• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Budget 2023
ଆଜି ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ି

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଉତ୍କଣ୍ଠାରେ ଚାଷୀ, ଗୃହିଣୀ, ଆୟକର ଦାତା ଓ ଶିଳ୍ପ ଜଗତ ।

murder
ସମ୍ପତ୍ତି ପାଇଁ ଭାଇ ଓ ଭାଇବୋହୂକୁ ନିର୍ମମ ହତ୍ୟା : କୁନି ପୁତୁରାକୁ ହାତୁଡ଼ିରେ ଛେଚି . .

ଦୁଇ କୋଟିର ସମ୍ପତ୍ତି । ଭାଇକୁ ଭାଇର ଶତ୍ରୁ ସଜାଇଲା । ସାନ ଭାଇ ଓ ଭାଇବୋହୂକୁ ମାରି ପକାଇଲା ବଡ଼ ଭାଇ ।

Fire Mishap
ଭୟଙ୍କର ଅଗ୍ନିକାଣ୍ଡ ! ୧୪ ମୃତ, ୧୨ ଗୁରୁତର, ମୃତକଙ୍କ ମଧ୍ୟରେ ୧୦ ମହିଳା...

ସ୍ଥାନୀୟ ଏସ୍‌ପି ସଞ୍ଜୀବ କୁମାର ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Andhra Pradesh
ଜଗନ ରେଡ୍ଡୀଙ୍କ ବଡ଼ ଘୋଷଣା: ଆନ୍ଧ୍ରର ନୂଆ ରାଜଧାନୀ ବନ୍ଦର ନଗରୀ ବିଶାଖାପାଟଣା

ଆସନ୍ତା ମାର୍ଚ୍ଚ ୩ ଏବଂ ୪ ତାରିଖ ଦୁଇ ଦିନ ଧରି ବିଶାଖାପାଟଣାରେ ଆୟୋଜିତ ହେବ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ୍ ।

Budget 2023
ବଜେଟ୍ ୨୦୨୩: ଉତ୍କଣ୍ଠାରେ ଚାଷୀ-ଗୃହିଣୀ-ଆୟକର ଦାତା-ଶିଳ୍ପ ଜଗତ, କାହାକୁ ମିଳିବ କେତେ ?

ସାଧାରଣ ବଜେଟ୍ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ।

Story of Aasumal to Asaram from tea shop assistant to become a baba
ଆସୁମଲରୁ ଆଶାରାମ - ମଦ ବେପାରୀରୁ ଧର୍ମଗୁରୁ; କିପରି ଥିଲା ଯାତ୍ରା

ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗୋଟିଏ ସମୟ ଥିଲା ଯେତେବେଳେ ଆଶାରାମ ଏକ ଚା’ ଷ୍ଟଲ୍ ଚଳାଉଥିଲେ। ଏହାପରେ ମଦ ବେପାର ଓ କ୍ଷୀର ଦୋକାନରେ ମଧ୍ୟ କାମ କରିଛନ୍ତି। ହେଲେ କିପରି ହେଲା ଆଧ୍ୟାତ୍ମିକ ଗୁରୁ ଆସନ୍ତୁ ଜାଣିବା।

Shafali Verma
ବିଶ୍ୱକପ୍ ଜିତିବା ପରେ ଚର୍ଚ୍ଚାରେ ଶେଫାଳି ବର୍ମା : ଆସନ୍ତୁ ତାଙ୍କ ସମ୍ପର୍କରେ ଜାଣିବା . .

ବିଶ୍ୱକପ୍ ଜିତିବା ପରେ କୋହ ରୋକିପାରିଲେନି ଶେଫାଳି ବର୍ମା । ଆଖିରୁ ବହିଯାଇଥିଲା ଧାରଧାର ଖୁସିର ଲୁହ ।

Gautam Adani
ସଂପତ୍ତି ପରିମାଣରେ ବୃହତ୍ ହ୍ରାସ...ବିଶ୍ୱର ଟପ୍ ଟେନ୍ ଧନୀ ତାଲିକାରୁ ଆଦାନୀ ଆଉଟ୍

