
ଅଝରୁଦ୍ଦିନ ଆଜି ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଅଜହର ୮ ଫେବୃଆରୀ ୧୯୬୦ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟର ଭାବରେ ତାଙ୍କର ଏକ କ୍ୟାରିୟର ଥିଲା, କିନ୍ତୁ ତାଙ୍କ ପ୍ରେମ ଜୀବନ ମଧ୍ୟ ଅନେକ ବିବାଦରେ ଘେରି ରହିଥିଲା। ୨ ଜଣଙ୍କ ସହ ହୋଇଥିଲା ଛାଡପତ୍ର।
ଉଭୟଙ୍କ ପରିବାର ସମେତ ଇଣ୍ଡଷ୍ଟ୍ରିର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମଧ୍ୟ ଷ୍ଟାର୍ କପଲଙ୍କ ବିବାହରେ ସାମିଲ ହୋଇଛନ୍ତି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ, ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୮ ଗୁଣ ବୃଦ୍ଧି ପାଇପାରେ।
BROରେ ବାହାରିଛି ଜବରଦସ୍ତ ନିଯୁକ୍ତି। ବିଶେଷ କଥା ହେଉଛି ୧୦ମ ପାସ୍ ସହିତ ଅନ୍ୟ କିଛି ସାର୍ଟିଫିକେଟ୍ ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ ଦେଖନ୍ତୁ…
ଏହି ନମ୍ବର ଜରିଆରେ ଯାତ୍ରୀମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିପାରିବେ
ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ବୋଲି କହିଛି ନାସା
ବଲିଉଡ୍ ଅଭିନେତ୍ରୀ କିଆରା ଆଡ୍ଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଜି ଅର୍ଥାତ୍ ଫେବୃଆରୀ ୭ରେ ବିବାହ ଉତ୍ସବ। ଉଭୟଙ୍କ ପରିବାର ସମେତ ଇଣ୍ଡଷ୍ଟ୍ରିର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମଧ୍ୟ ଷ୍ଟାର୍ କପଲଙ୍କ ବିବାହର ଏକ ଅଂଶ ହେବାକୁ ପହଞ୍ଚିଛନ୍ତି। ଏସବୁକୁ ନେଇ ଭାଇରାଲ୍ ହେଉଛି ଫଟୋ ଓ ଭିଡିଓ।
ସୋସିଆଲ ମିଡିଆରେ ଅନେକ ପ୍ରତିଭା ଭାଇରାଲ୍ ହୋଇଥାଏ । ନିଜର ପ୍ରତିଭା ପାଇଁ ଅନେକ ଲୋକଙ୍କୁ ଲୋକଲୋଚନକୁ ଆଣିଥାଏ ସାମାଜିକ ଗଣମାଧ୍ୟମ । ନିଜର ପ୍ରତିଭା ଯୋଗୁଁ କେହି କେହି ଷ୍ଟାର୍ ମଧ୍ୟ ପାଲଟିଯାଆନ୍ତି । ଠିକ ସେହିପରି ବର୍ତ୍ତମାନ ଜଣେ ଯୁବତୀଙ୍କ ଭିଡିଓ ବେଶ ଭାଇରାଲ୍ ହେବାର ଲାଗିଛି ।
ରବୀନା ଟଣ୍ଡନ୍ ନିକଟରେ ଏକ ବଡ଼ ଖୁଲାସା କରିଛନ୍ତି। ରବୀନା ସେହି ସବୁ କଥା ଶେୟାର କରିଛନ୍ତି, ଯାହା କାମ କରିବା ସମୟରେ ତାଙ୍କୁ ବାରମ୍ବାର ହଇରାଣ କରୁଥିଲା। ସେ କିପରି ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ସେସବୁ ସହ କିପରି ମୁକାବିଲା କରୁଥିଲେ ସେନେଇ ରବୀନା ଖୋଲାଖୋଲି ଭାବେ କହିଛନ୍ତି।
ବସ୍ରେ ୱିଣ୍ଡୋ ସିଟ୍ ପାଇବା ପାଇଁ ଦୁଇ ପାସେଞ୍ଜର ଝଗଡ଼ା ଲାଗିବା କଥା ଆପଣ ନିଶ୍ଚୟ ଶୁଣିଥିବେ। ଟ୍ରେନ୍ରେ ମଧ୍ୟ ଏମିତି ଘଟଣା କିଛି ନୂଆ ନୁହେଁ । କିନ୍ତୁ ବିମାନରେ ଏମିତି ଘଟଣା ଘଟିବା ଏବଂ ଏଥିପାଇଁ ବିମାନ ୨ ଘଣ୍ଟା ବିଳମ୍ବରେ ଛାଡ଼ିବା କଥା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।
୨୦ ବର୍ଷୀୟ ଯୁବକ ନିଜର ପକ୍ଷାଘାତ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବେଡ୍ ଉପରେ ବାପା ପରିସ୍ରା କରି ଦେବାରୁ ପୁଅ ଏହି ହତ୍ୟା କରିଥିଲା।
ନାବାଳିକା ବିବାହ ରୋକିବାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜଣେ ୧୭ ବର୍ଷର ନାବାଳିକା ଆତ୍ମହତ୍ୟା କରିଥିଲା । ପରେ ଜଣେ ମହିଳା ତାଙ୍କ ସ୍ୱାମୀ ଓ ବାପାଙ୍କୁ ପୋଲିସ ଗିରଫ କରିବାକୁ ନେଇ ଆତ୍ମହତ୍ୟାର ଧମକ ଦେଇଥିଲେ ।
ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ। ଧାର୍ମିକ ଦୃଷ୍ଟି କୋଣରୁ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣକୁ ନେଇ ଲୋକଙ୍କ ଅନେକ ବିଶ୍ୱାସ ରହିଛି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୭,୦୦୦ ଟଙ୍କା ରହିଛି ।
ତୁର୍କୀରେ ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ସୋମବାର ଦିନ ଭୂକମ୍ପର ୩ ଝଟ୍କା ଅନୁଭୂତ ହୋଇଥିବା ବେଳେ ଆଜି ପୁଣି ଥରେ ଭୂକମ୍ପ ହୋଇଛି।
ଆଜି JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ମଙ୍ଗଳବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୨ୟା ରାତ୍ରି ୦୪.୨୮ ଗତେ ୩ୟା,ଘାତ ଚନ୍ଦ୍ର – କର୍କଟ ଓ ମକର ଅହୋରାତ୍ର,ଘାତ ବାର- ମକର,ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି- ରାତ୍ରି ୦୪.୨୮ ଗତେ ୧ ପାଦ
ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତୁର୍କୀ ସହ ସିରିୟାରେ ବି ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି । ସେଠାରେ ବି ଶତାଧିକ ଲୋକଙ୍କ ଜୀବନ ଯାଇଛି।
ଏମିତିକି ଏଥିରେ କୌଣସି ଅଧିକାରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରାଯାଉଛି । ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।
ଆସନ୍ତା ୨୦ ବର୍ଷ ମଧ୍ୟରେ ଏଠାରେ ୧ ହଜାରରୁ ଅଧିକ ହେଲିକପଟର ନିର୍ମାଣ କରିବାକୁ ଲକ୍ଷ୍ୟ ରହିଛି।
ସାମାନ୍ୟ ଏକ ଭେଜ୍ ବର୍ଗର୍ ପାଇଁ ସେ ୬୬ ହଜାର ଟଙ୍କା ପୈଠ କରିଛନ୍ତି ।
ଦୁର୍ବୃତ୍ତର ଗୋଡ଼କୁ ଗୁଳି କରିଥିଲା ପୋଲିସ । ଆଉ ସେଇଠି ହିଁ ଚିତ୍କାର କରି ତଳେ ପଡ଼ିଯାଇଥିଲା ଦୁର୍ବୃତ୍ତ ।
ବ୍ୟବସାୟୀ ଜଣକ ଟଙ୍କା ମାଗିବାରୁ ଯବାନ ଜଣକ ତାଙ୍କ ସହ ପାଟିତୁଣ୍ଡ କରିଥିଲେ ।
ଯେଉଁଠାରେ କୌଣସି ପାର୍ଟି କିମ୍ବା ବିବାହ ଭୋଜି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଏ ।