/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671966237.jpg)
bumper vacancy on these posts in ongc
ମାଙ୍ଗାଲୋର ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ସ ଲିମିଟେଡ୍ (MRPL) ଅଧୀନରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଏବଂ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ପଦବୀ ପୂରଣ କରିବାକୁ ONGC ବିଜ୍ଞପ୍ତି ବାହର କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ONGC MRPLର ଅଫିସିଆଲ୍ ୱେବସାଇଟ୍ mrpl.co.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର ୧୭ରୁ ଆରମ୍ଭ ହୋଇଛି।
Advertisment
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.mrpl.co.in/ ରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏହା ସହିତ, ଆପଣ ଏହି ଲିଙ୍କ୍ https://mrpl.co.in/careers ମାଧ୍ୟମରେ ଏହାର ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୭୮ଟି ପଦବୀ ପୂରଣ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନର ଆରମ୍ଭ ତାରିଖ - ୧୭ ଡିସେମ୍ବର ୨୦୨୨
- ଅନ୍ଲାଇନ୍ ଆବେଦନର ଶେଷ ତାରିଖ - ୧୫ ଜାନୁଆରୀ ୨୦୨୩
Advertisment
ଖାଲି ପଦବୀ:
- ମୋଟ ପୋଷ୍ଟ ସଂଖ୍ୟା - ୭୮
ଯୋଗ୍ୟତା:
- ପ୍ରାର୍ଥୀମାନଙ୍କର ସରକାରୀ ବିଜ୍ଞପ୍ତିରେ ଦିଆଯାଇଥିବା ସମ୍ପୃକ୍ତ ଯୋଗ୍ୟତା ରହିବା ଉଚିତ।
ଆବେଦନ ଶୁଳ୍କ:
- ଜେନେରାଲ, EWS ଏବଂ OBC ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ - ୧୧୮ ଟଙ୍କା
- SC / ST / PWBD / Ex-Servicemen ବର୍ଗଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)