ୍ରବଳ । କ୍ୟାବ କି ଓଲା ବୁକ୍ କଲେ କ୍ୟାନସେଲ ହୋଇ ଯାଉଛି କି ? ଆମେ କହିବୁ ଆପଣଙ୍କୁ ଘରେ ପହଞ୍ଚିବାର ଅଭିନବ ଉପାୟ ।
ୟୁରୋପୀୟ ୟୁନିଅନ୍ (EU) ମୁଖ୍ୟ ଥିଏରି ବ୍ରେଟନ୍ ଇସ୍ରାଏଲ୍-ହମାସ୍ ଯୁଦ୍ଧ ସମୟରେ ଇୟୁ ଅନଲାଇନ୍ ବିଷୟବସ୍ତୁ ନିୟମକୁ କିପରି ଅନୁସରଣ କରୁଛନ୍ତି ସେ ସମ୍ବନ୍ଧରେ ଏଲନ୍ ମସ୍କଙ୍କଠାରୁ ସୂଚନା ମାଗିଥିଲେ ।
ଭାରତୀୟ ସମାଜରେ ବିବାହ ଏକ ପବିତ୍ର ବନ୍ଧନ । ଏହା ଧର୍ମ, ଆଧ୍ୟାତ୍ମିକତା ସହ ବିଶେଷ ଭାବେ ଜଡ଼ିତ । ଏହା ସହ ବିବାହ ଦ୍ୱାରା ସ୍ୱାମୀ ଓ ସ୍ତ୍ରୀ ଉଭୟ ଏକ ଆବେଗ ତଥା ଭାବପୂର୍ଣ୍ଣ ଜୀବନ ଅତିବାହିତ କରିଥାଆନ୍ତି ।
ହମାସ ଆତଙ୍କୀଙ୍କ ବର୍ବରତା, ଗର୍ଭବତୀ ମହିଳାଙ୍କ ପେଟ ଚିରି ଛୁଆକୁ ମାରିଲେ ଛୁରି....ମା’ ପେଟରେ ଥିବା ଶିଶୁର ଭୁଲ କ’ଣ ଥିଲା .. କାହିଁକି ତାକୁ ଗର୍ଭାବସ୍ଥାରେ ମାରି ଦିଆଗଲା .. ସତରେ ଏତେ ଜଘନ୍ୟ କାଣ୍ଡ ଘଟାଇ ପାରନ୍ତି ଆତଙ୍କୀ...
ଏହି ‘ଅପରେସନ୍ ଅଜୟ‘ ପାଇଁ ଜଣେ ଭାରତୀୟ ନାଗରିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଆମେ ପ୍ରଥମ ଥର ପାଇଁ ସେଠାରେ ଏପରି ସ୍ଥିତିର ସାମ୍ନା କରିଥିଲୁ। ଆମକୁ ସେହି ଯୁଦ୍ଧ ସ୍ଥିତିରୁ ଫେରାଇ ଆଣିଥିବାରୁ ଭାରତ ସରକାର ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ପାଖରେ କୃତଜ୍ଞ।
ମଧ୍ୟପ୍ରାଚ୍ୟରେ ପୁଣି ଥରେ ମାନବୀୟ ସଂକଟ...ଘର ଛାଡୁଛନ୍ତି ଇସ୍ରାଏଲ ଯୁଦ୍ଧ ବିପନ୍ନ...ରିଲିଫ କ୍ୟାମ୍ପରେ ବିତୁଛି ଲୋକଙ୍କ ଜୀବନ..ଗାଜାରେ ଏକମାତ୍ର ପାୱାର ପ୍ଲାଣ୍ଟ ବନ୍ଦ
ସିରିଆ ରାଜଧାନୀ ଡାମାସକସ୍ ଓ ଆଲେପ୍ପୋରେ ଇସ୍ରାଏଲ୍ ରକେଟ୍ ମାଡ଼ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି
ଅପରେସନ୍ ଅଜୟରେ ସ୍ୱଦେଶ ଫେରିବାକୁ ଇଚ୍ଛୁକ ଭାରତୀୟଙ୍କ ଲାଗି ଇସ୍ରାଏଲରୁ ମାଗଣାରେ ଚାର୍ଟର ଫ୍ଲାଇଟ ଓ ଅନ୍ୟ ବନ୍ଦୋବସ୍ତ କରିଛନ୍ତି କେନ୍ଦ୍ର ସରକାର
ଅଣ୍ଡା ଦୁନିଆର ସବୁଠାରୁ ସାଧାରଣ ତଥା ବହୁଳ ଭାବରେ ବ୍ୟବହାର କରାଯାଉଥିବା ପ୍ରୋଟିନ୍ ମଧ୍ୟରୁ ଅନ୍ୟତମ ଏବଂ ଏହା ଶରୀରର ଅନ୍ୟ ଅଙ୍ଗ ବ୍ୟତୀୟ ହୃଦୟ ପାଇଁ ଖୁବ ଉତ୍ତମ ବୋଲି ପ୍ରମାଣିତ ହୋଇଛି। ଏହି କାରଣରୁ ବିଶ୍ୱ ପ୍ରତିବର୍ଷ ଅକ୍ଟୋବରର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ଭାବରେ ପାଳନ କରିଥାଏ।