ହିଡେନ୍‌ବର୍ଗ ରିପୋର୍ଟର ଷ୍ଟକ୍ ମ୍ୟାନିପୁଲେସନ ଅଭିଯୋଗ ପରେ ଆଦାନୀ ଗ୍ରୁପ୍ ୧୧ ନମ୍ବର ସ୍ଥାନକୁ ଖସି ଟପ୍ ଟେନ୍ ଧନୀ ତାଲିକାରୁ ଆଉଟ୍ ହୋଇଯାଇଛନ୍ତି।

Ponniyin Selvan 2 release date announced
ଆସୁଛି 'ପୋନ୍ନିୟିନ୍ ସେଲଭନ୍-୨'; ଏହିଦିନ ହେବ ରିଲିଜ୍

'ପୋନ୍ନିୟିନ୍ ସେଲଭନ୍-୧' ୨୦୨୨ ମସିହାରେ ସବୁ ପ୍ରେକ୍ଷାଳୟରେ ଜବରଦସ୍ତ ଧମାକା ସୃଷ୍ଟି କରିଥିଲା। ସବୁ ଦର୍ଶକ ଉତ୍ସାହର ସହିତ 'ପୋନ୍ନିୟିନ୍ ସେଲ୍‌ଭନ୍ ୨' କୁ ଅପେକ୍ଷା କରିଛନ୍ତି। ଜାଣନ୍ତୁ କେବେ ହେବ ରିଲିଜ୍।

Andhra Pradesh Capital
ବିଶାଖାପାଟଣା ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ : ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନୂଆ ରାଜଧାନୀ ସମ୍ପର୍କରେ ଘୋଷଣା କରିଛନ୍ତି

death
ଘରକୁ ଆସିଲା ଲକ୍ଷ୍ମୀ : ଖୁସିର ମାହୋଲରେ ଆତ୍ମହତ୍ୟା କଲେ ବାପା, ଅଜା ଓ କାକା

କୁନି ଝିଅର ମୁହଁକୁ ଚାହିଁଲେନି । ଝିଅ ଜନ୍ମ ଦିନ ପରିବାରର ତିନି ଜଣ ଆତ୍ମହତ୍ୟା କରିଦେଲେ ।

Pesticides found in breast milk ?
ଚାଞ୍ଚଲ୍ୟକର ତଥ୍ୟ: ମା’ କ୍ଷୀରରେ କୀଟନାଶକ ! ୧୦ ମାସରେ ଆଖି ବୁଜିଲେଣି ୧୧୧ ଶିଶୁ...

ଗତ ୧୦ ମାସ ମଧ୍ୟରେ ୧୧୧ ଜଣ ନବଜାତକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ମଧ୍ୟ ରହସ୍ୟଜନକ ରହିଛି।

Vistara Passenger Arrested
Vistara ଫ୍ଲାଇଟରେ ବୋବାଲ୍ : ବିମାନ ଭିତରେ ପୋଷାକ ଖୋଲି କ୍ୟାବିନ୍‌ କ୍ରୁ ସହ ମାରପିଟ୍‌ କଲେ ମହିଳା

ନୂଆଁ ନୁହେଁ ଏହି ଘଟଣା । କିଛି ଦିନ ଭିତରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ।

Woman shot dead while returning from office
ଅଫିସ୍‌ରୁ ଘରକୁ ଫେରୁଥିଲେ ଯୁବତୀ, ବାଇକ୍‌ରେ ଆସି ଗୁଳି ମାରିଦେଲେ...

ଅଫିସ୍ କାମ ସାରି ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ ଫାୟାରିଂ। ଫ୍ଲିପ୍‌କାର୍ଟର କୋରିଅର ବିଭାଗରେ ସେ କାମ କରନ୍ତି।

Know how to read WhatsApp delete messages
Trick: ଜାଣନ୍ତୁ, କେମିତି ପଢ଼ିବେ WhatsApp ଡିଲିଟ୍‌ ମେସେଜ୍‌...

