ହିନ୍ଦୁ ଧର୍ମରେ ମହାଳୟାଙ୍କର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏହି ପର୍ବରୁ ଦୁର୍ଗାପୂଜା ଆରମ୍ଭ ହୁଏ। ଏହି ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷ ଭାବେ ମଧ୍ୟ ପାଳନ କରାଯାଏ। ଏହି ଦିନ ମାତା ଦୁର୍ଗାଙ୍କୁ ବନ୍ଦନା କରାଯାଏ ଏବଂ ନିଜ ଘରକୁ ଆଗମନ ପାଇଁ ପ୍ରାର୍ଥନା କରାଯାଏ। ଏହି ଦିନ ପିତୃପୁରୁଷମାନଙ୍କୁ ମଧ୍ୟ ସ୍ମରଣ କରାଯାଏ।
ସମସ୍ତେ ଜାଣନ୍ତି ଯେ ଦୁର୍ଗାପୂଜା ଆଜି ବିଶ୍ୱ ପ୍ରସିଦ୍ଧ। କିନ୍ତୁ ଏହି ପର୍ବ କେବେ ଆରମ୍ଭ ହେଲା, କିଏ ଏହାକୁ ପ୍ରଥମେ ଓ କାହିଁକି ପାଳନ କଲେ ସେ ବିଷୟରେ ଖୁବ କମ ଲୋକ ଜାଣନ୍ତି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ପିତୃପୁରୁଷଙ୍କ ଶାନ୍ତି ପାଇଁ ପ୍ରତିବର୍ଷ ପିତୃପକ୍ଷରେ ଶ୍ରାଦ୍ଧ, ତର୍ପଣ ଇତ୍ୟାଦି କରାଯାଏ। ଗରୁଡ଼ ପୁରାଣରେ ଶ୍ରାଦ୍ଧ ଦେବାର ନିୟମ ଏବଂ ବିଧି ଉପରେ କୁହାଯାଇଛି। ଆସନ୍ତୁ ଜାଣିବା ତର୍ପଣ ନିୟମ ଓ ଶ୍ରାଦ୍ଧ ଭୋଜନ ବିଷୟରେ।
ଆଶ୍ୱିନ ମାସର ଶୁକ୍ଲ ପ୍ରତିପଦାରୁ ନବରାତ୍ରୀ ଆରମ୍ଭ ହୁଏ। ନବରାତ୍ରୀର ନଅ ଦିନ ପାଇଁ ଦେବୀ ଦୁର୍ଗାଙ୍କର ନଅ ପ୍ରକାର ପୂଜା ହୋଇଥାଏ। ଜାଣନ୍ତୁ କେଉଁ ଦିନ କେଉଁ ଦେବୀଙ୍କୁ ପୂଜିଲେ ଶୁଭ ଫଳ ମିଳେ।
ଭାରତ-ଇଂଲଣ୍ତ ମ୍ୟାଚ ଦେଖିବେ ଇଂଲଣ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ । ଆସନ୍ତା 29 ରେ ଲକ୍ଷ୍ନୌରେ ଖେଳାଯିବ ଭାରତ ଓ ଇଂଲଣ୍ତ ମଧ୍ୟରେ ବିଶ୍ବକପ ମ୍ୟାଚ ।
ଝରକାରୁ ଖସି କୁନି ଝିଅର ମୃତ୍ୟୁ । ଟିକେ ଅସାବଧନତା ପାଇଁ ଚାଲିଗଲା ଜୀବନ । ସତେଯେମିତି ଝରକା ପାଖରେ ଛକି ରହିଥିଲା ମୃତ୍ୟୁ।
୧୯୭୩ରେ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଲଢିଥିଲା ଇସ୍ରାଏଲ...ଆରବ-ଇସ୍ରାଏଲ ୱାର ବା ଅକ୍ଟୋବର ୱାର ନାଁରେ ପରିଚିତ...
ଇସ୍ରାଏଲ୍ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। । ଏସବୁ ଭିତରେ ଆତଙ୍କବାଦୀ ସଂଗଠନ ହମାସ୍ କମାଣ୍ଡର ମହମୁଦ୍ ଅଲ୍-ଜହରଙ୍କ ଏକ ବାର୍ତ୍ତା ସାମ୍ନାକୁ ଆସିଛି।
ବାର୍ଷିକ କ୍ରୀଡ଼ା ଉତ୍ସବ ବେଳେ ଦୁଇ ଟିମ ମଧ୍ୟରେ ଗଣ୍ଡଗୋଳ..ପରସ୍ପରକୁ ଚେୟାର ଫିଙ୍ଗି ପିଟାପିଟି ହେଲେ ଉଭୟ ଗୋଷ୍ଠୀର ଛାତ୍ର
ଆଇରନ ଡୋମ୍ ବା ଲୌହ କବଚ...କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିବା ଲାଗି ବ୍ୟବସ୍ଥା ...ଖରା, ବର୍ଷା, ଶୀତ ସବୁ ପରିସ୍ଥିତିରେ ସଜାଗ ଥାଏ
ଦୁବାଇରେ ହମାସ ନେତାଙ୍କୁ ଟାର୍ଗେଟ, ତେହରାନରେ ଇରାନର ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା । ମୋସାଦର କାର୍ଯ୍ୟଦକ୍ଷତାକୁ ନେଇ କାହାରି ମନରେ ବି ସନ୍ଦେହ ନଥାଏ। ମାତ୍ର ଗତ ୭ ତାରିଖ ଏଥିରେ ଆସିଛି ବ୍ୟତିକ୍ରମ।
ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ ଯୋଗୁଁ ଦିନକୁ ଦିନ ସ୍ଥିତି ବିଗିଡ଼ୁଥିବା ବେଳେ ରକ୍ତମାଂସରେ ଗଢ଼ା ମଣିଷ ବି ଏମିତି ରକ୍ତପୀପାସୁ ହୋଇପାରେ ସେକଥା ବଖାଣିଛନ୍ତି ନୂଆ ଜୀବନ ପାଇଥିଲା ଯୁବତୀ ଲି ସାସି
ବାତ୍ୟାରୁ ସୁରକ୍ଷା ଦେବ ହେନ୍ତାଳବଣ ଓ ବଜ୍ରପାତରୁ ବଞ୍ଚାଇବ ତାଳ ଗଛ। ଉପକୂଳ ଅଞ୍ଚଳରେ ହେନ୍ତାଳବଣ ଘୂର୍ଣ୍ଣିବାତ୍ୟା ବିପକ୍ଷରେ ପ୍ରାକୃତିକ ସୁରକ୍ଷା ପ୍ରାଚୀର ଭାବେ କାର୍ଯ୍ୟ କରୁଛି। ତେଣୁ ଘଞ୍ଚ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବାକୁ ଜୋର୍ ଦିଆଯାଇଛି।
ଟ୍ରାକ୍ରୁ ବାହାରିଗଲା ଟ୍ରେନ୍। ଗତକାଲି ରାତି ୯ଟା ୩୫ରେ ଏହି ଅଘଟଣ ଘଟିଛି। ନର୍ଥ ଇଷ୍ଟ ସୁପର୍ଫାଷ୍ଟ ଏକ୍ସପ୍ରେସ୍ର ୨୧ଟି ବଗି ଲାଇନ୍ଚ୍ୟୁତ ହେବା ଫଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା ପ୍ରାୟ ସାଧାରଣ ହୋଇଗଲାଣି। ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏଥିରେ ପ୍ରଭାବିତ। ଯଦିଓ ଏହାର କୌଣସି ଉପଶମ ନାହିଁ ତେବେ କେତେକ ଘରୋଇ ଉପଚାର ଦ୍ୱାରା ଏହାକୁ ଦମନ କରାଯାଇ ପାରିବ। ଆସନ୍ତୁ ସେ ବିଷୟରେ ଜାଣିନେବା।
ଟ୍ରାକରୁ ବାହାରିଗଲା ଟ୍ରେନ୍ ବଗି । ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୩ଟି ବଗି ଲାଇନ୍ ଚ୍ୟୁତ ହୋଇଛି ।
