• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Chef Vishnu Manohar cook 5000 kg mix veg
୫ କୁଇଣ୍ଟାଲର ମିକ୍ସ ଭେଜ୍ ତରକାରି, ଯେତେ ଖାଇଲେ ବି ସରିବନି !

ଏହି ରୋଷେଇରେ ପାଖାପାଖି ୧୨ଶହ ସ୍କୁଲ ପିଲା ସହଯୋଗ କରିଥିଲେ।

special report
କୋହଭରା କଣ୍ଠରେ କେନ୍ଦ୍ରମନ୍ତ୍ରୀଙ୍କ ଅପିଲ୍ : ରିକ୍ସା ଚାଳକକୁ ବରଂ ଝିଅ ଦିଅନ୍ତୁ, ମଦୁଆକୁ ନୁହେଁ

ମଦ ପାଇଁ ପୁଅକୁ ହରାଇଥିବା କେନ୍ଦ୍ରମନ୍ତ୍ରୀ ଭାବୁକ ହୋଇ ଅନୁରୋଧ କରିଛନ୍ତି । ନିଜର ଝିଅ କିମ୍ବା ଭଉଣୀର ମଙ୍ଗଳ ଚାହୁଁଥିଲେ କେବେ କୌଣସି ମଦୁଆ ସହ ବାହା ଦିଅନ୍ତୁ ନାହିଁ । ମଦୁଆମାନେ କେବେ କାହାକୁ ଶାନ୍ତିରେ ରଖେଇ ଦେବେନି ।

china will not give daily covid data
କୋଭିଡ୍‌ ସଂକ୍ରମଣର ଦୈନିକ ତଥ୍ୟ ଦେବନି ଚାଇନା

ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ରାଜ୍ୟରେ ତତ୍ପରତା। କରୋନା ପରିସ୍ଥିତି ନେଇ ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।

monkey
ଝପଟି ଆସି ମହିଳାଙ୍କ ଠାରୁ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼

ମହିଳାଙ୍କ ଠାରୁ ମାଙ୍କଡ଼ ନେଇଗଲା ଲକ୍ଷେ ଟଙ୍କା ଥିବା ବ୍ୟାଗ୍‌ । ଚିନ୍ତାରେ ପଡ଼ିଗଲେ ମହିଳା. ଆଉ ତା’ ପରେ

Man uses unique beak shaped face mask
Viral Video: ଅଜବ ମାସ୍କ; ପିନ୍ଧିକି ଖାଇ ପାରିବେ ଆଉ ପିଇ ପାରିବେ

ପୁଣି ଦେଖାଗଲାଣି କରୋନା ଭାଇରସ୍ ଭୟ। ଆସିପାରେ ମାସ୍କ ବ୍ୟବହାରର କଟକଣା। ଜଣେ ଲୋକ ଏମିତି ଏକ ମାସ୍କ ବାହାର କରିଛନ୍ତି, ଯାହାକୁ ପିନ୍ଧି ଖାଇ ହେବ ଆଉ ପିଇ ହେବ।

Pralay tactical ballistic missiles
ଚୀନ, ପାକିସ୍ତାନ ସାବଧାନ: ପ୍ରଳୟ ରଚିବ ‘ପ୍ରଳୟ’

ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ ହେବ ପ୍ରଳୟ ମିଜାଇଲ୍(Pralay tactical ballistic missiles)

Bomb cyclone
ବରଫ ଝଡ଼ ମାଡ଼ରେ ଘାଇଲା ଆମେରିକା : ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

ସମୁଦ୍ର ଅଶାନ୍ତ ରହିବା ସାଙ୍ଗକୁ ତାପମାତ୍ରା ମାଇନସ୍ ୪୫ରୁ ମାଇନସ୍ ୪୮ ଡିଗ୍ରୀ ସେଲସିୟସକୁ ଖସି ଆସିଛି

Get rid of itching ringworm and scabies problems make cream in home
Health Tips: ଯାଦୁ-କାଛୁ-କୁଣ୍ଡିଆରୁ ମୁକ୍ତି ପାଇଁ ଘରେ ତିଆରି କରନ୍ତୁ ଏମିତି କ୍ରିମ୍

ଶୀତର ପ୍ରଭାବରେ ଆପଣ ଯାଦୁ-କାଛୁ-କୁଣ୍ଡିଆ ଭଳି ସମସ୍ୟା ଭୋଗୁଛନ୍ତି କି? ବଜାରରୁ ଅନେକ ପ୍ରକାର କ୍ରିମ ଆଣି ବ୍ୟବହାର କରି ଏଥିରୁ ମୁକ୍ତି ପାଉ ନାହାନ୍ତି? ତେବେ ଘରେ ବନାନ୍ତୁ ଏମିତି କ୍ରିମ୍, ମିଳିବ ଉପଷମ।

Poor man expressing sadness over costly liquor
Viral Video: “ମଦ ଏତେ ମହଙ୍ଗା ହେଇଛି, ବିଚରା ଗରିବ ଲୋକ କିପରି ପିଇବ!”

ଭାଇରାଲ୍ ହେଉଛି ପରିବା ମାର୍କେଟ୍‌ର ଏକ ଭିଡିଓ। ଜଣେ ଟମାଟୋ ବିକ୍ରି କରୁଛନ୍ତି। ମହଙ୍ଗା ମଦକୁ ନେଇ ନିଜ ଦୁଃଖ ପ୍ରକାଶ କରିଛନ୍ତି। ଜାଣନ୍ତୁ ସେ କ’ଣ କହୁଛନ୍ତି।

Muslim girl from UP cracks NDA
ସାନିଆ ମିର୍ଜା ହେବେ ଦେଶର ପ୍ରଥମ ମୁସଲିମ ମହିଳା ଫାଇଟର ଜେଟ୍ ପାଇଲଟ୍

ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସେ ରାଜ୍ୟ ଟପ୍ପର ହୋଇଥିଲେ।

bumper vacancy on these posts in ongc
ONGC ଆସିଷ୍ଟାଣ୍ଟ ଇଞ୍ଜିନିୟର ଏବଂ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ପଦବୀ ପୂରଣ ହେବ

MRPL ଅଧୀନରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଏବଂ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ପଦବୀ ପୂରଣ କରିବାକୁ ONGC ବିଜ୍ଞପ୍ତି ବାହର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୭୮ଟି ପଦବୀ ପୂରଣ ହେବ।

Brother dipoo srivastava talks about success story of raju srivastav
Happy Birthday: ରାଜୁ ଶ୍ରୀବାସ୍ତବଙ୍କ ଜନ୍ମଦିନରେ ସାନ ଭାଇ ହେଲେ ଭାବପ୍ରବଣ; କହିଲେ ଏମିତି

ରାଜୁ ଶ୍ରୀବାସ୍ତବ ତାଙ୍କ କ୍ୟାରିୟରର ବିକାଶରେ ଏତେ ବ୍ୟସ୍ତ ଥିଲେ ଯେ ସେ ତାଙ୍କ ଜନ୍ମଦିନ ପାଳନ କରିବାକୁ କେବେ ବି ସମୟ ପାଉ ନଥିଲେ। ଆଜି କାନପୁରରେ ତାଙ୍କ ପରିବାର ଗରିବ ଲୋକମାନଙ୍କୁ ରାସନ ଜିନିଷ ଏବଂ କମ୍ବଳ ବାଣ୍ଟି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ସାନଭାଇ ଦୀପୁ ଶ୍ରୀବାସ୍ତବ ଅନେକ କଥା କହିଛନ୍ତି ଯାହା ଜଣଙ୍କୁ ଭାବପ୍ରବଣ କରିଦେବ।

Jhoome jo pathan come children song lakadi ki kathi
'ଝୁମ୍‌ ଜୋ ପଠାନ'କୁ ନେଇ ତିଆରି ହେଲା ‘ଲକ୍‌ଡୀ କୀ କାଠି’

'ଝୁମ୍ ଜୋ ପଠାନ' ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ପଟେ ଶାହରୁଖ ଖାନଙ୍କ ପ୍ରଶଂସକମାନେ ଏହି ଗୀତକୁ ପସନ୍ଦ କରୁଥିବା ବେଳେ ଅନ୍ୟପଟେ କିଛି ଲୋକ 'ଝୁମ୍ ଜୋ ପଠାନ' ଗୀତକୁ ନେଇ ମୀମ୍ସ ତିଆରି କରୁଛନ୍ତି ଏବଂ ଏହାକୁ ଭାଇରାଲ୍ କରୁଛନ୍ତି।

8 person who become idol and who gives inspiration
Year Ending: ୨୦୨୨ର ୮ ଭଲ ଖବର; କିଏ ଦେଇଛି ପ୍ରେରଣା କିଏ ହୋଇଛି ଆଦର୍ଶ

୨୦୨୨ରେ ଏମିତି ଅନେକ କିଛି ଘଟି ଯାଇଛି ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଇଥାଏ। କେହି କେହି ସେମାନଙ୍କ ପରିଶ୍ରମ ବଳରେ ସଫଳତା ପାଇଛନ୍ତି ତ ଆଉ କେହି ଏମିତି କିଛି କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଯାଇଛନ୍ତି। ତେବେ ଆସନ୍ତୁ ଏସବୁକୁ ନେଇ ୮ ବ୍ୟକ୍ତିଙ୍କୁ ଜାଣିନେବା।

Bomb Cyclone
ମାଡ଼ି ଆସିଲା ଭୟଙ୍କର ବରଫ ଝଡ଼ : ୧୮ରୁ ଅଧିକ ଲୋକଙ୍କ ମୃତ୍ୟୁ

ବିନା ବିଜୁଳିରେ ପ୍ରଭାବିତ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ, ଏୟାରପୋର୍ଟରେ ଫସି ରହିଛନ୍ତି ହଜାର ହଜାର ଲୋକ

Today Panchang
Today Panchang 25th Dec 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Tunisha Sharma Death
ବନ୍ଧା ହେଲେ ତୁନିଶା ଶର୍ମାଙ୍କ କୋ-ଷ୍ଟାର : ଅଭିନେତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗ  

ଟେଲିଭିଜନ ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲାରେ ସେଜାନ୍ ଖାନଙ୍କୁ ଗିରଫ କଲା ଓ୍ୱାଲିଭ୍ ପୋଲିସ ।

fuel tanker explosion
ଭୟଙ୍କର ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ : ୧୦ ମୃତ, ୪୦ରୁ ଅଧିକ ଆହତ

ପୋଲ ତଳେ ଘଷି ହୋଇ ଫାଟିଗଲା ଗ୍ୟାସ ଟ୍ୟାଙ୍କର(fuel tanker explosion) , ୧୦ ଜଣଙ୍କର ଜୀବନ ଚାଲିଗଲା ।

Sheezan Khan
ସେଜାନ୍‌ ଖାନ୍‌ କିଏ ? ଯାହାର ମେକ୍‌ଅପ୍‌ ରୁମ୍‌ରେ ଆତ୍ମହତ୍ୟା କଲେ ତୁନିଶା

ସେଜାନ୍‌ ଖାନଙ୍କ ବିରୋଧରେ ତୁନିଶାଙ୍କ ମା’ ଆଣିଲେ ଗମ୍ଭୀର ଅଭିଯୋଗ ।

Christmas Day
'ହାପି' ଖ୍ରୀଷ୍ଟମାସ ବଦଳରେ 'ମେରୀ' ଖ୍ରୀଷ୍ଟମାସ କାହିଁକି କୁହାଯାଏ ? ଜାଣନ୍ତୁ ଏହାର କାରଣ . .

ସବୁ ପର୍ବ ସାମ୍ନାରେ ହାପି ଲାଗୁଥିବା ବେଳେ ଖ୍ରୀଷ୍ଟମାସ ସାମ୍ନାରେ ମେରୀ ଲାଗୁଥିବା ପଛର କାରଣ କ’ଣ ?

Snoring: A Serious Health Problem
Health Tips: ଘୁଙ୍ଗୁଡ଼ି: ଜଟିଳ ସ୍ୱାସ୍ଥ୍ୟ ସମସ୍ୟା କି?

ପ୍ରାୟ ସବୁ ଲୋକ ବେଳେ ବେଳେ ଟିକେଟିକେ ଘୁଙ୍ଗୁଡ଼ି ମାରନ୍ତି, କିନ୍ତୁ କିଛି ଲୋକଙ୍କ ପାଇଁ ଏହା ନିୟମିତ ଏବଂ ଅନିୟନ୍ତ୍ରିତ ହୋଇଥାଏ। ପ୍ରାୟତଃ ଘୁଙ୍ଗୁଡ଼ି ମାରୁଥିବା ମଣିଷଟି ଅପେକ୍ଷା ପାଖରେ ଶୋଇଥିବା ମଣିଷ ଅଧିକ ସମସ୍ୟା ଭୋଗିଥାଏ। ପରବର୍ତ୍ତି ସମୟରେ ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତି ମଧ୍ୟ ଅନେକ ଜଟିଳ ସମସ୍ୟାର ସମ୍ମୁଖିନ ହୋଇପାରେ।

Cisf officers saved a persons life by giving cpr
ହୃଦଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବଞ୍ଚାଇ ଦେଲେ CISF ଯବାନ

ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ଜଣେ ବ୍ୟକ୍ତି ହୃଦ୍ଘାତରେ ପୀଡିତ ହୋଇ ଯନ୍ତ୍ରଣା ଭୋଗିବାକୁ ଲାଗିଲେ। ସେହି ବ୍ୟକ୍ତିଙ୍କ ଏଭଳି ଅବସ୍ଥା ଦେଖି CISF ଅଧିକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଆସି ତାଙ୍କୁ CPR ଦେଇ ତାଙ୍କ ଜୀବନ ବଞ୍ଚାଇ ଦେଲେ।

Christmas day 2022
Christmas Day 2022: ଖ୍ରୀଷ୍ଟମାସରେ କେକ୍, ଘଣ୍ଟି, ମହମବତୀ, ମୋଜାର କ’ଣ ରହିଛି ମହତ୍ୱ

ଆଜି ଖ୍ରୀଷ୍ଟମାସ ବା ବଡଦିନ। ଏହିଦିନ କେକ୍, ଘଣ୍ଟି, ମହମବତୀ, ମୋଜା ଆଦିର ବିଶେଷ ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିନେବା ଏହି ଉତ୍ସବରେ ଏ ସବୁକୁ କାହିଁକି ବ୍ୟବହାର କରି ଘର ସଜ୍ଜାଯାଏ।