ଭାରସାମ୍ୟ ହରାଇ କଣ୍ଟେନର ସହ ଧକ୍କା ହୋଇ ଗାଡ଼ି ତଳେ ଚାପି ହୋଇଗଲା ସ୍କର୍ପିଓ। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି।
ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୨୦୦ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ଏହି ନୂତନ ପରିବର୍ତ୍ତିତ ଦର ଲାଗୁ ହେବ।
ଉଜ୍ବଳା ଯୋଜନାରେ ଯୋଡ଼ି ହେବେ ୭୫ ଲକ୍ଷ ନୂଆ ଉପଭୋକ୍ତା । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଗୃହିଣୀ ଖୁସ୍ ।
ଇଟାନିୟମ୍, ମାଙ୍ଗାନିଜ୍ ଥିବା ସ୍ପଷ୍ଟ କଲା ରୋଭର୍ ।
ଆଗାମୀ ଦୁଇ ମାସ ଯାଏଁ କୋଚିଂ କେନ୍ଦ୍ରରେ କୌଣସି ଟେଷ୍ଟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏଭଳି ସମୟରେ ଚୀନ ପୁଣି ଥରେ ନୂଆ ବିବାଦ ସୃଷ୍ଟି କରିଛି ।
ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଇଥାନଲ୍ରେ ଚାଳିତ ଗାଡ଼ି ଲଞ୍ଚ କରିଛନ୍ତି ।
ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ ।
ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର ଜାତୀୟ କ୍ୟାରିୟର ସେବା (NCS) ପୋର୍ଟାଲ ୨୮ ଅଗଷ୍ଟ ୨୦୨୩ରେ ଦଶ ଲକ୍ଷରୁ ଅଧିକ ସକ୍ରିୟ ପଦବୀ ପଞ୍ଜିକୃତ କରିଛି। ଏହି ପଦବୀଗୁଡିକ ସରକାରୀ କ୍ଷେତ୍ରର ବିଭିନ୍ନ ନିଯୁକ୍ତିଦାତାଙ୍କ ଦ୍ୱାରା ମଧ୍ୟ ସୂଚିତ କରାଯାଇଛି।
ପ୍ରଥମେ ରାକେଶ ରୋଶନ, ଆଉ ଏବେ ଇନ୍ଦିରା ଗାନ୍ଧୀଙ୍କୁ ଚନ୍ଦ୍ରକୁ ପଠାଇଲେ ମମତା
ସେପ୍ଟମ୍ବର ୧୯ ତାରିଖ ଅର୍ଥାତ୍ ଗଣେଶ ପୂଜା ଦିନ ଜିଓ ଏୟାରଫାଇବର ଲଞ୍ଚ୍ ହେବ। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଘୋଷଣା କରିଛନ୍ତି।
ମହିଳା ଜଣକ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ । ହେଲେ ପୁରୁଷ ଜଣକ ମହିଳାଙ୍କ ପିଲା ଦୁଇଟିକୁ ଗ୍ରହଣ କରିବାକୁ ମନା କରିଥିଲେ ।
ଗୋଲ୍ଡେନ୍ ବୟ ନୀରଜ୍ ଚୋପ୍ରା ହଙ୍ଗେରୀରେ ହେଉଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ଫିଟ୍ନେସ୍କୁ ନେଇ ଖୁବ ସଚେତନ। ଆସନ୍ତୁ ଜାଣିବା ସକାଳୁ ଉଠିବା ଠାରୁ ବେଡ୍କୁ ଯିବା ପର୍ଯ୍ୟନ୍ତ ସେ କ’ଣ ଖାଆନ୍ତି।
ଭାରତରେ ‘ଜାତୀୟ କ୍ରୀଡ଼ା ଦିବସ’ ପ୍ରତିବର୍ଷ ୨୯ ଅଗଷ୍ଟରେ ପାଳନ କରାଯାଏ। ଏହି ‘ଜାତୀୟ କ୍ରୀଡା ଦିବସ’ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଭାବରେ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ଜାତୀୟ କ୍ରୀଡା ଦିବସ ଓ ଧ୍ୟାନଚାନ୍ଦଙ୍କ ବିଷୟରେ।
କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଆଜି ଜନ୍ମଦିନ। ୨୦୧୨ ମସିହାରୁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡା ଦିବସ ବା ନ୍ୟାସନାଲ୍ ସ୍ପୋର୍ଟର୍ସ ଡେ’ ଭାବେ ପାଳନ କରାଯାଉଛି।
ସମୁଦ୍ର ଭିତରେ ଶକ୍ତିଶାଳୀ ଭୂକମ୍ପ। ଆଜି ଭୋର ୪ଟା ସମୟରେ ଭୂକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୭.୦ ଥିଲା। ଇଣ୍ଡୋନେସିଆର ବାଲି ଏବଂ ଲମ୍ବୋକ୍ ଦ୍ୱୀପପୁଞ୍ଜର ଉତ୍ତରରେ ଥିବା ସମୁଦ୍ରରେ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ସୂଚନା ମିଳିଛି।
ବିଶ୍ୱରେ ଏତେ ଖେଳ ଖେଳାଯିବା ସତ୍ତ୍ୱେ ଆପଣ ଜାଣନ୍ତି କି ଭାରତର କୌଣସି ଜାତୀୟ ଖେଳ ନାହିଁ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଭାରତର ଜାତୀୟ ଖେଳ ହକି, କିନ୍ତୁ ଏହା ନୁହେଁ। ଯଦିଓ ଲୋକେ ହକିକୁ ଜାତୀୟ ଖେଳ ଭାବେ ବିଚାର କରୁଛନ୍ତି, ତେବେ ଏହି ଖେଳକୁ କିମ୍ବା ଭାରତରେ ଖେଳାଯାଇଥିବା କୌଣସି ଖେଳକୁ ଏଯାଏ ଜାତୀୟ ଖେଳ ଭାବରେ ମାନ୍ୟତା ଦିଆଯାଇ ନାହିଁ।
ଯେଉଁଥିରୁ ସ୍ୱାଧିନତା ପରେ ଭାରତୀୟ ସେନା ବୀର ଓ ସାହସୀ ଯୋଦ୍ଧାଙ୍କ ବଳିଦାନ ସମ୍ପର୍କରେ ପିଲାଏ ଅବଗତ ହୋଇପାରିବେ।
୫ ଜଣ ଡାକ୍ତରଙ୍କ ମଧ୍ୟରେ ଥିଲେ ଡାକ୍ତର ଦାମନଦୀପ୍ ସିଂ ଏବଂ ଡାକ୍ତର ଅଭିଚଲା ତକ୍ଷକ। ଉଭୟେ ଦିଲ୍ଲୀ ଏମ୍ସର ହୃଦରୋଗ ବିଭାଗର ଜଣେ ଜଣେ ରେଡିଓଲୋଜିଷ୍ଟ।
ଆସନ୍ତା ଶନିବାର ଆଦିତ୍ୟ-L1ର ହେବ ଉତକ୍ଷେପଣ । ମିଶନ୍ 'ଆଦିତ୍ୟ' ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍ ।
ସଂସଦରେ ଜଙ୍ଗଲ ସଂରକ୍ଷଣ ଆଇନ, ୨୦୨୩ ସଂଶୋଧିତ ଅଧିନିୟମ ପାରିତ ହୋଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବାର ସପ୍ତାହେ ନପୁରୁଣୁ ଓଡିଶା ଜଙ୍ଗଲ ବିଭାଗ ‘ଡିମ୍ଡ ଫରେଷ୍ଟ’କୁ ଅଣଜଙ୍ଗଲ ଜମି କାର୍ଯ୍ୟରେ ଲଗାଇବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲା ଏଥିରେ ଶିଳ୍ପ ପାଇଁ ବିଭାଗୀୟ ‘ବ୍ୟାକୁଳତା’ ସାମ୍ନାକୁ ଆସିଛି । ଏହି ବିବାଦୀୟ ନିଷ୍ପତ୍ତି ନେବାର ୩ ଦିନ ପରେ ପୁଣି ବିଭାଗ ଏହାକୁ ପ୍ରତ୍ୟାହାର କରି ନେଇଛି।
'ସାଲାର' ରିଲିଜ୍ ପୂର୍ବରୁ ମଧ୍ୟ 'ବ୍ରାଣ୍ଡ୍ ପ୍ରଭାସ'ଙ୍କ ଯାଦୁ ଦେଖାଇବା ଆରମ୍ଭ କରିଛି ଏବଂ ବକ୍ସ ଅଫିସ୍ ରୋଜଗାର ରେକର୍ଡ ତିଆରି କରିବାର ସମ୍ଭାବନା ଦୃଶ୍ୟମାନ ହେଉଛି। 'ସାହୋ' ଏବଂ 'ଆଦିପୁରୁଷ' ଫ୍ଲପ୍ ପରେ ବି ପ୍ରଭାସଙ୍କ ଲୋକପ୍ରିୟତାକୁ କୌଣସି ପ୍ରକାରେ ପ୍ରଭାବିତ କରି ନାହିଁ। 'ସାଲାର' ରିଲିଜ୍ ହେବାର ଏକ ମାସ ପୂର୍ବରୁ ଆମେରିକାରେ ପ୍ରି-ବୁକିଂର ନୂଆ ରେକର୍ଡ ତିଆରି ହୋଇଛି।
‘ଗଦର ୨’ ରିଲିଜ୍ ହେବାର ଏକ ସପ୍ତାହ ପରେ ଖବର ଆସିଥିଲା ଯେ ସନ୍ନି ତାଙ୍କ ଅଭିନୟ ଫି’କୁ ୫୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସନ୍ନି ଦେଓଲ୍ ଏହି ପ୍ରସଙ୍ଗରେ ତାଙ୍କ ନୀରବତା ଭାଙ୍ଗିଛନ୍ତି ଏବଂ ତାଙ୍କର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।
ଆଗକୁ ଭାରତ ହାତରେ ଲାଗିବ ଆହୁରି ଅନେକ ବୈଜ୍ଞାନିକ ତଥ୍ୟ, ଯାହାକି ଅନ୍ୟ କୌଣସି ଦେଶ ପାଖରେ ନାହିଁ ।
ଜଣେ କଏଦୀ ୪୦ ଫୁଟ୍ର ଜେଲ୍ ପାଚେରି ଡେଇଁ ଖସିଯିବାକୁ ଚେଷ୍ଟା କରିଛି । ଆଉ ଖସିଯିବାରେ ସଫଳ ମଧ୍ୟ ହୋଇଛି । ପରେ ପରେ ଅଭିଯୁକ୍ତକୁ ପୋଲିସ ଧରିବା ସହ ଖୁବ୍ ଉତ୍ତମ ମଧ୍ୟମ ବି ଦେଇଛି ।