ପୂର୍ବରୁ ତାଙ୍କୁ Y ଶ୍ରେଣୀ ସୁରକ୍ଷା ଦିଆଯାଇଥିଲା, ଏଥର Z ସୁରକ୍ଷାରେ ରହିବେ ଜୟଶଙ୍କର। ବର୍ତ୍ତମାନ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଉଥିବାବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସିଆରପିଏଫ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ କୁହାଯାଇଛି।
୨୦୨୮ ଅଲମ୍ପିକ୍ସ ଲସ୍ ଏଞ୍ଜଲ୍ସେରେ ହେବାକୁ ଯାଉଛି। ଏହା ପୂର୍ବରୁ ଲସ୍ ଏଞ୍ଜେଲ୍ସ ଆୟୋଜନ ସମିତି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ୍ କରିବାକୁ IOCକୁ ପ୍ରସ୍ତାବ ଦେଇଥିଲା। କ୍ରିକେଟ୍ ସହ ଫ୍ଲାଗ୍ ଫୁଟବଲ୍, ବେସ୍ବଲ୍, ସ୍କ୍ୱାସ୍ ଓ ଲାକ୍ରୋସ୍ ଭଳି ଖେଳ ଅଲମ୍ପିକ୍ସରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ହମାସ ହେଉଛି ପାଲେଷ୍ଟାଇନର ଏକ ଆତଙ୍କବାଦୀ ଗୋଷ୍ଠୀ। ୧୯୭୮ ମସିହାରେ ଅହମ୍ମଦ ୟାସିନ ଏବଂ ଅବଦେଲ ଅଜିଜ୍ ଅଲ୍-ରାଣ୍ଟିସଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା।
ବାହାଘର ପାଇଁ ରାଜସ୍ଥାନରେ ବଦଳିଛି ବିଧାନସଭା ନିର୍ବାଚନ ତାରିଖ। ନଭେମ୍ବର ୨୩ ବଦଳରେ ୨୫ରେ ଭୋଟ୍ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। କେବଳ ଭୋଟ୍ ଗ୍ରହଣକୁ ଛାଡ଼ି ଦେଲେ ଆଉ ସମସ୍ତ ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ।
ସୀମାରେ ସୀମିତ ନରହି, ଯୁଦ୍ଧ ଯେତେବେଳେ ଜନବସତିରେ ପଶେ। ଆକାଶ ମାର୍ଗରୁ ଧ୍ୱଂସର ତାଣ୍ଡବ, ଏମିତି ହିଁ କିଛି ଦିଶେ। ଯେଉଁଠି ବଡ଼ ବଡ଼ କୋଠା-ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶେ। ସେଠି ଖାଲି ଖୋଲା ଆକାଶ ନୁହେଁ, ଚାରିକାନ୍ଥ ଭିତରେ ବି, ଛାତିରେ ଛନକା ପଶେ।
ମହାଳୟା ଶ୍ରାଦ୍ଧ ଭାଦ୍ରବ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମାରୁ ଆରମ୍ଭ ହୁଏ। ସନାତନ ଧର୍ମରେ ମହାଳୟାର ଏକ ବିଶେଷ ମହତ୍ତ୍ୱ ରହିଛି। ମହାଳୟା ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷର ମିଳନ ସମୟ ମଧ୍ୟ କୁହାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମା’ ଦୁର୍ଗାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ ଏବଂ ଗୃହକୁ ଆବାହନ କରାଯାଏ।