 କେମିତି ପଢ଼ିବେ ହ୍ୱାଟ୍ସଆପ୍‌ ଡିଲିଟ୍‌ ମେସେଜ୍ ? ତେବେ ଅନେକ ଥାର୍ଡ ପାର୍ଟି ଆପ୍‌ ରହିଛି, ଯାହାକୁ ବ୍ୟବହାର କରି ଆପଣ ଡିଲିଟ୍‌ ମେସେଜ ପଢ଼ିପାରିବେ।

By 2047, we have to build a nation that will be poverty free says president
‘୨୦୪୭ ସୁଦ୍ଧା ଆମକୁ ଗରିବ ମୁକ୍ତ ଭାରତ ଗଢ଼ିବାର ଅଛି’

ଆଜିଠୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମିଳିତ ସଦନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି।

Four people died on spot in a collision between a car and a bus
ଭୟଙ୍କର ଦୁର୍ଘଟଣା: ଦ୍ରୁତ ଗତିରେ ଆସି ବସ୍‌ ଭିତରେ ପଶିଗଲା କାର୍‌, ଗାଡ଼ି ପୁରା ଚୁର୍‌ମାର୍‌...

ନିୟନ୍ତ୍ରଣ ହରାଇ ବସ୍‌ ଭିତରେ ପଶିଗଲା କାର୍‌। ଫଳରେ ଘଟଣାସ୍ଥଳରେ କାର୍‌ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି।

NEET Aspirant Dies By Suicide
ହଷ୍ଟେଲ୍‌ ରୁମ୍‌ରେ ଆତ୍ମହତ୍ୟା କଲେ NEET ଆଶାୟୀ, ମିଳିଲା ହାତଲେଖା ନୋଟ୍‌

ଜଣେ ୨୨ ବର୍ଷୀୟ ନିଟ୍‌ ଆଶାୟୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ହଷ୍ଟେଲ୍‌ ରୁମ୍‌ରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Today Panchang
Today Panchang 31st Jan 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Actress preity zintas biography study and career
Happy Birthday: ସମୟ ଏମିତି ଆସିଲା ମାତ୍ର ୧୩ ବର୍ଷରେ ପ୍ରୀତି ଜିଣ୍ଟାଙ୍କୁ ନେବାକୁ ହେଲା ଘରର ଦାୟିତ୍ୱ

ବଲିଉଡ୍‌ର ଡିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା ଆଜି ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୩୧ ଜାନୁଆରୀ ୧୯୭୫ରେ ଶିମଲା ହିମାଚଳ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ଆସନ୍ତୁ ତାଙ୍କ ପିଲାଦିନ, ପାଠପଢା ଆଦି ବିଷୟରେ ଜାଣିନେବା।

rahul-priyanka enjoy snowball fight in srinagar
ସରିଲା ‘ଭାରତ ଯୋଡୋ’ ଯାତ୍ରା; ବରଫ ଫିଙ୍ଗାଫିଙ୍ଗି ହେଲେ ରାହୁଲ-ପ୍ରିୟଙ୍କା

ଶେଷ ହୋଇଛି ‘ଭାରତ ଯୋଡୋ’ ଯାତ୍ରା। ୧୩୫ ଦିନ ବ୍ୟାପୀ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪ ହଜାର କିଲୋମିଟର ଅତିକ୍ରାନ୍ତ କରିବା ପରେ କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜମ୍ମୁ କଶ୍ମୀରର ଶ୍ରୀନଗରରେ ଶେଷ ହୋଇଛି। ଏହି ଅବସରରେ ଦେଖିବାକୁ ମିଳିଛି ବରଫରେ ରାହୁଲ-ପ୍ରିୟଙ୍କାଙ୍କ ଝଗଡା।

Asaram bapu
ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ, ଅନ୍ୟ ୬ ଜଣ ଦୋଷମୁକ୍ତ

ଆଶାରାମ ବାପୁଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୬ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ ମହିଳା ଅନୁଗାମୀ ।

An explosion at a mosque in Pakistan’s northern city of Peshawar
ମସ୍‌ଜିଦ୍‌ରେ ଭୟଙ୍କର ଆକ୍ରମଣ; ପାଖାପାଖି ୫୦ ମୃତ, ୧୦୦ ଆହତ

ପେଶୱାରରେ ଏକ ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଖବର ଅନୁଯାୟୀ ଏକ ଉଚ୍ଚ ସୁରକ୍ଷା ଅଞ୍ଚଳରେ ଜନଗହଳି ଥିବା ଏକ ମସ୍‌ଜିଦ୍‌ରେ ଅପରାହ୍ନରେ ପ୍ରାର୍ଥନା ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଛି।