ବିଧାୟକଙ୍କ ଆସନରେ ବସିଥିବା ସମୟରେ ତାଙ୍କୁ ଏ ନେଇ ପଚରାଉଚରା କରାଯିବା ସହ ଗିରଫ କରିଛି ପୋଲିସ ।
ଅନେକ ପୋଷକ ତତ୍ତ୍ୱରେ ଭରପୂର କାଜୁକୁ କିଛି ଲୋକ ଏତେ ପସନ୍ଦ କରନ୍ତି ଯେ ସେମାନେ ଗୋଟିଏ ଥରରେ ୧୦-୧୫ କାଜୁ ଖାଇଦିଅନ୍ତି। ଏହା ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇପାରେ। ତେବେ ଆସନ୍ତୁ ଜାଣିବା ଦିନକୁ କେତେ କାଜୁ ଓ କିପରି ଭାବେ ଖାଇଲେ ଏହା ଶରୀର ପାଇଁ ଲାଭ ହୋଇଥାଏ।
ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟିର ସମ୍ପତ୍ତି ଆଟାଚ୍ କରିଛି ଇଡି ।
ମନ୍ତ୍ରିମଣ୍ଡଳରୁ ବାଦ ନ ପଡିଲେ ବି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିଭାଗ ବଦଳିପାରେ ବୋଲି ମଧ୍ୟ ଚର୍ଚ୍ଚା। ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ନେଇ ତାଙ୍କ ବିଭାଗ ବଦଳାଇପାରନ୍ତି ପ୍ରଧାନମନ୍ତ୍ରୀ।
ତୁରନ୍ତ ଟ୍ରେନକୁ ରୋକାଯିବାରୁ ବର୍ତ୍ତିଗଲେ ସବୁ ଯାତ୍ରୀ । କେମିତି ଲାଗିଲା ନିଆଁ, ଚାଲିଛି ତଦନ୍ତ ।
ସିବିଆଇ ପକ୍ଷରୁ ତଦନ୍ତ କରାଯାଇ ଘଟଣାରେ ସମ୍ପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରାଯାଇଛି ।
ଆନ୍ତର୍ଜାତୀୟ ଗଣମାଧ୍ୟମ ଫକ୍ସ ନ୍ୟୁଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ରୁଡ଼ିଙ୍କ ମା’ ଜାନି ସାଣ୍ଟାନା ପ୍ରାୟ ଏକ ଦଶନ୍ଧି ଧରି ରୁଡି ଫାରିଆସ୍ଙ୍କୁ ଗୃହବନ୍ଦୀ କରି ରଖିଥିଲେ। ସେ ତାଙ୍କୁ ନିଜର ଯୌନ କ୍ରୀତଦାସ ଭାବେ ବ୍ୟବହାର କରୁଥିଲେ ।
ଆସିଷ୍ଟାଣ୍ଟ୍ ପ୍ରଫେସର ପାଇଁ ପ୍ରସ୍ତୁତ ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଏଥିପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏକ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ କୁହାଯାଇଛି ଯେ ଆସିଷ୍ଟାଣ୍ଟ୍ ପ୍ରଫେସର ଚାକିରି ପାଇଁ ବର୍ତ୍ତମାନ PhD ଆବଶ୍ୟକ ନାହିଁ।
ସୋସିଆଲ ମିଡିଆରେ ହେମା ମାଲିନୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ହେମା ମାଲିନୀଙ୍କ ବନ୍ଧୁ କହୁଛନ୍ତି ଯେ ଈଶା ଦେଓଲଙ୍କ ଜନ୍ମ ଅବସରରେ ଧର୍ମେନ୍ଦ୍ର ପୂରା ଡାକ୍ତରଖାନା ବୁକ୍ କରିଦେଇଥିଲେ। ସେହି ଡାକ୍ତରଖାନାରେ ୧୦୦ଟି କୋଠରୀ ଥିଲା। ହେଲେ ଧର୍ମେନ୍ଦ୍ର ଏମିତି କାହିଁକି କରିଥିଲେ ଜାଣନ୍ତୁ…
ପ୍ରହଲ୍ଲାଦ ଯୋଶୀଙ୍କୁ ରାଜସ୍ଥାନ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ନିତିନ ପଟେଲ ଓ କୁଲଦୀପ ବିଷ୍ଣୋଇ ରାଜସ୍ଥାନର ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି ।
କ୍ରୋଧ ଆମ ମସ୍ତିଷ୍କର ଆମିକଡାଲା ଅଂଶରେ ଉତ୍ପନ୍ନ ହୋଇଥାଏ । ଆମିକଡାଲା ମସ୍ତିଷ୍କର ମଧ୍ୟଭାଗରେ ଥିବା ଅଙ୍ଗପ୍ରତ୍ୟଙ୍ଗର ଏକ ଅଂଶ । ମଣିଷର ଯେକୌଣସି ଭାବନାକୁ ଆମିକଡାଲା ନିୟନ୍ତ୍ରଣ କରିଥାଏ ।
ଏବେ ଖାଉଟି ମୁଣ୍ଡରେ ହାତ ଦେଇ ବସିଛି । କାରଣ ଟମାଟୋ ହେଉଛି ଆମ ଦୈନ୍ଦିନ ଖାଦ୍ୟର ଏକ ଅଭିନ୍ନ ଅଙ୍ଗ ।
ଆଜି ରିଲିଜ୍ ହୋଇଛି '୭୨ ହୁରେନ୍'। ଏକ ବିବାଦୀୟ ଘଟଣାକୁ ନେଇ ଏହା ନିର୍ମାଣ ହେବା କୁହାଯାଇ ଏହାର ସହ-ନିର୍ମାତା ଅଶୋକ ପଣ୍ଡିତଙ୍କୁ ଧମକ ମିଳିବା ଆରମ୍ଭ ହୋଇଯାଇଛି।
ତିନୋଟି ଘରୁ ଅଳଙ୍କାର ଚୋରି ଅଭିଯୋଗରେ କେରଳ ପୋଲିସ ତିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୨୩ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।
ଏମିତିକି ଏତେ ଖୁସି ହୋଇଛନ୍ତି ଯେ, ତଳେ ଗଡ଼ି ଯାଉଛନ୍ତି ।
୧୧ ବର୍ଷ ଧରି ଟ୍ୱିଟରରେ ନିଷ୍କ୍ରିୟ ଥିବା ଜୁକରବର୍ଗ ଥ୍ରେଡ୍ ଆପ୍ ଲଞ୍ଚିଂ ପରେ ଟ୍ୱିଟ୍ କରିଛନ୍ତି। ହେଲେ ଦୀର୍ଘ ବର୍ଷ ଧରି ସେ କାହିଁକି ଆକ୍ଟିଭ୍ ନଥିଲେ ?
ତାମିଲନାଡୁର କୋଇମ୍ବାଟୋର ରେଞ୍ଜର ଡିଆଇଜି ବିଜୟ କୁମାର ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଛନ୍ତି। କୋଏମ୍ବାଟୁର ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ଗୁଳି କରି ଦେଇଥିଲେ।
ଆପଣମାନେ ୧୯୯୯ ର ବ୍ଲକବଷ୍ଟର ଫିଲ୍ମ ‘ହମ ଦିଲ୍ ଦେ ଚୁକେ ସନମ’ ଦେଖିଥିବେ । ବିହାରରେ ଠିକ ସମାନ ଘଟଣା ଘଟିଛି, ଯାହା ଫିଲ୍ମର ସିନ୍ ରିକ୍ରିଏସନ୍ ଭଳି ଲାଗିବ ।
ତେଲେଙ୍ଗାନାର ପାଗିଡ଼ିପାଲି ଓ ବୋମାଇପାଲି ମଧ୍ୟରେ ଏହି ନିଆଁ ଲାଗିଥିବା ସୂଚନା ।
ତଳ କୋର୍ଟଙ୍କ ନିଷ୍ପତ୍ତିକୁ ଗୁଜରାଟ ହାଇକୋର୍ଟ କାଏମ ରଖିଛନ୍ତି। ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ କାଏମ ରଖିଛନ୍ତି।
କେଜିଏଫ୍ ମେକର ପ୍ରଶାନ୍ତ ନିଲଙ୍କ ଏହି ସିନେମାର ଲିଙ୍କ କେଜିଏଫ୍ ସହ ଥିବା କୁହାଯାଉଛି ।
ଟ୍ୱିଟରରେ ଯେଭଳି ମାଇକ୍ରୋ ବ୍ଲଗିଂ କରାଯାଉଛି, ଅନେକ ସୂଚନା ଟ୍ୱିଟରରେ ତତକ୍ଷଣାତ୍ ଦିଆଯାଇପାରୁଛି, ଥ୍ରେଡ୍ସରେ ମଧ୍ୟ ସେଭଳି ସୁବିଧା ରହିଛି। ଲେଖା ମାଧ୍ୟମରେ ଏହା ଏକ କନଭରସେସନ ଆପ୍ ଅଟେ। ଅର୍ଥାତ ଲେଖା ମାଧ୍ୟମରେ ଆପଣ କଥାବାର୍ତ୍ତା କରିପାରିବେ ଏହି ଆପ୍ ଜରିଆରେ।
ଜୁଲାଇ ୭ ତାରିଖ ଅର୍ଥାତ୍ ଆଜି ହେଉଛି ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ ।
ଏବେ ଚନ୍ଦ୍ରୟାନ-୩ରେ ସେଇ ଅଧୁରା ସ୍ୱପ୍ନକୁ ସାକାର କରିବା ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ତା ଭିତରୁ ରୋଭର ଗଡ଼ାଇବା ପାଇଁ ପୂର୍ଣ୍ଣ ଆଶାବାଦୀ ଅଛି ଇସ୍ରୋ।
ସାଧରଣତଃ AC ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ୍ ବିଲ୍ ଅଧିକ ଆସିଥାଏ ବୋଲି ସମସ୍ତେ ଜାଣଥା’ନ୍ତି । ସେଥିପାଇଁ କିଛି ଲୋକ AC ଅଳ୍ପ ବ୍ୟବହାର କରିଥା’ନ୍ତି ।