ଯେଉଁ ଭାରତୀୟ ନାଗରିକମାନେ ଇସ୍ରାଏଲରୁ ଭାରତ ଫେରିବାକୁ ଇଚ୍ଛୁକ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚାଟର୍ ଫ୍ଲାଇଟ୍ ଓ ଅନ୍ୟ ବନ୍ଦୋବସ୍ତ କରାଯାଇଥିବା ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।
ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ଜିତିଲା ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ୍ରେ ଆଫଗାନିସ୍ତାନ ପକ୍ଷରୁ ମିଳିଥିବା ୨୭୩ ରନ୍ର ଟାର୍ଗେଟ ୩୫ ମାତ୍ର ୩୫ ଓଭରରେ ପୂରା କରିନେଇଥିଲା ଟିମ୍ ଇଣ୍ଡିଆ।
ଆପଗାନିସ୍ତାନ ବିପକ୍ଷ ମ୍ୟାଚରେ ରୋହିତ ମାତ୍ର ୬୩ ବଲ୍ରେ ଶତକ ହାସଲ କରିଥିଲେ। ବିଶ୍ୱକପରେ ଭାରତ ପକ୍ଷରୁ ଏହା ସର୍ବନିମ୍ନ ବଲରେ ଶତକ ବୋଲି କୁହାଯାଉଛି। ପୂର୍ବରୁ ଏହି ରେକର୍ଡ କ୍ରିକେଟ କିମ୍ବଦନ୍ତୀ କପିଳ ଦେବଙ୍କ ନାଁରେ ରହିଥିଲା।
ଏଠି ଗୁଳି ଗୋଳାର ଗର୍ଜନ ନୁହେଁ, ଶୁଭୁଛି ଇସ୍ରାଏଲୀ ଜନତାଙ୍କ ଏକତାର ସ୍ୱର। ସେନାର ମନୋବଳ ବଢ଼ାଇବାକୁ ବାଲକୋନି ଲାଇଟ୍ ଧପ୍ ଧପ୍ କରିବା ସହ, ଏକସ୍ୱରରେ ଗାଉଛନ୍ତି ନିଜ ଜାତୀୟ ସଂଗୀତ 'ହାତିକ୍ଭା'- ଯାହାର ଅର୍ଥ ଆମେ ନଇଁବୁ ନାହିଁ, ଭାଙ୍ଗିବୁ ନାହିଁ।
ଗାଜାରେ ବର୍ଷୁଛି ବୋମା । ଧ୍ୱଂସସ୍ତୁପରେ ପରିଣତ ହେଉଛି ସହର । ଆଉ ଇଏ ବିମାନ ଆକ୍ରମଣ ହେବାର କିଛି କ୍ଷଣ ପୂର୍ବର ଭିଡିଓ । ସାଇରନ ବାଜିବା କ୍ଷଣି ପ୍ରାଣ ବଞ୍ଚାଇବାକୁ ଚାଲିଛି ଏମିତି ଧାଁଧପଡ଼ । ଏପଟେ ପାଣି ବନ୍ଦ, ବିଦ୍ୟୁତ ବନ୍ଦ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସପୂର୍ଣ୍ଣ ବନ୍ଦ ।
ପୁଣି ଚିନି ରପ୍ତାନୀରେ ଲାଗିବ ରୋକ୍ । କମ୍ ଅମଳ ପାଇଁ ରପ୍ତାନୀ ବନ୍ଦ କରିବାକୁ ସରକାର ନେଇ ପାରନ୍ତି ନିଷ୍ପତ୍ତି ।
ଏକ ୬ ଜଣିଆ ସାଂସଦ ପ୍ରତିନିଧି ଦଳ ବିଜେପି ରାଷ୍ଟ୍ରୀୟ ସଭାପତି ବୈଜୟନ୍ତ ପଣ୍ତାଙ୍କୁ ଭେଟିଛନ୍ତି । ବୈଜୟନ୍ତଙ୍କ ବାସଭବନରେ ସାକ୍ଷାତ ଅବସରରେ ଭାରତ ଓ ଅଷ୍ଟ୍ରେଲିଆର ସୁସମ୍ପର୍କ ନେଇ ଆଲୋଚନା କରିଛନ୍ତି ।
ଶ୍ରେୟା ଧର୍ମରାଜ ତାଙ୍କ ଅଭିଜ୍ଞତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଭାରତରେ ବ୍ରିଟିଶ ହାଇ କମିଶନର ଭାବରେ ଗୋଟିଏ ଦିନ ବିତାଇବା ମୋ ପାଇଁ ଏକ ଅବିଶ୍ୱସନୀୟ ଜ୍ଞାନ ଏବଂ ଅନୁଭୂତି ଥିଲା ।
ଜୟା ଭାଦୁଡିଙ୍କ ପ୍ରେମରେ ପଡି ବିବାହ କରିବା ପୂର୍ବରୁ ଅମିତାଭ ବଚ୍ଚନଙ୍କର ଅନେକଙ୍କ ସହିତ ମଧ୍ୟ ପ୍ରେମ ସଂପର୍କ ଥିଲା। ସବୁଥିଲେ ଆଗ ଧାଡିର ହିରୋଇନ୍। ଜଣେ ତ ଅଲଗା ହେବାପରେ ମାନସିକ ଚାପରେ ରହି ଶେଷରେ ଜୀବନ ହାରିଲେ।