ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ରବିବାର ।
ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ୮୬ ରନ୍ କରିଥିବା ବେଳେ ଶ୍ରେୟସ ଆୟାର ଅପରାଜିତ ୫୩ ରନ୍ କରିଛନ୍ତି ।
କିଛି ଦର୍ଶକ ସେମାନଙ୍କ ଉପରକୁ ଜାଲ୍ ନୋଟ୍ ଫିଙ୍ଗିଥିଲେ । ପୋଲିସ ଉକ୍ତ ସ୍ଥାନରୁ ମଦ ବୋତର ଜବତ କରିବା ସହ କିଛି ଲୋକଙ୍କୁ ଗିରଫ କରିଥିଲା ।
IBରେ ଚାକିରି କରିବାକୁ କିଏ ବା ନ ଚାହେଁ। ଯେଉଁମାନେ ଏହି ଚାକିରି ପାଇଁ ଆଗ୍ରହୀ ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। MHA IB ଅଧୀନରେ ୬୭୭ଟି ପୋଷ୍ଟ୍ ପାଇଁ ବିଜ୍ଞପ୍ତି ବାହାର କରିଛି।
ନୃଶଂସତାର ସବୁ ସୀମା ଟପିଥିବା ହମାସ ଆତଙ୍କୀଙ୍କ କାପୁରୁଷତାର କଳା ଚିତ୍ର । ଜୀବନ ଭୟରେ ନୀରିହ ଶିଶୁଙ୍କୁ ଢାଲ କରିଛନ୍ତି ଆତଙ୍କୀ । ଇସ୍ରାଏଲୀ ଗ୍ରାଉଣ୍ଡ ଆଟାକ୍ ଭୟରେ କଅଁଳ ଶିଶୁଙ୍କୁ ସଜାଇଛି ହ୍ୟୁମାନ ସିଲ୍ଡ ।
ଥାଲାପାତି ବିଜୟଙ୍କ ଫିଲ୍ମ ‘ଲିଓ’ର ଆଡଭାନ୍ସ ବୁକିଂ ୧୩ ଅକ୍ଟୋବରରୁ ଆରମ୍ଭ ହୋଇଛି। ଏହି ଫିଲ୍ମ ୧୯ ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମ ରିଲିଜ୍ ପୂର୍ବରୁ ୧.୨ କୋଟିର ଅଗ୍ରୀମ ବୁକିଂ ରେକର୍ଡ କରିଛି।
ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ଏକ ପ୍ରତିଭା। ନବରାତ୍ରୀ ପୂର୍ବରୁ ମୋଦୀଙ୍କ ଦ୍ୱାରା ଲିଖିତ ଗରବା ଗୀତ ୟୁଟ୍ୟୁବ୍ରେ ରିଲିଜ୍ ହୋଇଛି। ଏହାକୁ ଦେଖି ସମସ୍ତେ କରୁଛନ୍ତି ବାଃ ବାଃ।
ଅଭିଯୁକ୍ତ ପୁଅ ସବୁ ସମୟରେ ମୋବାଇଲ୍ ବ୍ୟବହାର କରୁଥିବାରୁ ମା’ ବାରଣ କରିଥିଲେ । ହେଲେ ମା’ଙ୍କ ବାରଣକୁ ନେଇ ଅଭିଯୁକ୍ତ ପୁଅ ବହୁତ ଜୋରରେ ରାଗି ଯାଇଥିଲା । ପରେ ମା’ ସହ ବଚସା କରିବା ସହିତ ତାଙ୍କୁ ମାଡ଼ ମାରିଥିଲା ।
‘ରାକ୍ଷୀଙ୍କ ପାଇଁ ୨୦୧୮ରୁ ଆଜି ଯାଏଁ ମୁଁ ମାନସିକ ଆଘାତ ପାଇଆସିଛି । ସେ ମୋ ନାଁରେ ଖରାପ କଥା କହି ମୋ ଇଜ୍ଜତ ସାରିଛନ୍ତି । ଯାହାକୁ ମୁଁ ଭୁଲି ପାରୁନି । ସେ ମତେ ମାନସିକ ଆଘାତ ଦେବା ସହ ମୋ କ୍ୟାରିୟର ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ’ ।
ସଚିନଙ୍କୁ ଆଉଟ ବେଳର ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ସୋଏବ । ଫ୍ୟାନ୍ସ କହିଲେ କଲ୍ ଅଗର କୁଛ୍ ଐସା ହୁଆ ତୋ ..
ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଛି । ଭାରତର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଦିନ ଥିଲା ସ୍ବାମୀ ଗାଡ଼ି ଚଲଉଥିଲେ । ଚଳିବା ପାଇଁ କଷ୍ଟ ହେଉଥିଲା । ହେଲେ ଆଜି ସ୍ଥିତି ବଦଳି ଯାଇଛି । ସେହି ଡ୍ରାଇଭର ବାବୁଙ୍କ ସ୍ତ୍ରୀ ଆଜି ଦେଶର ଦାମିକା ଲୋକ ।
ଟଙ୍କା ଗଣି ଗଣି ନୟାନ୍ତ ଆୟକର ବିଭାଗ ଅଧିକାରୀ । ଏଭଳି କଳାଧନ ଭର୍ତ୍ତି କୁବେର ଭଣ୍ଡାରର ଖୁଲାସା ହୋଇଛି କର୍ଣ୍ଣାଟକ ବେଙ୍ଗାଲୁରୁରେ ।
ଶୁକ୍ରବାର ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ ଆଡୁ ଆସିଥିବା ଗୋଟାଏ କ୍ଷେପଣାସ୍ତ୍ର ପଡ଼ିବାରୁ ‘ରଏଟର୍ସ’ର ଜଣେ ଭିଡିଓ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି ଓ ଆଉ ୬ଜଣ ସାମ୍ବାଦିକ ଆହତ ହୋଇଛନ୍ତି ।
ଉତ୍ତର ଗାଜାପଟ୍ଟିରେ ରହୁଥିବା ୧୧ ଲକ୍ଷରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଡ଼କୁ ଚାଲିଯାଅ ବୋଲି ଇସ୍ରାଏଲ୍ ଚେତାବନୀ ଦେଇଛି ।
ଇସ୍ରାଏଲ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ....ଷଡ଼ଯନ୍ତ୍ରକୁ କେମିତି କଲା କାର୍ଯ୍ୟକାରୀ?
ପାକିସ୍ତାନ ବିପକ୍ଷରେ ଅପରାଜେୟ ରେକର୍ଡ ବଜାୟ ଲକ୍ଷ୍ୟରେ ଭାରତ । ରେକର୍ଡ ଏବେ ରହିଛି ୭-୦ । ସେହି ରେକର୍ଡକୁ ଅକ୍ଷୂର୍ଣ୍ଣ ରଖିବାକୁ ଟାର୍ଗେଟ କରିଛି ଭାରତ।
ଯଦି ଆପଣଙ୍କ ଅଣ୍ଟା ଯନ୍ତ୍ରଣା ହେଉଛି କିମ୍ବା ଆପଣ ବସିବା ଏବଂ ଠିଆ ହେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଆସନ୍ତୁ ଏମିତି ୩ ଟି ଆସନ ବିଷୟରେ ଜାଣିନେବା ଯାହା ଅଣ୍ଟା ଯନ୍ତ୍ରଣାରୁ ସହଜରେ ମୁକ୍ତି ଦେବ।
ଗାଜା ସୀମାଠୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଛୋଟିଆ ଗାଁ କିବୁଜ୍ ବେରିରେ ଗତ ଶନିବାର ସୂର୍ଯ୍ୟ ଉଇଁବା ବେଳେ କେମିତି ଦିଶୁଥିଲା, କାହାକୁ ଜଣାନାହିଁ ।
ଆମେ ଭାରତ ଓ ପାକିସ୍ତାନ କ୍ରିକେଟ ଇତିହାସକୁ ଦେଖିବା ତାହାଲେ ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ୧୯୫୨ରେ ଖେଳାଯାଇଥିଲା। ଏହା ଏକ ଟେଷ୍ଟ ମ୍ୟାଚ୍ ଥିଲା।
ହସ୍ପିଟାଲ ବେଡ୍ରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପ୍ରେମିକା ।
ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦ ହସ୍ପିଟାଲରେ ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା। ସାଧାରଣତଃ ଅସୁସ୍ଥତା ଯୋଗୁଁ ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି।
କିଏ ଓ କାହିଁକି ଇସ୍ରାଏଲ୍ର କୂଟନୀତିଜ୍ଞଙ୍କୁ ଆକ୍ରମଣ କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ଏହି ଆକ୍ରମଣ ପଛରେ କୌଣସି ସଂଗଠନ ବି ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହିଁ।