ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ପରେ ଏବେ କମର୍ସିଆଲ୍ LPG ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ପାଇଛି। ୧୯ କିଲୋ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ୧୫୮ ଟଙ୍କା ହ୍ରାସ ପାଇଛି।
ଚନ୍ଦ୍ରପୃଷ୍ଠରେ ପ୍ରାକୃତିକ କମ୍ପନ କିମ୍ବା ଦୋହଲାଇ ଦେବା ଭଳି ଗତିବିଧିକୁ ରେକର୍ଡ କରାଯାଇଛି। ଏନେଇ ଗୁରୁବାର ଦିନ ଇସ୍ରୋ(ISRO) ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
ଏହି ସେବା ପାଇଁ ୟୁଜର୍ସଙ୍କୁ ଫୋନ୍ ନମ୍ବର ଦରକାର ପଡିବନି। ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ ପିସିରେ ଖୁବଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ।
ପାର୍ଲାମେଣ୍ଟରେ ଆସିପାରେ ‘ୱାନ୍ ନେସନ-ୱାନ୍ ଇଲେକ୍ସନ’ ବିଲ୍ ।
ତାଲିବାନୀ ଶାସନକୁ ପ୍ରୋତ୍ସାହନ ଦେଉଥିବାରୁ ସ୍ଥାନୀୟ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ସିପିଆଇଏମ୍ ନେତାମାନେ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି ।
ଅତିଥିଙ୍କ ସ୍ୱାଗତ ପାଇଁ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ G20 କାର୍ଯ୍ୟକ୍ରମ ଆୟୋଜନ ହେଉଛି ।
କେଉଁ ସୂତ୍ରରୁ ସେଠାରେ ସଲଫର କିପରି ସୃଷ୍ଟି ହେଉଛି ସେ ସମ୍ପର୍କରେ ଜଣାପଡିନାହିଁ ।
ଅଡିଓ, ଭିଡିଓ କଲ୍ ସୁବିଧା ନେଇ ଏକ୍ସ ମୁଖ୍ୟ ଏଲନ୍ ମସ୍କଙ୍କ ସୂଚନା । ନିଜ ଏକ୍ସ ହ୍ୟାଣ୍ଡେଲ ଜରିଆରେ ସୂଚନା ଦେଲେ ଏଲନ୍ ମସ୍କ ।
ସେ ଭଉଣୀର ଯନ୍ତ୍ରଣା କେହି ହୁଏତ ଅନୁଭବ କରିପାରିବେ ନାହିଁ, ଯିଏ ରାକ୍ଷୀ ପୂର୍ଣ୍ଣିମା ଦିନ ହିଁ ନିଜ ଭାଇକୁ ହରାଇଛି
ଘଣ୍ଟାଏ ବଦଳରେ ଏଣିକି ମାତ୍ର ୭ ମିନିଟରେ ଦିଆଯାଇପାରିବ ଇଞ୍ଜେକ୍ସନ...
କାହିଁକି ଆଉ ୭ ଦିନରୁ ଅଧିକ ମାମୁଁଘରେ ରହିପାରିବ ନାହିଁ ଚନ୍ଦ୍ରୟାନ-3 ?
ବୈଠକରେ ଖଡ଼ଗେଙ୍କ ନାଁରେ ବାଜିପାରେ ମୋହର । ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍ । ମେଣ୍ଟର ସାଂଗଠନିକ ରୂପରେଖ ବି ସ୍ଥିର ହେବ ।
ସୂର୍ଯ୍ୟ ଅଭିଯାନ ପାଇଁ ସରିଲା ସଜବାଜ । ମିଶନ୍ ଆଦିତ୍ୟ ପାଇଁ ଚୂଡ଼ାନ୍ତ ମହାପ୍ରସ୍ତୁତି । ଲଞ୍ଚପ୍ୟାଡରେ ତୟାର୍ PSLV-C57 ।
ସେପ୍ଟେମ୍ବର ୧ରୁ ଏହାର ରେଜିଷ୍ଟ୍ରେସନ୍ ଆରମ୍ଭ ହେବ ।
ଏତେ ବଡ଼ ଧରଣର ତେଲିଆ ମାଛ ଦିଘା ବଜାରରେ ଦେଖିନଥିବା ମତ୍ସ୍ୟଜୀବୀ କହିଛନ୍ତି।
ଏହିଭଳି ଜଣେ ନେତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କଲେ ତାହା ଦେଶ ପାଇଁ ଶୁଭଙ୍କର ହେବ ବୋଲି ଆପ କହିଛି ।
ଭଉଣୀର ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହୁଏ ଭାଇ। ଏ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଏବଂ ସୁରକ୍ଷିତ।
ଯାତ୍ରୀମାନେ ଖୁବ୍ ସରଳ ଭାବେ ଜାଣିପାରିବେ ତାଙ୍କ ପାଇଁ କେଉଁ ସମୟରେ ଗଲେ ଟିକେଟ ଶସ୍ତା ରହିବ ।
ଚନ୍ଦ୍ରୟାନ-ଥ୍ରୀ ଠାରୁ ଏହା ୪ ଗୁଣା ଅଧିକ ଦୂରତା ଅତିକ୍ରମ କରିବ। ତେଣୁ ଏହି ମିଶନରେ ଚ୍ୟାଲେଞ୍ଜ ଯେତିକି ଉତ୍କଣ୍ଠା ବି ସେତିକି ରହିଛି।
ପୂର୍ଣ୍ଣନଗର ଅଞ୍ଚଳରେ ଏକ ଇଲେକ୍ଟ୍ରିକ ହାର୍ଡଓୟାର ଦୋକାନକୁ ଲାଗି ଚିନାରାମଙ୍କ ପରିବାର ଲୋକେ ରହୁଥିଲେ ।
ଚନ୍ଦ୍ରପୃଷ୍ଠରେ ପ୍ରଥମଥର ପାଇଁ ଲ୍ୟାଣ୍ଡରର ଫଟୋ ଉଠାଇଛି ରୋଭର। ଅବତରଣ ପରେ ପ୍ରତିଥର ରୋଭର ପ୍ରଜ୍ଞାନର ଚିତ୍ର ଲ୍ୟାଣ୍ଡର ପଠାଉଥିବାବେଳେ ଏଥର କିନ୍ତୁ ଲ୍ୟାଣ୍ଡରର ଫଟୋ ପଠାଇଛି ରୋଭର।
ଅଗଷ୍ଟ ୩୦ ଅର୍ଥାତ୍ ଆଜି ରାତିରେ ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇବେ। ଏହାସହ ଚଳିତ ପୂର୍ଣ୍ଣିମା ମଧ୍ୟ ବେଶ୍ ଖାସ୍ ହେବାକୁ ଯାଉଛି।
ଭାରସାମ୍ୟ ହରାଇ କଣ୍ଟେନର ସହ ଧକ୍କା ହୋଇ ଗାଡ଼ି ତଳେ ଚାପି ହୋଇଗଲା ସ୍କର୍ପିଓ। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି।
ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୨୦୦ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ଏହି ନୂତନ ପରିବର୍ତ୍ତିତ ଦର ଲାଗୁ ହେବ।
ଉଜ୍ବଳା ଯୋଜନାରେ ଯୋଡ଼ି ହେବେ ୭୫ ଲକ୍ଷ ନୂଆ ଉପଭୋକ୍ତା । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଗୃହିଣୀ ଖୁସ୍ ।